Satyamev Jayate Odia

  • Home
  • Satyamev Jayate Odia

Satyamev Jayate Odia Odisha's Latest Big Platform Digital Web News Channel.

30/12/2025

କଙ୍କଡ଼ାହାଡ଼ ଆକାଂକ୍ଷୀ ବ୍ଲକର ଆକାଂକ୍ଷା ପୂରଣ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସହ ସମୀକ୍ଷା କଲେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।

30/12/2025

#ମୋ_ଭାତ_ହାଣ୍ତି_ବନ୍ଦ_କରନି
ବର୍ଷାଙ୍କୁ ଗୁଲୁଆଙ୍କ ଅନୁରୋଧ, କହିଲେ ଅତ୍ୟାଚାର କରିଛି ଯଦି ସୋସିଆଲ୍ ମିଡ଼ିଆରେ ବ୍ଲେମ୍ ନକରି କୋର୍ଟ୍‌କୁ ଆସ।

29/12/2025

ନିଶା କବଳରେ ଆଜିର ଶିଶୁ, କାଲିର ଭବିଷ୍ୟତ !!
゚viralvideo

ପଲ୍ୟୁସନ୍ ସାର୍ଟିଫିକେଟ ଦେଉଥିବା ଗାଡ଼ିର ନାହିଁ ପଲ୍ୟୁସନର ବୈଧତା।
29/12/2025

ପଲ୍ୟୁସନ୍ ସାର୍ଟିଫିକେଟ ଦେଉଥିବା ଗାଡ଼ିର ନାହିଁ ପଲ୍ୟୁସନର ବୈଧତା।

29/12/2025

#ପାର୍ବତୀ_ଗିରିଙ୍କୁ_ମନେ_ପକାଇଲେ_ମୋଦି
ପ୍ରଧାନମନ୍ତ୍ରୀଙ୍କ 'ମନ୍‍ କି ବାତ୍‍'ରେ ପାର୍ବତୀ ଗିରିଙ୍କ କଥା। ପାର୍ବତୀ ଗିରିଙ୍କୁ କାର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

Courtesy -: Mohan Charan Majhi ( CM Odisha )

29/12/2025

ଜନ୍ମଦିନରେ ସାଇକଲେ ଚଳାଇଲେ ଅଭିନେତା ସଲମାନ ଖାନ

29/12/2025

#ଶ୍ବଶୁର_ବୋହୂ_ଫୋନ୍_ଭାଇରାଲ୍
ଶ୍ବଶୁରଙ୍କୁ କାନ୍ଦି କାନ୍ଦି ଫୋନ୍ କରିଥିଲେ ବର୍ଷା। ସମସ୍ୟା ସମାଧାନ କରିବାକୁ ନେହୁରା ହୋଇଥିଲେ। ଗୁଲୁଆଙ୍କ ପରକୀୟା ବାହାରକୁ ନଆସୁ ଚାହୁଁଥିଲେ ।

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
24/12/2025

ଓଡ଼ିଶାବାସୀଙ୍କୁ ମିଳିଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ

24/12/2025

ଟାଟା ପାୱାର ବିରୋଧରେ ପରଜଙ୍ଗ ଓକିଲ ସଂଘ ଓ ବିଦ୍ୟୁତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୮ ଘଣ୍ଟିଆ ପରଜଙ୍ଗ ବନ୍ଦ।

୨୪ ନୂଆ NAC ପାଇଁ ବିଜ୍ଞପ୍ତି ଜାରିକଲେ ମୋହନ ସରକାର
23/12/2025

୨୪ ନୂଆ NAC ପାଇଁ ବିଜ୍ଞପ୍ତି ଜାରିକଲେ ମୋହନ ସରକାର

20/12/2025

କାମାକ୍ଷାନଗରରେ କେନ୍ଦୁପତ୍ର ଲାଭଭୋଗୀଙ୍କ ସାମାଜିକ ସୁରକ୍ଷା ସହାୟତା ରାଶି ବଣ୍ଟନ।

Address


759018

Alerts

Be the first to know and let us send you an email when Satyamev Jayate Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Satyamev Jayate Odia:

  • Want your business to be the top-listed Media Company?

Share