Odia Scraps

Odia Scraps Welcome To ODIA SCRAPS
It's a leading 24x7 web news/media portal of Odisha, India Odia Scraps is a leading 24x7 web media portal of Odisha, India
(271)

ଏହି କାରଣ ପାଇଁ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କଣ ହୋଇଛି
17/08/2025

ଏହି କାରଣ ପାଇଁ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କଣ ହୋଇଛି

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନା...

ସାବଧାନ! ପୁଣି ଆସୁଛି ଲଘୁଚାପ ସହ ବନ୍ୟା ଏହି ସବୁ ଜିଲ୍ଲାକୁ ବଡ଼ ବିପଦ, ପ୍ରବଳ ବର୍ଷା ସମ୍ଭାବନା
17/08/2025

ସାବଧାନ! ପୁଣି ଆସୁଛି ଲଘୁଚାପ ସହ ବନ୍ୟା ଏହି ସବୁ ଜିଲ୍ଲାକୁ ବଡ଼ ବିପଦ, ପ୍ରବଳ ବର୍ଷା ସମ୍ଭାବନା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଆଗାମୀ ୨୪ ଘଣ୍ଟାରେ ଏହା ଅବପାତର...

ଭାରତକୁ ଚାରିପଟୁ ଘେରିବାକୁ ପ୍ଲାନ କରିଥିଲେ ଟ୍ରମ୍ପ! ସବୁ ଖେଳ ବିଗାଡି ଦେଲେ ମୋଦିଙ୍କ ବନ୍ଧୁ, ଜାଣନ୍ତୁ ପୁରା‌ ଖବର
17/08/2025

ଭାରତକୁ ଚାରିପଟୁ ଘେରିବାକୁ ପ୍ଲାନ କରିଥିଲେ ଟ୍ରମ୍ପ! ସବୁ ଖେଳ ବିଗାଡି ଦେଲେ ମୋଦିଙ୍କ ବନ୍ଧୁ, ଜାଣନ୍ତୁ ପୁରା‌ ଖବର

ଡୋନାଲ୍ଡ ଟ୍ରମ୍ପ ସବୁବେଳେ ଆମେରିକୀୟ ରାଜନୀତିରେ ତାଙ୍କର ଆକ୍ରମଣାତ୍ମକ ରଣନୀତି ପାଇଁ ଜଣାଶୁଣା। ଏଥର ସେ ରୁଷିଆ ରାଷ୍ଟ୍ରପତି ଭ୍ଲ....

୩୦୦ ଟଙ୍କା ନିବେଶରେ ମିଳିବ ୧୭ ଲକ୍ଷ ଟଙ୍କା! ପୋଷ୍ଟ ଅଫିସର ରିଟର୍ଣ୍ଣ ଗ୍ୟାରେଣ୍ଟି ସ୍କିମ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
17/08/2025

୩୦୦ ଟଙ୍କା ନିବେଶରେ ମିଳିବ ୧୭ ଲକ୍ଷ ଟଙ୍କା! ପୋଷ୍ଟ ଅଫିସର ରିଟର୍ଣ୍ଣ ଗ୍ୟାରେଣ୍ଟି ସ୍କିମ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଏବେ ସରକାରଙ୍କ ଦ୍ଵାରା ଅନେକ ଯୋଜନା କରାଯାଉଛି । ଏବେ ଆସିଥିବା ଖବର ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ୩୦୦ ଟଙ୍କା ନିବେଶ କରି...

‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’, କେଉଁମାନେ ପାଇବେ ୧୫ ହଜାର ଓ କେମିତି କରିବେ ଆବେଦନ ଜାଣନ୍ତୁ
16/08/2025

‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’, କେଉଁମାନେ ପାଇବେ ୧୫ ହଜାର ଓ କେମିତି କରିବେ ଆବେଦନ ଜାଣନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଗ....

ଆଉ ସମ୍ଭାଳି ପାରିଲେ ନାହିଁ ବ୍ରହ୍ମଚର୍ଯ୍ୟ! ଇସ୍କନ ମଠରେ ମହିଳାଙ୍କୁ ମାଡ଼ିବସି ଦୁ-ଷ୍କର୍ମ କଲେ! ଜାଣନ୍ତୁ ପୁରା ଘଟଣା
16/08/2025

ଆଉ ସମ୍ଭାଳି ପାରିଲେ ନାହିଁ ବ୍ରହ୍ମଚର୍ଯ୍ୟ! ଇସ୍କନ ମଠରେ ମହିଳାଙ୍କୁ ମାଡ଼ିବସି ଦୁ-ଷ୍କର୍ମ କଲେ! ଜାଣନ୍ତୁ ପୁରା ଘଟଣା

ଧରାପଡ଼ିଲେ ଯୌନ କେଳେଙ୍କାରୀ ବାବା। ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ। ଜଣେ ମହିଳାଙ୍କୁ ଯୌନ .....

ନିଜେ ନିଜର କ୍ରେଡିଟ୍ ନେଉଥିଲେ ହେଲେ ଫାଙ୍କିଦେଲା ଭାରତ, ଜଣାପଡିଲା ଟାରିଫ୍ ବଢାଇବାର କାରଣ, ଜାଣନ୍ତୁ ପୁରା‌ ଖବର
15/08/2025

ନିଜେ ନିଜର କ୍ରେଡିଟ୍ ନେଉଥିଲେ ହେଲେ ଫାଙ୍କିଦେଲା ଭାରତ, ଜଣାପଡିଲା ଟାରିଫ୍ ବଢାଇବାର କାରଣ, ଜାଣନ୍ତୁ ପୁରା‌ ଖବର

ୟୁକ୍ରେନ୍ରେ ରୁଷର ଯୁଦ୍ଧର ସମାପ୍ତି ଲକ୍ଷ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦି.....

ଇଏ ସେହି କୋଟିପତି ପରିବାରର ଝିଅ, ଯାହାଙ୍କୁ ଅର୍ଜୁନ ତେନ୍ଦୁଲକର ବିବାହ କରିବାକୁ ଯାଉଛନ୍ତି, ଜାଣନ୍ତୁ
15/08/2025

ଇଏ ସେହି କୋଟିପତି ପରିବାରର ଝିଅ, ଯାହାଙ୍କୁ ଅର୍ଜୁନ ତେନ୍ଦୁଲକର ବିବାହ କରିବାକୁ ଯାଉଛନ୍ତି, ଜାଣନ୍ତୁ

କ୍ରିକେଟର ଅର୍ଜୁନ ତେନ୍ଦୁଲକର ଆଜିକାଲି ଖବରର ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ସଚିନ ତେନ୍ଦୁଲକରଙ୍କ ପୁଅ କ୍ରିକେଟ ପାଇଁ ନୁହେଁ...

ଜନ୍ମାଷ୍ଟମୀରେ ଗ୍ରହଙ୍କ ଦୁର୍ଲଭ ଯୋଗ, ସଫଳତାର ଶିଖର ଛୁଇଁବେ ଏହି ୩ଟି ରାଶିର ଲୋକମାନେ
15/08/2025

ଜନ୍ମାଷ୍ଟମୀରେ ଗ୍ରହଙ୍କ ଦୁର୍ଲଭ ଯୋଗ, ସଫଳତାର ଶିଖର ଛୁଇଁବେ ଏହି ୩ଟି ରାଶିର ଲୋକମାନେ

ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ସାରା ବିଶ୍ବରେ ଆନନ୍ଦ ଉଲ୍ଲାସରେ ପାଳନ‌କରାଯାଉଛି। ଏଥର ଅଗଷ୍ଟ ୧୫ରେ ପଡିଛି ଜନ୍ମାଷ୍ଟମୀ। ଏହ.....

ବ୍ରିଟିଶମାନେ ଭାରତକୁ କାହିଁକି ଅଗଷ୍ଟ ୧୪ ମଧ୍ୟରାତ୍ରିରେ ହିଁ କ୍ଷମତା ହସ୍ତାନ୍ତର କରିଥିଲେ, ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଜାଣିବା ଉଚିତ୍
14/08/2025

ବ୍ରିଟିଶମାନେ ଭାରତକୁ କାହିଁକି ଅଗଷ୍ଟ ୧୪ ମଧ୍ୟରାତ୍ରିରେ ହିଁ କ୍ଷମତା ହସ୍ତାନ୍ତର କରିଥିଲେ, ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଜାଣିବା ଉଚିତ୍

ଆମେ ଜାଣିଛୁ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଠିକ୍ ମଧ୍ୟରାତ୍ରିରେ ଭାରତ ସ୍ୱାଧୀନତା ପାଇଥିଲା। ଘଡ଼ିରେ ରାତି ୧୨ଟା ବାଜିବାମାତ୍ର.....

ହୃଦଘାତ ଆରମ୍ଭ ହେବାର ଏକ ୧୨ ପୂର୍ବରୁ ଶରୀର ଅନେକ ସଙ୍କେତ ଦେଇଥାଏ, ଆପଣ ଠାରେ ନାହିଁ ତ ଏହିସବୁ ସଙ୍କେତ
14/08/2025

ହୃଦଘାତ ଆରମ୍ଭ ହେବାର ଏକ ୧୨ ପୂର୍ବରୁ ଶରୀର ଅନେକ ସଙ୍କେତ ଦେଇଥାଏ, ଆପଣ ଠାରେ ନାହିଁ ତ ଏହିସବୁ ସଙ୍କେତ

ହୃଦଘାତ ଆରମ୍ଭ ହେବାର ଏକ ୧୨ ପୂର୍ବରୁ ଶରୀର ଅନେକ ସଙ୍କେତ ଦେଇଥାଏ। ସେଗୁଡ଼ିକୁ ବୁଝିବା ଦ୍ୱାରା ଆପଣ ଏହାର ଗମ୍ଭୀରତାକୁ ଏଡ଼ାଇ ପାର....

‘ଫୋନ କର, ନହେଲେ ହେବ ମହାତାଣ୍ଡବ’ ଶ୍ରୀମନ୍ଦିର ପ୍ରତି ଆସୁଛି ବିପଦ! ମନ୍ଦିର କାନ୍ଥରେ ଆତଙ୍କବାଦୀଙ୍କ ଧମକ, ଜାଣନ୍ତୁ ପୁରା‌ ଖବର
14/08/2025

‘ଫୋନ କର, ନହେଲେ ହେବ ମହାତାଣ୍ଡବ’ ଶ୍ରୀମନ୍ଦିର ପ୍ରତି ଆସୁଛି ବିପଦ! ମନ୍ଦିର କାନ୍ଥରେ ଆତଙ୍କବାଦୀଙ୍କ ଧମକ, ଜାଣନ୍ତୁ ପୁରା‌ ଖବର

ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଧମକ ଚେତାବନୀ । ପରିକ୍ରମା ମାର୍ଗରେ ଥିବା ବୁଢ଼ୀ ମା' ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ.....

Address


Alerts

Be the first to know and let us send you an email when Odia Scraps posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Scraps:

  • Want your business to be the top-listed Media Company?

Share

Our Story

Odia Scraps is a popular Odia news website. We brings fact and factual information, news from India and around the World on all type of categories in Odia language.