Odia Bhaskar live

Odia Bhaskar live ଓଡିଶା ର ଲୋକାଲ ମୁଖ୍ୟ ଖବର ନ୍ୟୁଜ ଚେନାଲ

23/01/2025

କିନିକିବନ୍ଧ ଗ୍ରାମରେ ନାମ ସଙ୍କୀର୍ତ୍ତନ ଅଷ୍ଟପହରି ନାମଯଜ୍ଞ ଅନୁଷ୍ଠିତ

23/12/2024

ଏମିତି କିଛି ପାଇଁ ହୋଇଛି ରାଉରକେଲା ସେକ୍ଟରରେ ଗୁଳି କାଣ୍ଡ

13/12/2024

ଡକାୟତି ଉଦ୍ୟମରେ ଜଣେ ସାତ ମାସର ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା, ସୁନା ଗହଣା ଲୁଟ

13/12/2024

ରାଉରକେଲା ସହର ସ୍ଥିତ ବିଭିନ୍ନ ଅଞ୍ଚଳରୁ ନାବାଳିକା ପ୍ରେମିକାର ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର*
ପୁରୁଣା ରାଗ ନେଲା ଜଘନ୍ୟ ହତ୍ୟାର ରୂପ*
ଅଭିଯୁକ୍ତ ପ୍ରେମିକ ଗିରଫ*

25/11/2024

ଉତ୍ତର ଓଡ଼ିଶା ବିକାଶ ପରିଷଦ ରେ ସୁନ୍ଦରଗଡ ।







25/11/2024

ନତଡା ପଞ୍ଚାୟତର ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦ୍ବାରା ନିରଶ୍ରୟଙ୍କୁ କମଳ ସହ ଶୁଖିଲା ଖାଦ୍ୟ ବଣ୍ଟନ

25/11/2024

| ସୁନ୍ଦରଗଡ଼ରୁ ସୁଭଦ୍ରା ତୃତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ |

ସୁନ୍ଦରଗଡ ଠାରେ 'ସୁଭଦ୍ରା' ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଓ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଓ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ତନ୍ତି ସହିତ ଯୋଗଦେଲି। ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା 'ସୁଭଦ୍ରା' ଦ୍ଵାରା ୨୦ ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ୧୦୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।
ଏଥିସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ସୁନ୍ଦରଗଡ଼ର ବିକାଶ ପାଇଁ ୩୧୨ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ୨୮୮ ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ସହ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର ବ୍ୟୟ ଅଟକଳରେ ୬୯୨ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଛି। ଯାହାକି ସୁନ୍ଦରଗଡ ଜିଲ୍ଲାର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ସହିତ 'ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା' ଗଠନ କରିବାରେ ମୁଖ୍ୟ ଭୂମିକା ନେବ।





14/11/2024

ସୁନ୍ଦରଗଡ ଜିଲ୍ଲାରେ ଡିସେମ୍ବର କୁଡ଼ିଏ ରୁ ଚାଲୁ ହେବ ଧାନ ମଣ୍ଡି, ସୀମାନ୍ତ ଅଞ୍ଚଳ ରେ ଲାଗିବ ସିସି କ୍ୟମେରା #ସୁନ୍ଦରଗଡ଼

30/09/2024

ଧସିଲା ଘର ଅଳ୍ପେକେ ବର୍ତ୍ତି ଗଲେ ଯୁବକ

29/09/2024

ବେହେରାଡିହି ବ୍ରହ୍ମଣମରା ସ୍କୁଲ ରାସ୍ତା ଅତି ଶୋଚନୀୟ, ଭିଡ଼ିଓ ହେଉଛି ଭାଇରଲ

29/09/2024

ଦୁଧ ଖଡ଼ିଆ ସମାଜ ଜିଲ୍ଲା ବୋର୍ଡ କମିଟି ସୁନ୍ଦରଗଡ଼ ର ବୈଠକ ଅନୁଷ୍ଠିତ

29/09/2024

ତିଲଡେଗା ଅଞ୍ଚଳରେ ଜଙ୍ଗଲି ହାତୀ ଆତଙ୍କ

Address

Bhubaneswar

Alerts

Be the first to know and let us send you an email when Odia Bhaskar live posts news and promotions. Your email address will not be used for any other purpose, and you can unsubscribe at any time.

Share