shree ram sena Bharat

  • Home
  • shree ram sena Bharat

shree ram sena Bharat आइए सनातन धर्म की रक्षा के लिए एकजुट होकर श्री राम सेना से जुड़ें
ଆସନ୍ତୁ ଏକତ୍ରୀତ ହୋଇ ସନାତନ ଧର୍ମ କୁ ସୁରକ୍ଷା କରିବା ଶ୍ରୀ ରାମ ସେନା ରେ ଯୋଗଦେବା

ପରଂବ୍ରହ୍ମ ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀ ଶକ୍ତି ପରମ ପ୍ରେମମୟୀ ଭଗବତୀ ଶ୍ରୀ ରାଧାରାଣୀଙ୍କ ଜନ୍ମୋତ୍ସବ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛ...
11/09/2024

ପରଂବ୍ରହ୍ମ ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀ ଶକ୍ତି ପରମ ପ୍ରେମମୟୀ ଭଗବତୀ ଶ୍ରୀ ରାଧାରାଣୀଙ୍କ ଜନ୍ମୋତ୍ସବ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

#ରାଧାଷ୍ଟମୀ

09/07/2024

SRSB
କାହାକୁ ଡରୁନାହିଁ କି କାହାକୁ ଦେଖି ତାର କାର୍ଯ୍ୟ ରଖିବ ନାହିଁ

ବରିଷ୍ଠ ନେତା ଶ୍ରୀ ସଂଗ୍ରାମ କେଶରୀ ପାତ୍ରପ୍ରଦେଶ ବିଜେପି ଉପସଭାପତି ଶ୍ରୀ ରାମ ସେନା ଭାରତ ହିନ୍ଦୁ ଏକତା ସଂଘ ରେ ଅତିଥି ରୂପେ ଆସିବେ      ଆ...
09/07/2024

ବରିଷ୍ଠ ନେତା ଶ୍ରୀ ସଂଗ୍ରାମ କେଶରୀ ପାତ୍ର
ପ୍ରଦେଶ ବିଜେପି ଉପସଭାପତି ଶ୍ରୀ ରାମ ସେନା ଭାରତ ହିନ୍ଦୁ ଏକତା ସଂଘ ରେ ଅତିଥି ରୂପେ ଆସିବେ
ଆପେକ୍ଷା ଆସନ୍ତା ୨୦ ତାରିଖ
ସ୍ଥାନ;- କେନ୍ଦୁଝର ଟାଉନ୍

ଓଡିଶା ପ୍ରଦେଶ ଜଣେ ମହାନ ହସ୍ତୀ ଶ୍ରୀ ସୁରେଶ ପଣ୍ଡା ଅତିଥି ରୂପ ରେ ଯୋଗ ଦେବେ   ଶ୍ରୀ ରାମ ସେନା ଭାରତ ଓଡିଶା ପ୍ରଦେଶ ପ୍ରତିଷ୍ଠା ଦିବସ ଓ ବନ...
09/07/2024

ଓଡିଶା ପ୍ରଦେଶ ଜଣେ ମହାନ ହସ୍ତୀ ଶ୍ରୀ ସୁରେଶ ପଣ୍ଡା
ଅତିଥି ରୂପ ରେ ଯୋଗ ଦେବେ
ଶ୍ରୀ ରାମ ସେନା ଭାରତ
ଓଡିଶା ପ୍ରଦେଶ ପ୍ରତିଷ୍ଠା ଦିବସ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ

ପଣ୍ଡିତ ଦିବାକର ମିଶ୍ର ଜି ଆମ ଶ୍ରୀ ରାମ ସେନା ରେ ମୁଖ୍ୟ ଅତିଥି ରୂପେ ଆସିବେ ଶ୍ରୀ ରାମ ସେନା ଓଡିଶା ପ୍ରଦେଶ  #ଶ୍ରୀ_ରାମ_ସେନା_ଭାରତ
09/07/2024

ପଣ୍ଡିତ ଦିବାକର ମିଶ୍ର ଜି ଆମ ଶ୍ରୀ ରାମ ସେନା ରେ ମୁଖ୍ୟ ଅତିଥି ରୂପେ ଆସିବେ
ଶ୍ରୀ ରାମ ସେନା ଓଡିଶା ପ୍ରଦେଶ
#ଶ୍ରୀ_ରାମ_ସେନା_ଭାରତ

08/07/2024

ଶ୍ରୀ ରାମ ସେନା ଭାରତ
କାର୍ଯ୍ୟ ରେ ଆଗରେ
ଭାଷଣ ଦେଇ କାମ କରିବା ରାମ ସେନା ଜାତକ ରେ ନାହିଁ
ଜୟ ଶ୍ରୀ ରାମ

ପବିତ୍ର ରଥ ଯାତ୍ରା ର ସମସ୍ତ ଅଗଣିତ ସନାତନୀ ଙ୍କୁ ଅଭିନନ୍ଦନ ଜଣାଉଛି  ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
06/07/2024

ପବିତ୍ର ରଥ ଯାତ୍ରା ର ସମସ୍ତ ଅଗଣିତ ସନାତନୀ ଙ୍କୁ ଅଭିନନ୍ଦନ ଜଣାଉଛି ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Jai jagarnath
05/07/2024

Jai jagarnath

02/07/2024

ଗୋଟିଏ ପ୍ରଶ୍ନ କରିବି ଉତ୍ତର ଦେବେ ତ
ଓଡ଼ିଶା ର ଧ୍ୱଜା ର ରଙ୍ଗ କଣ ?

ନିଜେ ଯାଗ୍ରତ ହେବା ଓ ଅନ୍ୟ କୁ ଯାଗ୍ରତ କରିବା
27/06/2024

ନିଜେ ଯାଗ୍ରତ ହେବା ଓ ଅନ୍ୟ କୁ ଯାଗ୍ରତ କରିବା

ସନାତନ ର ସୁରକ୍ଷା ଆମର ଚେଷ୍ଟା
26/06/2024

ସନାତନ ର ସୁରକ୍ଷା ଆମର ଚେଷ୍ଟା

ଆସିବାକୁ ଭୁଲିଲେ ନାହିଁ ଆଗୁଆ ନିମନ୍ତ୍ରଣ ରହିଲା
26/06/2024

ଆସିବାକୁ ଭୁଲିଲେ ନାହିଁ ଆଗୁଆ ନିମନ୍ତ୍ରଣ ରହିଲା

Address


Opening Hours

Tuesday 11:00 - 14:00
Saturday 00:00 - 18:00

Telephone

+917022551819

Website

Alerts

Be the first to know and let us send you an email when shree ram sena Bharat posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share