News World Odisha 24

  • Home
  • News World Odisha 24

News World Odisha 24 Web media and website
(3)

17/10/2025

#ଚାନ୍ଦବାଲି ମାଧପୁର କୁକୁଡ଼ା ଫାର୍ମ ମାଲିକ ଙ୍କ ହତ୍ୟା ଘଟଣା ରେ ଦୁଇ ଅଭିଯୁକ୍ତ କୋଟ ଚାଲାଣ ଏବଂ ଭଦ୍ରକ ଅତିରିକ୍ତ ଏସ୍ପି ଙ୍କ ସାମ୍ବାଦିକ ସମିଳନୀ

17/10/2025

#ରାସ୍ତା ନିର୍ମାଣ ପାଇଁ କଲେଜ ଛାତ୍ରଛାତ୍ରୀ ରାସ୍ତା ଅବରୋଧ

17/10/2025

#ରୋଜଗାର ବୟସ ରେ ଗୋଡ଼ ରେ ପଡିଛି ବେଢ଼ି, ପରିଣତ ବୟସ ରେ ବୃଦ୍ଧ ବାପା ମା ପୁଅ ର ଚିକିତ୍ସା ପାଇଁ ସାହାଯ୍ୟ ଅପେକ୍ଷା ରେ

16/10/2025

#ପଶ୍ଚିମ ବଙ୍ଗର ଦୁର୍ଗାପୁର ସ୍ଥିତ ଆଇକ୍ୟୁ ସିଟି ମେଡିକାଲ କଲେଜରେ ଅଧ୍ୟୟନ ରତ ଜଳେଶ୍ଵରର ଓଡ଼ିଆ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଘଟଣାରେ ଜାତୀୟ ମହିଳା କମିଶନ ପୀଡିତାଙ୍କର ଶିକ୍ଷାଗତ ରିଲିଫ୍ ଯୋଗାଇବା ସହ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି

ବାଲେଶ୍ଵର ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଦୁର୍ଘଟଣା ରେ ସବୁ ଜଳି ଛାରକାର ହୋଇଯିବା ପରେ ମଧ୍ୟ ଏକ ଅଲୋକିକ ଘଟଣା ଘଟିଛି, ମହାପ୍ରଭୁ ଶ୍ରୀଜଗନ୍ନା...
16/10/2025

ବାଲେଶ୍ଵର ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଦୁର୍ଘଟଣା ରେ ସବୁ ଜଳି ଛାରକାର ହୋଇଯିବା ପରେ ମଧ୍ୟ ଏକ ଅଲୋକିକ ଘଟଣା ଘଟିଛି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ମୃତି ନିଆଁ ରେ କିଛି ହୋଇ ନାହିଁ।। 🙏🙏🙏🙏 Jay Jagannath 🙏 Jay Jagannath 🙏🙏

16/10/2025

#କୁକୁଡ଼ା ଫାର୍ମ ମାଲିକ ଙ୍କ ମଡର ଘଟଣା ର ପର୍ଦାଫାଶ

 #ଅଫିସ୍‌_ଭିତରେ_ନିଶା:  #କିରାଣି_ସସ୍‌ପେଣ୍ଡ୍‌-ସୁବର୍ଣ୍ଣପୁର: ନିଶାସକ୍ତ କିରାଣିକୁ କାର୍ଯ୍ୟରୁ ନିଲମ୍ବନ କଲେ ଜିଲ୍ଲାପାଳ-ଜିଲ୍ଲା ଜଳଛାୟା ପ...
16/10/2025

#ଅଫିସ୍‌_ଭିତରେ_ନିଶା: #କିରାଣି_ସସ୍‌ପେଣ୍ଡ୍‌
-ସୁବର୍ଣ୍ଣପୁର: ନିଶାସକ୍ତ କିରାଣିକୁ କାର୍ଯ୍ୟରୁ ନିଲମ୍ବନ କଲେ ଜିଲ୍ଲାପାଳ
-ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ କିରାଣି କାଲୁ ମିର୍ଦ୍ଧା ସସ୍‌ପେଣ୍ଡ୍‌
-ଡ୍ୟୁଟି ଆସି ଟେବୁଲ ଉପରେ ଗୋଡ଼ରଖି ନିଶାଶକ୍ତ ଅବସ୍ଥାରେ ଶୋଇଥିଲେ
-ହଠାତ ଜିଲ୍ଲାପାଳ କାର୍ଯ୍ୟାଳୟକୁ ପଶି ଆସି ଦେଖିବାରୁ କାର୍ଯ୍ୟାନୁଷ୍ଠାନ

 #ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ନିମ୍ନଲିଖିତ ରାଜ୍ୟ ପଦାଧିକାରୀ ମାନଙ୍କ ନାମ ଘୋଷଣା କରାଯ...
16/10/2025

#ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ନିମ୍ନଲିଖିତ ରାଜ୍ୟ ପଦାଧିକାରୀ ମାନଙ୍କ ନାମ ଘୋଷଣା କରାଯାଇଛି।

 #ନବୀନଙ୍କୁ_ମୁଖ୍ୟମନ୍ତ୍ରୀଙ୍କ_ଜନ୍ମଦିନ_ଶୁଭେଛା-ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଶୁଭେଛା-ଫୋନ୍‌ରେ କଥା ହୋ...
16/10/2025

#ନବୀନଙ୍କୁ_ମୁଖ୍ୟମନ୍ତ୍ରୀଙ୍କ_ଜନ୍ମଦିନ_ଶୁଭେଛା
-ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଶୁଭେଛା
-ଫୋନ୍‌ରେ କଥା ହୋଇ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
-ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କଲେ ପ୍ରାର୍ଥନା

 #ପୁଲିସ୍_ବୃତ୍ତିଗତ_ମିଟ୍_ଆରମ୍ଭ-କଟକରେ ୭୦ ତମ ପୁଲିସ୍ ବୃତ୍ତିଗତ ପ୍ରତିଯୋଗିତା ଆରମ୍ଭ-ଶୁଭାରମ୍ଭ କଲେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନି...
16/10/2025

#ପୁଲିସ୍_ବୃତ୍ତିଗତ_ମିଟ୍_ଆରମ୍ଭ
-କଟକରେ ୭୦ ତମ ପୁଲିସ୍ ବୃତ୍ତିଗତ ପ୍ରତିଯୋଗିତା ଆରମ୍ଭ
-ଶୁଭାରମ୍ଭ କଲେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ
-୩୪ଟି ପୋଲିସ ଜିଲ୍ଲାରୁ ୨୭୬ କର୍ମଚାରୀ ସାମିଲ
-ବକ୍ସି ବଜାର ରିଜର୍ଭ ପୋଲିସ ପଡିଆଠାରେ ୩ ଦିନ ଚାଲିବ
-ପ୍ରତିଯୋଗିତାରେ ୪୩ କୁକୁର ଓ ୪୩ ହ୍ୟାଣ୍ଡଲର ମଧ୍ୟ ସାମିଲ
-ତଦନ୍ତ, ଫରେନସିକ୍, ସାଇବର କ୍ରାଇମ ଓ ଟେକ୍ନିକାଲ୍ ସର୍ଭେଲାନ୍ସ ପାଇଁ ପ୍ରତିଯୋଗିତା
-ଅପରାଧ ନିୟନ୍ତ୍ରଣ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ: ଡିଜିପି
-'ପୋଲିସର ଦକ୍ଷତା ବଢ଼ାଇବା ପାଇଁ ବୃତ୍ତିଗତ ମିଟ୍ ଗୁରୁତ୍ୱପୂର୍ଣ୍ଣ'

୧୦୭_ବସ୍ତା_ବିସ୍ଫୋରକ_ଜବତ-ବାରିପଦା: ବନ୍ଦ କୋଠରୀରୁ ୧୦୭ ବସ୍ତା ବିସ୍ଫୋରକ ଜବତ-ବୈଶିଙ୍ଗା ଥାନା ୧୮ନଂ ଏନ୍‌ଏଚ୍‌ ପଦ୍ମନାଭପୁର ଗାଁରୁ ଜବତ-୩ ଡ...
16/10/2025

୧୦୭_ବସ୍ତା_ବିସ୍ଫୋରକ_ଜବତ
-ବାରିପଦା: ବନ୍ଦ କୋଠରୀରୁ ୧୦୭ ବସ୍ତା ବିସ୍ଫୋରକ ଜବତ
-ବୈଶିଙ୍ଗା ଥାନା ୧୮ନଂ ଏନ୍‌ଏଚ୍‌ ପଦ୍ମନାଭପୁର ଗାଁରୁ ଜବତ
-୩ ଡ୍ରମ୍‌ ମେଟାଲ୍‌ ପାଉଡର ସହ ବାରୁଦ ଜବତ କରିଛି ପୋଲିସ
-ଘର ମାଲିକକୁ ଅଟକ ରଖି ପୋଲିସର ପଚାରାଉଚରା

16/10/2025

#ଚଡ଼ଦିଆ ଲୁଣା ବନ୍ଧ ରାସ୍ତା ପାଲଟିଛି ମରଣ ଯନ୍ତା କୋମା ରେ ଗ୍ରାମ୍ୟ ଉନ୍ନୟନ ବିଭାଗ

Address


Alerts

Be the first to know and let us send you an email when News World Odisha 24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News World Odisha 24:

  • Want your business to be the top-listed Media Company?

Share