Nazar Odisha News

  • Home
  • Nazar Odisha News

Nazar Odisha News Contact information, map and directions, contact form, opening hours, services, ratings, photos, videos and announcements from Nazar Odisha News, Media/News Company, .

ଲମ୍ବା ସଂଘର୍ଷ ଶେଷ, ହାରିଗଲେ ଅଭିଜିତ ଦା ଆଉ ନାହାନ୍ତି ଆମ ପ୍ରିୟ ଅଭିଜିତ ମଜୁମଦାର
25/01/2026

ଲମ୍ବା ସଂଘର୍ଷ ଶେଷ, ହାରିଗଲେ ଅଭିଜିତ ଦା
ଆଉ ନାହାନ୍ତି ଆମ ପ୍ରିୟ ଅଭିଜିତ ମଜୁମଦାର

 #ହ୍ୟୁମାନ_ସାଗରଙ୍କ_ପରଲୋକ-ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ଭୁବନେଶ୍ବର ଏମ୍ସ...
17/11/2025

#ହ୍ୟୁମାନ_ସାଗରଙ୍କ_ପରଲୋକ
-ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

14/11/2025

ଐତିହାସିକ ବାଲିଯାତ୍ରା କଟକରେ ଶ୍ରେୟା ଘୋଷାଲ ଗାଇଲେ ଓଡ଼ିଆ ଭଜନ ‘ମନ ପାରାରେ ଶ୍ରୀକ୍ଷେତ୍ର ଯିବି ଉଡ଼ି ଉଡ଼ି’ ମନମୁଗ୍ଧ ହେଲେ ଦର୍ଶକ ।

05/11/2025

ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ ପାଇଁ ବୋଇତରେ ବାଲିଯାତ୍ରା ପଡିଆକୁ ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

27/10/2025

ସତରେ ଏହି ଜିନିଷଟେ ପାଇଁ ଆମ ମାନଙ୍କ ଆଖିରୁ ଲୁହ ଆସେ । କଳାକାରଙ୍କୁ ସଲାମ ।
, , , ,

26/10/2025

ବାଲି ବୋଝେଇ ହାଇୱା ଦେଖି ଦୌଡ଼ି ପଳାଉଛନ୍ତି ଅଞ୍ଚଳବାସି।ଛାତ୍ରଛାତ୍ରୀ ଙ୍କଠୁ ଆରମ୍ଭ କରି ରୋଗୀ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ।ପ୍ରଶାସନ ଏହାଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ ଆଗକୁ ଆସିଲେ ଯୁବ ଆଇନଜୀବୀ ବିକାଶ କୁମାର ପାତ୍ର।

ପରଲୋକରେ କଟକ ମହାନଗର ନିଗମର ୫ ନମ୍ବର ୱାର୍ଡ ର କର୍ପୋରେଟର ପ୍ରିୟମ୍ବଦା ସ୍ବାଇଁ।
20/10/2025

ପରଲୋକରେ କଟକ ମହାନଗର ନିଗମର ୫ ନମ୍ବର ୱାର୍ଡ ର କର୍ପୋରେଟର ପ୍ରିୟମ୍ବଦା ସ୍ବାଇଁ।

20/10/2025

ଇଏ କଣ !! ମାଛ ଚୋରିପରେ ବାଣ ଜବରଦସ୍ତ ଦୋକାନୀଙ୍କଠୁ ନେବା ?

15/10/2025

କଂଗ୍ରେସ ଭବନରେ ତାଲା ପକାଇ ପଳେଇଲେ ନେତା, ମିଶି ପାରିଲେନି ଘରକୁ ଫେରିଲେ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ।

ଦୁର୍ଗା ପୂଜା ଭସାଣ ବେଳେ ଉତ୍ତେଜନାରୁ କଟକ ସହରରେ ଲାଗିଥିଲା କର୍ଫ୍ୟୁ । ଆଜି କର୍ଫ୍ୟୁ ହଟିଥିବା ସୂଚନା ଦେଲେ ପୁଲିସ କମିସନର ଦେବଦତ୍ତ ସିଂ । ...
07/10/2025

ଦୁର୍ଗା ପୂଜା ଭସାଣ ବେଳେ ଉତ୍ତେଜନାରୁ କଟକ ସହରରେ ଲାଗିଥିଲା କର୍ଫ୍ୟୁ । ଆଜି କର୍ଫ୍ୟୁ ହଟିଥିବା ସୂଚନା ଦେଲେ ପୁଲିସ କମିସନର ଦେବଦତ୍ତ ସିଂ ।

ବ୍ରହ୍ମପୁରରେ ଗୁଳିମାଡ଼ । ଭାଜପା ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ । ଦୁଇ ଦୁର୍ବୃତ୍ତ ତାଙ୍କ ଘର ବାହାରେ ଗୁଳିମାଡ଼ କ...
06/10/2025

ବ୍ରହ୍ମପୁରରେ ଗୁଳିମାଡ଼ । ଭାଜପା ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ । ଦୁଇ ଦୁର୍ବୃତ୍ତ ତାଙ୍କ ଘର ବାହାରେ ଗୁଳିମାଡ଼ କରି ଫେରାର ।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Address


Telephone

+918908925762

Website

Alerts

Be the first to know and let us send you an email when Nazar Odisha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nazar Odisha News:

  • Want your business to be the top-listed Media Company?

Share