Nirapakhya khabar.in

  • Home
  • Nirapakhya khabar.in

Nirapakhya khabar.in Contact information, map and directions, contact form, opening hours, services, ratings, photos, videos and announcements from Nirapakhya khabar.in, Media/News Company, .

05/12/2024
16/08/2024

ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀ ୱାୟୀ. ବି. ଖୁରାନିଆ

12/06/2024
23/03/2023

ଓଡ଼ିଶା ବିଜେପି ରଥରେ ଏବେ ବିରାଜମାନ ହେଲେ ପ୍ରକୃତ ସାରଥି:ଅଖିଳ ପଟନାୟକ

23/02/2023

ଆସନ୍ତା ୨୮ ବିଧାନସଭା ଘେରାଉ...

ରାଜ୍ୟବାସୀଙ୍କୁ ଆଉ କେତେଦିନ ଠକିବେ ମୁଖ୍ୟମନ୍ତ୍ରୀ-ସୁରଜ
03/02/2023

ରାଜ୍ୟବାସୀଙ୍କୁ ଆଉ କେତେଦିନ ଠକିବେ ମୁଖ୍ୟମନ୍ତ୍ରୀ-ସୁରଜ

ଭୁବନେଶ୍ୱର,(ନିରପେକ୍ଷ ଖବର)୦୨/୦୨: ରାଜ୍ୟବାସୀଙ୍କୁ ଆଉ କେତେଦିନ ଠକିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ 23ବର୍ଷ ଧରି ସେ ନିର...

ଆଜି ମଧ୍ୟାହ୍ନରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରାଯାଇଥିଲା । ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ତାଙ୍କୁ ସାମ୍ନାରୁ...
29/01/2023

ଆଜି ମଧ୍ୟାହ୍ନରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରାଯାଇଥିଲା । ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ତାଙ୍କୁ ସାମ୍ନାରୁ ଗୁଳିମାଡ କରିଥିଲେ । ଗୋପାଳ ଦାସଙ୍କୁ କାବୁ କରି ପୋଲିସ ପଚାରଉଚୁରା କରୁଛି । ତେବେ ସବୁଠାରୁ ବଡ କଥା ହେଲା ଘଟଣାସ୍ଥଳରେ ୪ରୁ ୫ ରାଉଣ୍ଡ ଗୁଳି ଫୁଟିଥିବାବେଳେ, ମନ୍ତ୍ରୀଙ୍କ ଛାତିର ବାମ ପାର୍ଶ୍ଵରେ ଗୁଳି ବାଜିଥିଲା । ଗୁଳିମାଡ ପରେ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଗୁଳିମାଡ ପରେ ନବ ଦାସଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା । ପାଖାପାଖି ୩ଟା ୫ ସମୟରେ ଆମ୍ବୁଲାନ୍ସ ବିମାନବନ୍ଦରରୁ ବାହାରିଥିଲା । ଏବଂ ୩ଟା ୧୨ ବେଳକୁ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲା । ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ତାଙ୍କୁ ହସ୍ପିଟାଲ ପହଞ୍ଚାଯାଇଥିଲା । ମନ୍ତ୍ରୀ ନବ ଦାସ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡିର ଅନେକ ନେତା ହସ୍ପିଟାଲରେ ପହଞ୍ଚିଥିଲେ ।

ତୁ ମୋର କାଟିଲୁ, ମୁଁ ତୋର କାଟିବି...{ସୁତନ୍ତ୍ର ଉପସ୍ଥାପନା: ଆବାସ କଳି}
26/01/2023

ତୁ ମୋର କାଟିଲୁ, ମୁଁ ତୋର କାଟିବି...
{ସୁତନ୍ତ୍ର ଉପସ୍ଥାପନା: ଆବାସ କଳି}

ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୦୧, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟାକୁ ନେଇ ଏବେ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି. .....

Address


Alerts

Be the first to know and let us send you an email when Nirapakhya khabar.in posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nirapakhya khabar.in:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share