Jyoti Prabha News

  • Home
  • Jyoti Prabha News

Jyoti Prabha News 24/7 News
(1)

05/11/2025

ଆସନ୍ତା କାଲି ମା ଜଗଦ୍ଧାତ୍ରୀ ମହା ଯାତ୍ରାସଂଘ ଦାଶରଥି ପୁର, ବାଣପୁର ଆପଣ ମାନଙ୍କୁ ଭେଟି ଦେବ ସାମାଜିକ ନାଟକ କାନ୍ଦେନା ଲୁହ ସରିଯିବ।।

03/11/2025

ବାଣପୁର ଦାଶରଥିପୁର ଗ୍ରାମରେ ଚାଲିଛି ମା ଜଗଦ୍ଧାତ୍ରୀ ଙ୍କ ପୂଜା ।।

02/11/2025

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା ଶୁଳିଆ ଦେବୀ ନାଟ୍ୟ ସଂସଦ, ପ୍ରତାପ , ବାଣପୁର ଭେଟି ଦେବାକୁ ଯାଉଛି ସାମାଜିକ ନାଟକ କିଏ କାନ୍ଦିନାହଁ ହାତ ଟେକ ।।

ବିଷାକ୍ତ ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର
27/10/2025

ବିଷାକ୍ତ ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମ୍ଭାବ୍ୟ ବାତ୍ୟା ମୋନ୍ଥା  ଓ  ପ୍ରବଳ ବର୍ଷା ହେବା  ଆକଳନକୁ ଆଖି ଆଗରେ ରଖି ଜିଲ୍ଲା ପ୍ର...
27/10/2025

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମ୍ଭାବ୍ୟ ବାତ୍ୟା ମୋନ୍ଥା ଓ ପ୍ରବଳ ବର୍ଷା ହେବା ଆକଳନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅକ୍ଟୋବର ୨୮ ଓ ୨୯ ତାରିଖ (ଦୁଇଦିନ) ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଅଛି l CMO Odisha Information & Public Relations Department, Government of Odisha Women & Child Development, Government of Odisha Special Relief Commissioner, Odisha Odisha State Disaster Management Authority

25/10/2025

ନୂଆଗଡ଼ ପଞ୍ଚାୟତ ସମିତି ଏକାଦଶ ସାଧାରଣ ବୈଠକ ଅନୁଷ୍ଠିତ

25/10/2025

ବିଂଝାରପୁର,ଜରି ଗ୍ରାମ ପଞ୍ଚଯାତରେ ଶହେରୁ ଉର୍ଦ୍ଧ ବିଧବା, ଭିନ୍ନକ୍ଷମ, ନିଃସହାୟ,ଙ୍କର ଭତ୍ତା କାଟିଥିବା ଅଭିଯୋଗ

ଗଜଲକ୍ଷ୍ମୀ ପୂଜା ଅବସରରେ ଏ ବର୍ଷର ସୁପରହିଟ ସାମାଜିକ ନାଟକ ବଦନାମ ଗଳିର ବାଦସାହା ଗୋପିନାଥପୁର ଛକ ବାଲୁଗାଁ
04/10/2025

ଗଜଲକ୍ଷ୍ମୀ ପୂଜା ଅବସରରେ ଏ ବର୍ଷର ସୁପରହିଟ ସାମାଜିକ ନାଟକ ବଦନାମ ଗଳିର ବାଦସାହା ଗୋପିନାଥପୁର ଛକ ବାଲୁଗାଁ

ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ବାଣପୁର ଚମ୍ପାଦେଇ ପୁର ଗ୍ରାମବାସୀ ଙ୍କ ତରଫରୁ ଭେଟି ଦେବାକୁ ଯାଉଛି ଏ ବର୍ଷର ଅନୁସନ୍ଧାନ ମୂଳକ ନାଟକ କାନ...
04/10/2025

ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ବାଣପୁର ଚମ୍ପାଦେଇ ପୁର ଗ୍ରାମବାସୀ ଙ୍କ ତରଫରୁ ଭେଟି ଦେବାକୁ ଯାଉଛି ଏ ବର୍ଷର ଅନୁସନ୍ଧାନ ମୂଳକ ନାଟକ କାନ୍ଦେନା ଲୁହ ସରିଯିବ

29/09/2025
28/09/2025

Address


Opening Hours

Monday 10:00 - 17:00
Tuesday 10:00 - 17:00
Wednesday 10:00 - 17:00
Thursday 10:00 - 17:00
Friday 10:00 - 17:00
Saturday 10:00 - 17:00

Telephone

+919437730612

Alerts

Be the first to know and let us send you an email when Jyoti Prabha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jyoti Prabha News:

  • Want your business to be the top-listed Media Company?

Share