Apananka Khabara

Apananka Khabara Apananka Khabara(www.apanankakhabara.com) is a division of PRAYAS TRUST
(2)

ଆସନ୍ତା ସ୍ୱୟାତ୍ତ ଶାସନ ଦିବସକୁ ଧୁମଧାମରେ ପାଳନ କରିବାକୁ ନିଷ୍ପତ୍ତି       Apananka Khabara
09/08/2025

ଆସନ୍ତା ସ୍ୱୟାତ୍ତ ଶାସନ ଦିବସକୁ ଧୁମଧାମରେ ପାଳନ କରିବାକୁ ନିଷ୍ପତ୍ତି

Apananka Khabara

ଭୁବନେଶ୍ୱର,୯I୮ : ଅଗଷ୍ଟ ୩୧ ତାରିଖ I ସ୍ୱ& #287…

ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି? ୧୦ ହଜାରରୁ ସିଧା ୫୦ ହଜାର ହେଲା ମିନିମନ ବାଲନ୍ସ!          Apananka Khabara
09/08/2025

ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି? ୧୦ ହଜାରରୁ ସିଧା ୫୦ ହଜାର ହେଲା ମିନିମନ ବାଲନ୍ସ!

Apananka Khabara

ଯଦି ଆପଣଙ୍କର ICICI ବ୍ୟାଙ୍କରେ ଆକାଉଣ୍ଟ & #282…

ଆସନ୍ତା ୨୯ ଓ ୩୦ରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ          Apananka Khabara
09/08/2025

ଆସନ୍ତା ୨୯ ଓ ୩୦ରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ

Apananka Khabara

ଆସନ୍ତା ୨୯ ଓ ୩୦ ତାରିଖରେ ଓଡ଼ିଶାରେ ଆ& #…

09/08/2025

ନିଆଳି ବ୍ଲକ୍ ଅନ୍ତର୍ଗତ ରାଣୀଓଳା ପଞ୍ଚାୟତ ପଦାତିରା ଗ୍ରାମରେ ବିରାଟକାୟ ଷଣ୍ଢ ର ମୃତ୍ୟୁ । ଯଥା ବିଧିରେ ସମାଧି ଦେଲେ ଗ୍ରାମବାସି

ନିଗମ , ବୋର୍ଡ ଓ କମିଟି  ନିଯୁକ୍ତି ନେଇ ମନମୋହନ ସାମଲଙ୍କ ବଡ଼ ବୟାନ             Apananka Khabara
09/08/2025

ନିଗମ , ବୋର୍ଡ ଓ କମିଟି ନିଯୁକ୍ତି ନେଇ ମନମୋହନ ସାମଲଙ୍କ ବଡ଼ ବୟାନ
Apananka Khabara

ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦ& #2…

କିଛି ମନେ ପଡ଼ୁଛି ନା ନାଇଁ। କେଉଁ କ୍ଲାସ୍ ରେ ଏ କବିତା ଟି ପଢିଥିଲେ କହିଲ ?ଉ:ପ୍ରା ବିଦ୍ୟାଳୟ ପିଲା କହି ପାରିବେ , ଇଁରାଜୀ ମିଡିୟମ୍  ପିଲା ...
09/08/2025

କିଛି ମନେ ପଡ଼ୁଛି ନା ନାଇଁ।
କେଉଁ କ୍ଲାସ୍ ରେ ଏ କବିତା ଟି ପଢିଥିଲେ କହିଲ ?
ଉ:ପ୍ରା ବିଦ୍ୟାଳୟ ପିଲା କହି ପାରିବେ , ଇଁରାଜୀ ମିଡିୟମ୍ ପିଲା କିଛି ଟେର୍ ପାଇ ପାରିବେନି ଏହି ଫୋଟ ରୁ।
Apananka Khabara

ଅଗଷ୍ଟ ୧୩ରେ ରାଜ୍ୟ କ୍ୟାବିନେଟ୍‌ର ୨୪ତମ ବୈଠକ l ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା...
09/08/2025

ଅଗଷ୍ଟ ୧୩ରେ ରାଜ୍ୟ କ୍ୟାବିନେଟ୍‌ର ୨୪ତମ ବୈଠକ l ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୭ ବିଭାଗର ୮ଟିରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଆସିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଜ୍ୟରେ ବନ୍ୟଜନ୍ତୁ ଓ ମଣିଷ ଲଢ଼େଇ ବୃଦ୍ଧି ପାଉଛି। ଜଙ୍ଗଲର ସୁରକ୍ଷା ସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ବିଭାଗ ପକ୍ଷରୁ ଆସିବାକୁ ରହିଛି। ଏହାସହିତ ରାଜସ୍ବ, ଅର୍ଥ, ଗୃହ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିପାରେ। ରାଜ୍ୟରେ ସମ୍ପ୍ରତି ଦେଖାଦେଇଥିବା ଆଇନଶୃଙ୍ଖଳା ସ୍ଥିତିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ଏବଂ ମହିଳାଙ୍କୁ ସ୍ବାବଲମ୍ବୀ ସହିତ ବୃଦ୍ଧାବୃଦ୍ଧଙ୍କୁ ନିରାପତ୍ତା ବଳୟ ଭିତରକୁ ଅଣାଯାଇପାରିବ ସେନେଇ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ୍‌ ବୈଠକ ମୋହର ମାରିବ ବୋଲି ଜଣାଯାଇଛି।
Apananka Khabara

ରାକ୍ଷୀ ପୂର୍ଣିମା ରେ ସୁଭଦ୍ରା ଭଉଣୀ ଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ଜୟପୁର: ଆଜି ରାଖୀ ପୂର୍ଣ୍ଣିମାରେ ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ...
09/08/2025

ରାକ୍ଷୀ ପୂର୍ଣିମା ରେ ସୁଭଦ୍ରା ଭଉଣୀ ଙ୍କୁ ଉପହାର ଦେଲେ ମୁଖ୍ୟମନ୍ତ୍ରୀ
ଜୟପୁର: ଆଜି ରାଖୀ ପୂର୍ଣ୍ଣିମାରେ ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ବ‌ାଣ୍ଟିଛନ୍ତି ସୁଭଦ୍ରାର ତୃତୀୟ କିସ୍ତି। ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତି ଟଙ୍କା ପାଇବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ବ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଟଙ୍କା ବାଣ୍ଟିଛନ୍ତି। ପରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କାଯିବ। ଏହି କାର୍ଯ୍ୟକ୍ରମରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଅଛନ୍ତି।*
Apananka Khabara

ଚେକ୍ କରନ୍ତୁ... ଆକାଉଣ୍ଟକୁ ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କାସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରାର ୩ୟ ...
09/08/2025

ଚେକ୍ କରନ୍ତୁ... ଆକାଉଣ୍ଟକୁ ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା । ୫ହଜାର ଟଙ୍କା ପଠାଇଲେ ମୋହନ ସରକାର । କୋରାପୁଟରେ ଆୟୋଜିତ ସ୍ବତନ୍ତ୍ର ସମାବେଶରେ ସୁଭଦ୍ରା କିସ୍ତି ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର ।
Apananka Khabara

୮୦ ବର୍ଷୀୟ ବୃଦ୍ଧ ଅନଲାଇନ୍ ପ୍ରେମ: ୯ କୋଟି ଠକିନେଲେ ଠକ             Apananka Khabara
09/08/2025

୮୦ ବର୍ଷୀୟ ବୃଦ୍ଧ ଅନଲାଇନ୍ ପ୍ରେମ: ୯ କୋଟି ଠକିନେଲେ ଠକ

Apananka Khabara

ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ୮୦ ବର& #28…

09/08/2025

ସି ଭି ପି ପକ୍ଷରୁ ଦିଗନ୍ତ ଆବାସିକ ବିଦ୍ୟାଳୟ ରେ ରକ୍ଷାବନ୍ଧନ ଉତ୍ସବ ପାଳନ

୨୫ ତାରିଖ ସୁଦ୍ଧା ସେଲ୍ ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି           Apananka Khabara
09/08/2025

୨୫ ତାରିଖ ସୁଦ୍ଧା ସେଲ୍ ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି
Apananka Khabara

ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠା& #2856…

Address

Bhubaneswar
Bhubaneswar
751012

Opening Hours

Monday 9am - 10pm
Tuesday 9am - 10pm
Wednesday 9am - 10pm
Thursday 9am - 10pm
Friday 9am - 10pm
Saturday 9am - 10pm
Sunday 9am - 10pm

Telephone

+919437808405

Alerts

Be the first to know and let us send you an email when Apananka Khabara posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Apananka Khabara:

Share