Lekha O Lekhani ଲେଖା ଓ ଲେଖନୀ

  • Home
  • Lekha O Lekhani ଲେଖା ଓ ଲେଖନୀ

Lekha O Lekhani ଲେଖା ଓ ଲେଖନୀ ଲେଖା ଓ ଲେଖନୀ: ଲେଖା ପ୍ରକାଶନ, ପାଠକୀୟ ସମୀକ୍ଷା ଓ ସାହିତ୍ୟ ସଂସ୍କୃତିଭିତ୍ତିକ ଖବର ପରିବେଷଣ

ଶୀତଳ ଷଷ୍ଠୀ ଯାତ୍ରା :ବରପାଲି
05/05/2023

ଶୀତଳ ଷଷ୍ଠୀ ଯାତ୍ରା :ବରପାଲି

ଲଗାତାର ତେଇଶି ବର୍ଷ ଧରି ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରି ଆସୁଥିବା ସାହିତ୍ୟ ପତ୍ରିକା 'ନୂଆ ଝରନ' ର ଉନ୍ମୋଚନ କାଇଁଶିର ଗ୍ରା...
03/05/2023

ଲଗାତାର ତେଇଶି ବର୍ଷ ଧରି ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରି ଆସୁଥିବା ସାହିତ୍ୟ ପତ୍ରିକା 'ନୂଆ ଝରନ' ର ଉନ୍ମୋଚନ କାଇଁଶିର ଗ୍ରାମରେ l

ବହି ପଢ଼ିବାର ଅଭ୍ୟାସ କରନ୍ତୁ
03/05/2023

ବହି ପଢ଼ିବାର ଅଭ୍ୟାସ କରନ୍ତୁ

ଦୀର୍ଘ 23 ବର୍ଷଧରି ନିରବଛିନ୍ନ ଭାବରେ ଆୟୋଜିତ ହୋଇ ଆସୁଥିବା ଝରନ ମହୋତ୍ସବ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମରେ ଉଦଯାପି...
03/05/2023

ଦୀର୍ଘ 23 ବର୍ଷଧରି ନିରବଛିନ୍ନ ଭାବରେ ଆୟୋଜିତ ହୋଇ ଆସୁଥିବା ଝରନ ମହୋତ୍ସବ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମରେ ଉଦଯାପିତ ହୋଇଯାଇଛି l

ବଛର୍କିଆ ଉଛବ #ଝାଏଁରେ_ବନ୍ଧପାଲି
03/05/2023

ବଛର୍କିଆ ଉଛବ
#ଝାଏଁରେ_ବନ୍ଧପାଲି

ଶୀତଳ ଷଷ୍ଠୀ ଯାତ୍ରା ପାର୍ବତୀ ବିବାହ ମହୋତ୍ସବ ବରପାଲି  #ହିମାଦ୍ରୀ_ନଗର_କାର୍ଯ୍ୟସୂଚୀ #ଶୀତଳଷଷ୍ଠୀଯାତ୍ରାବରପାଲି   ଶୀତଳ ଷଷ୍ଠୀ ଯାତ୍ରା: ବର...
03/05/2023

ଶୀତଳ ଷଷ୍ଠୀ ଯାତ୍ରା ପାର୍ବତୀ ବିବାହ ମହୋତ୍ସବ ବରପାଲି
#ହିମାଦ୍ରୀ_ନଗର_କାର୍ଯ୍ୟସୂଚୀ
#ଶୀତଳଷଷ୍ଠୀଯାତ୍ରାବରପାଲି

ଶୀତଳ ଷଷ୍ଠୀ ଯାତ୍ରା: ବରପାଲି
Lekha O Lekhani ଲେଖା ଓ ଲେଖନୀ

ତାତ ଜନନୀ ଉପକାର !ସୁଝି ପାରଇ କେ କୁମର ?ଗର୍ଭେ ବହନ୍ତି ଦୁଃଖ ସହିପୁଣି ପାଳନ୍ତି କ୍ଷୀର ଦେଇ lସର୍ବ ସମ୍ପଦ ପୁଣ ଦେଇତାହାର ପୋଷଣେ ବଞ୍ଚଇ lତାହ...
02/05/2023

ତାତ ଜନନୀ ଉପକାର !
ସୁଝି ପାରଇ କେ କୁମର ?
ଗର୍ଭେ ବହନ୍ତି ଦୁଃଖ ସହି
ପୁଣି ପାଳନ୍ତି କ୍ଷୀର ଦେଇ l
ସର୍ବ ସମ୍ପଦ ପୁଣ ଦେଇ
ତାହାର ପୋଷଣେ ବଞ୍ଚଇ l
ତାହାର ପ୍ରତି ଉପକାରେ,
ଶତବରଷ କେହୁପାରେ l
••• ଭାଗବତ •••

କଥାଟି ଅତ୍ୟନ୍ତ ଆବଶ୍ୟକୀୟ ମନେ ହେଲା ବୋଲି ସେୟାର କଲି...ନିଜ ଘରେ ଏକ ପ୍ଲାଷ୍ଟିକ ବୋତଲ ରଖନ୍ତୁ | ଏବଂ ଘରୁ ବାହାରୁଥିବା ପ୍ରତ୍ୟେକ ପଲିଥିନକୁ...
28/04/2023

କଥାଟି ଅତ୍ୟନ୍ତ ଆବଶ୍ୟକୀୟ ମନେ ହେଲା ବୋଲି ସେୟାର କଲି...

ନିଜ ଘରେ ଏକ ପ୍ଲାଷ୍ଟିକ ବୋତଲ ରଖନ୍ତୁ | ଏବଂ ଘରୁ ବାହାରୁଥିବା ପ୍ରତ୍ୟେକ ପଲିଥିନକୁ ସିଧା ସଳଖ ଡଷ୍ଟବିନରେ ନ ପକେଇ, ଏହି ବୋତଲଟିରେ ଭର୍ତି କରି, ତାପରେ ହିଁ ଡଷ୍ଟବିନରେ ଏହି ବୋତଲଟି ପକାନ୍ତୁ | ହୁଏତ ଆପଣଙ୍କର ଏକ କିମ୍ବା ଦୁଇ ସପ୍ତାହ କିମ୍ବା ଅଧିକ ଦିନର ପଲିଥିନ ଭର୍ତ୍ତି କରିବା ପାଇଁ ଗୋଟେ ହିଁ ବୋତଲ ଯଥେଷ୍ଟ ହେବ | ଏହା ଦ୍ୱାରା କଣ ଲାଭ ହେବ... 👇
1. ଆବର୍ଜନା recycle କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅନ୍ୟାନ୍ୟ ଆବର୍ଜନା ମଧ୍ୟରୁ ପଲିଥିନ ଖୋଜି ବାହାର କରିବା ସହଜ ହେବ |
2. ପଲିଥିନ ଖୋଲାରେ ପଵନରେ ଉଡି ଚାରିଆଡେ ପଡିବ ନାହିଁ |
3. ପଲିଥିନ ଗୁଡ଼ିକ ଜଳ ସ୍ରୋତଗୁଡ଼ିକରେ ପଡି ଏହାକୁ ପ୍ରଦୂଷିତ କରିବ ନାହିଁ |
4. ପଲିଥିନଗୁଡ଼ିକ ମାଟିରେ ପଡି ପଡି ଆସ୍ତରଣ ସୃଷ୍ଟି କରିବ ନାହିଁ |
5. ଗାଇ-ଗୋରୁ, କୁକୁର ଆଦି ଜୀବ ଖାଦ୍ୟ ସହ ପଲିଥିନ ଖାଇ ମରିବେ ନାହିଁ |
6. ଜଳଚର ଓ ଆକାଶଚର ଜୀବମାନେ ପଲିଥିନ ଯୋଗୁଁ ଅସୁବିଧାରେ ପଡିବେ ନାହିଁ |

ଏପରି ଅନେକ....
ଆପଣଙ୍କ ଏହି ଛୋଟ କାମ ଦ୍ୱାରା ପରିବେଶ ଓ ଜୀବ ଜନ୍ତୁମାନଙ୍କର ଅନେକ ଉପକାର ହେବ | 🙏🏽

•ସୋସିଆଲ ମିଡ଼ିଆରୁ ସଂଗୃହୀତ

26/04/2023

ଲେଖା ଓ ଲେଖନୀ ପୃଷ୍ଠାକୁ ଆପଣମାନଙ୍କୁ ଆନ୍ତରିକ ସ୍ୱାଗତ ଜଣାଉଛୁ l ଏହି ପୃଷ୍ଠାଟି ଅପଣଂକର ବିଭିନ୍ନ ଲେଖାକୁ ସ୍ଥାନ ଦେଇ ଲେଖା ଲେଖକ ଓ ପାଠକଙ୍କ ସମ୍ପର୍କରେ ଆଲୋଚନା, ସମୀକ୍ଷା ଏବଂ ଗଠନମୂଳକ ସମାଲୋଚନା ନିମନ୍ତେ କରାଯାଇଛି l ଆପଣମାନେ ଏହାର ଉପଯୁକ୍ତ ଯତ୍ନ ନେବେ ବୋଲି ଆଶା ଓ ବିଶ୍ୱାସ l 🙏🙏🙏
Lekha O Lekhani ଲେଖା ଓ ଲେଖନୀ

Address


Telephone

+919999999999

Website

Alerts

Be the first to know and let us send you an email when Lekha O Lekhani ଲେଖା ଓ ଲେଖନୀ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Lekha O Lekhani ଲେଖା ଓ ଲେଖନୀ:

  • Want your business to be the top-listed Media Company?

Share