ML TV ODIA

ML TV ODIA Welcome To ML TV ODIA Channel
ଓଡିଶା ଖବର ଦୁନିଆରେ ଏକ ନୂଆ ସଂକଳ୍ପ ନେଇ ଆପଣଙ୍କ ପାଖରେ ଆମେ ପହଞ୍ଚିଛୁ
ଆମେ ଦେଖାଇବାକୁ ପ୍ରତେକଟି ନିଚ୍ଛକ ସତ୍ୟ ଓ ନିରପେକ୍ଷ ଖବର

20/07/2025

#କାହିଁ_ଗଲ_ତୁମେ_ସୌମ୍ୟାଶ୍ରୀ_ଥରେ_ଦେଖିଯାଅ_ଆସି
#ରାଜନେତାମାନେ_ତୁମକୁ_ନେଇ_କଲେଣି_ନାଟ
ସୌମ୍ୟାଶ୍ରୀଙ୍କ ଉପରେ ଆସିଲା ଏକ ହୃଦୟସ୍ପର୍ଶୀ ସଙ୍ଗୀତ

19/07/2025

#ଉଠା_ଦୋକାନୀଙ୍କୁ_ପୌର_କର୍ମଚାରୀ_ଧକା_ମାରିଲେ
ଉଚ୍ଚନ୍ୟାୟାଳୟଙ୍କ ଅନୁମତି ପାଇ ଉଠା ଦୋକାନ ପକାଇଥିବା ଜଣେ ଗରିବ ବ୍ୟବସାୟୀଙ୍କୁ ଧକିଆ ମାରିଲେ ପୁରୀ ମ୍ୟୁନିସିପାଲଟିର କର୍ମଚାରୀ

19/07/2025

ତଦନ୍ତ ଚାଲିଛି ଆଇନ ଅନୁଯାୟୀ ୩ ଦୁର୍ବୃତ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
#ପୁରୀ_ବଳଙ୍ଗା_ଛାତ୍ରୀଙ୍କୁ_ତିନି_ଦୁର୍ବୃତ୍ତ_ନିଆଁ_ଲଗାଇବା_ଘଟଣା

19/07/2025

#କାଉଡ଼ିଆମାନେ__ଫୌଜୀଙ୍କୁ_ମରଣାନ୍ତକ_ଆକ୍ରମଣ_କଲେ
ଯଦିଓ ଭିଡିଓଟି କେଉଁ ଜାଗାର, କଣ ପାଇଁ ଫୌଜିଙ୍କୁ ମାରିଲେ ଜଣା ପଡି ନାହିଁ ତେବେ ଏହା ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇରାଲ ହେଉଛି।

19/07/2025

ଓଡିଶା ହାଇକୋର୍ଟର ଚିଫ ଜଷ୍ଟିସ ସମ୍ମାନନୀୟ ଶ୍ରୀଯୁକ୍ତ ନ୍ୟାୟାଧିଶ ହରିଶ୍ ଟନଡନଙ୍କ ଯାଜପୁର ଜିଲ୍ଲା ଗସ୍ତ ସମୟରେ ଦଶାଶ୍ବମେଧ ଘାଟ ସ୍ଥିତ ସପ୍ତ ମାତୃକାଙ୍କୁ ପୂଜା ଅର୍ଚ୍ଚନା କରିବା ସହ ଯାଜପୁରର ଐତିହ୍ୟ ସମ୍ପର୍କରେ ଅବଗତ ହୋଇଥିଲେ।


19/07/2025

ଆଶ୍ରମ ବିଦ୍ୟାଳୟରୁ ଛାତ୍ର ପାଚେରୀ ଡେଇଁ ପଳେଇବା ଘଟଣା
ସ୍କୁଲରେ ପହଂଚି ତଦନ୍ତ ଆରମ୍ଭ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା

19/07/2025

#ଛାତ୍ରୀଙ୍କୁ_ନିଆଁ_ଲଗାଇ_ଜାଳିଦେଲେ
ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ନିର୍ଯାତନା ଘଟଣାର ପୁନରାବୃତ୍ତି। ପୁଣି ଛାତ୍ରୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ। ପୁରୀ ଜ୍ଲିଲା ବଳଙ୍ଗା ବାୟାବର ଅଞ୍ଚଳରର ଯୁକ୍ତ ୨ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡିଦେଲେ କିଛି ଦୁର୍ବୃତ୍ତ। ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ କରିଛନ୍ତି।

19/07/2025

#ବାଲ୍ୟ_ବିବାହ_ବେଳେ_ଉଦ୍ଧାର_କଲା_ସିଡବ୍ଲ୍ୟୁସି

18/07/2025

#ଛୋଟପିଲାଟି_ଗାଡ଼ି_ଚଳାଇ_ଦୁର୍ଘଟଣା_ଘଟାଇଲା
ଯଦିଓ ଏହି ଭିଡିଓଟି କେଉଁ ଜାଗାର ଜଣା ପଡି ନାହିଁ କିନ୍ତୁ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

18/07/2025

#ପୂର୍ବଦ୍ୟୋୟ_ଷ୍ଟାର୍ଟଅପ୍_ସଙ୍ଗମ_କାର୍ଯ୍ୟକ୍ରମ
ଏହି ପୂର୍ବୋଦୟ ଷ୍ଟାର୍ଟଅପ ସଙ୍ଗମର ଉଦ୍ଦେଶ୍ୟ ହେଉଛି ଓଡିଶାରେ କିପରି ଷ୍ଟାର୍ଟଅପର ଗ୍ରୋଥ ହୋଇପାରିବ ସେଥିପ୍ରତି କାର୍ଯ୍ୟରତ ହେବା। ଯୁବକ ମାନେ କିପରି ନିଯୁକ୍ତି ପଛରେ ନଧାଇଁକି ନିଜେ ନିଯୁକ୍ତି ସୃଷ୍ଟି କରି ପାରିବେ ସେଥିପାଇଁ ସମସ୍ତ ପ୍ରକାର ପ୍ରୋତ୍ସାହନ ଦେବାକୁ ସରକାର ସ୍ଥିର କରିଛନ୍ତି।




18/07/2025

#ବେ_ତୁ_ଭୁଲ୍_ମାଗ
#ତୁ_କାହାକୁ_କହିଲୁ_ତତେ_ଅଧିକାର_କିଏ_ଦେଲା
ବ୍ୟାସନଗରରେ କଂଗ୍ରେସ କର୍ମୀଙ୍କ ସହ ସାଧାରଣ ଜନତାଙ୍କ ସହ ଯୁକ୍ତି

17/07/2025

#ଛାତ୍ରୀଙ୍କୁ_ପ୍ରେମ_କରିବା_ପଡ଼ିଲା_ମହଙ୍ଗା
#ଶିକ୍ଷକ_ଖାଇଲେ_ମାଡ଼
ଏହି ଭିଡ଼ିଓଟି କେଉଁ ଜାଗାର ଜଣା ପଡି ନ ଥିବା ବେଳେ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

Address


Alerts

Be the first to know and let us send you an email when ML TV ODIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ML TV ODIA:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share