ଆଧାର ନ୍ୟୂଜ ଓଡ଼ିଆ

  • Home
  • ଆଧାର ନ୍ୟୂଜ ଓଡ଼ିଆ

ଆଧାର ନ୍ୟୂଜ ଓଡ଼ିଆ Web media

12/11/2024

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ -ବାଲିକୁଦା ତହସିଲଦାର ଆଲୋକ ରଞ୍ଜନ ସେଠୀ ଙ୍କର ତଦନ୍ତ ଆରମ୍ଭ !!
ଆଧାର ନ୍ୟୂଜ ଓଡ଼ିଆ Revenue & Disaster Management Department, Government of Odisha

04/11/2024

ଜଗତସିଂହପୁର ଜିଲ୍ଲା -ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ରେ ବିନା କାର୍ଯ୍ୟରେ ହୋଇଥିବା ମିଥ୍ୟା ସାତ ଲକ୍ଷ ଟଙ୍କା ବିଲ ବିରୋଧରେ -ଜଗତସିଂହପୁର ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ରେ ପ୍ରାମାଣିକ ଅଭିଯୋଗ କଲେ ସମାଜସେବୀ ଗଙ୍ଗାଧର ନାୟକ !
ଆଧାର ନ୍ୟୂଜ ଓଡ଼ିଆ

01/11/2024

ମହିଳା ସ୍ବୟଂ ସହାୟକ ଦଳ ର ସଦସ୍ୟା ମାନଙ୍କ ସହାୟତା ରେ -ବାଲିକୁଦା ଏରସମା ବିଧାୟକ କଲେ ଶକ୍ତି ପଦର୍ସନ ସହିତ ଜନ ସମ୍ପର୍କ ପଦ ଯାତ୍ରା !
ଆଧାର ନ୍ୟୂଜ ଓଡ଼ିଆ Sarada Prasanna Jena

23/10/2024

ସମ୍ଭାବ୍ୟ ବାତ୍ୟା (ଦାନା ) କୁ ଆଖି ଆଗରେ ରଖି -ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା ଙ୍କର ତଳିଆ ଅଞ୍ଚଳ କୁ ତୋଫାନୀ ଗ୍ରସ୍ତ !
ଆଧାର ନ୍ୟୂଜ ଓଡ଼ିଆ Sarada Prasanna Jena

26/09/2024
11/07/2024

ଜଗତସିଂହପୁର ଜିଲ୍ଲା -ବାଲିକୁଦା ବ୍ଲକ ଯୋଗାଣ ବଜାର ନିରୀକ୍ଷକ ମୋଚିରାମ ଦାସ ଙ୍କର ଉତ୍ତରଦାୟିତ୍ବ ଉପରେ ବାରମ୍ବାର ଉଠୁଛି ପ୍ରଶ୍ନବାଚୀ
ଆଧାର ନ୍ୟୂଜ ଓଡ଼ିଆ

16/06/2024

ଅସହାୟ ମହିଳା ଙ୍କ ର ଲିଖିତ ଅଭିଯୋଗ କୁ ପୁରିଲା ୨୨ ଦିନ
ହେଲା ନାହିଁ ଏଫ ଆଇ ଆର ପଞ୍ଜିକୃତ ନା ହେଲା ତଦନ୍ତ
ଜଗତସିଂହପୁର ଜିଲ୍ଲା ପୁଲିସ ମୁଖ୍ୟ (ଏସ ପି ) ଙ୍କୁ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ -ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ପୁଲିସ ଚୌକି ଅଧୀନ ନାଉପାଳ ଗ୍ରାମରେ !!
ଆଧାର ନ୍ୟୂଜ ଓଡ଼ିଆ Odisha Police Organisation

29/05/2024

ମହିଳା ସ୍ବୟଂ ସହାୟକ ଦଳ ର ଇ ସି ସଦସ୍ୟା ମାନଙ୍କୁ ବାରମ୍ବାର ଘନ ଘନ ଚାପ ସହିତ ଅର୍ଥ ଲୋଭ ଦେଖାଇବା ମହଙ୍ଗା ପଡି ପାରେ ପ୍ରଶାନ୍ତ ଙ୍କ ପାଇଁ !!
ଆଧାର ନ୍ୟୂଜ ଓଡ଼ିଆ Mission Shakti Odisha Election Commission of India

15/05/2024

ଜଗତସିଂହପୁର ଜିଲ୍ଲା -ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳି ରେ ନୋମିନେସନ ରାଲି ଲୋକବଳ ଦୃଶ୍ୟପଟ ରାଜନିତୀ ସମୀକ୍ଷକ ଙ୍କ ଅଙ୍କ କଷା ଆରମ୍ଭ !!

04/05/2024

ଜଗତସିଂହପୁର ଜିଲ୍ଲା- ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳି ରେ ରାଜନିତୀ ଅଙ୍କ ଗୋଳମାଳ କରି ପାରନ୍ତି ସଞ୍ଜୀବ ଏସ୍‌ ବିଶ୍ୱାଳ !

27/04/2024

ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳି ରେ ଶାରଦା ଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇ ପାରନ୍ତି ସଞ୍ଜୀବ ଏସ ବିଶ୍ୱାଳ !!

07/04/2024

ଜଗତସିଂହପୁର ଜିଲ୍ଲା -ବାଲିକୁଦା ପୁଲିସ ଚୌକି ରେ ମିଳୁଛି ଭିତରପଟୁ କୋଲପ ଦିଆ ସେବା !!
ଆଧାର ନ୍ୟୂଜ ଓଡ଼ିଆ Odisha Police Organisation

Address


Telephone

+919438380921

Website

Alerts

Be the first to know and let us send you an email when ଆଧାର ନ୍ୟୂଜ ଓଡ଼ିଆ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Telephone
  • Alerts
  • Claim ownership or report listing
  • Want your business to be the top-listed Media Company?

Share