14/11/2025
ମୋ ଜନ୍ମଦିନକୁ ଏତେ ସ୍ୱତନ୍ତ୍ର କରିଥିବା ମୋ ପିତାମାତା, ପରିବାର ର ଅନ୍ୟ ସଦସ୍ୟ, ମୋ ଗୁରୁମାନେ ଏବଂ ଭାଇମାନଙ୍କ ପାଇଁ ମୁଁ ବହୁତ ଆଶୀର୍ବାଦ ଏବଂ କୃତଜ୍ଞ ଅନୁଭବ କରୁଛି। ତୁମର ପ୍ରେମ ହେଉଛି ସବୁଠାରୁ ବଡ଼ ଉପହାର। ସଂସାର ରେ ଜଣେ ଭଲ ମଣିଷ ହେଇ ଆଗକୁ ବଡ଼ିବାରେ ଆପଣ ମାନଙ୍କର ଉପଦେଶ ଏବଂ ଆଶୀର୍ବାଦ ମୋତେ ଅନେକ ସାହାଯ୍ୟ କରିଛି।
🙏 ସମସ୍ତଙ୍କୁ ଧନ୍ୟବାଦ 🙏