ODIALINKS

ODIALINKS ODIALINKS is a complete information page. It is home to a large collection of Information, News, Entertainment, Interesting Facts.

The web portal provides news, updates, information and entertainment related to Odia film industry, particularly Ollywood Past and New Releases, Ollywood Trailers and Clips, Ollywood Films Premiers, Ollywood Films Reviews, Showtimes and Movie Theater Information, Ollywood Interviews, Ollywood Gossips, Ollywood Music, Ollywood Actors, Ollywood Actresses, Ollywood Movies First Look, Ollywood Photos,

Ollywood Wallpapers, Models, Fashion, Television, Ollywood Business and Ollywood Box Office reports. Odia Expressr also includes red carpet photos, actor galleries, and production stills. Users can read critic’s reviews, write and read other user reviews, play game online, participate in contest. For Information about Odisha : http://www.odiaexpress.com/
For Ollywood : http://ollywood.odiaexpress.com/

21/09/2021

Hi

ବିଜେଡ଼ିର ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କୋଭିଡ୍ ପଜିଟିଭ୍‌ ହୋଇଥିବା ଜଣାପଡିଛି। ତାଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଦେବୀ ନ...
30/08/2020

ବିଜେଡ଼ିର ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କୋଭିଡ୍ ପଜିଟିଭ୍‌ ହୋଇଥିବା ଜଣାପଡିଛି। ତାଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଦେବୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ସଙ୍ଗରୋଧରେ ଅଛନ୍ତି ବିଧାୟକ । ମଧୁମେହରେ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ଏବେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ତାଙ୍କ ଡ୍ରାଇଭର ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ ।

 #ବଡ଼ଖବର ।। ଅନ୍ୟ ଏକ ବ୍ଲକବଷ୍ଟର ଚୁକ୍ତିରେ,  #ମୁକେଶ_ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଶନିବାର ଦିନ  #କିଶୋର_ବିୟାନୀଙ୍କ ଫ...
30/08/2020

#ବଡ଼ଖବର ।। ଅନ୍ୟ ଏକ ବ୍ଲକବଷ୍ଟର ଚୁକ୍ତିରେ, #ମୁକେଶ_ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଶନିବାର ଦିନ #କିଶୋର_ବିୟାନୀଙ୍କ ଫ୍ୟୁଚର ଗ୍ରୁପ୍ ର ଖୁଚୁରା, ହୋଲସେଲ, ଲଜିଷ୍ଟିକ୍ସ ଏବଂ ଗୋଦାମ ବ୍ୟବସାୟ 24,713 କୋଟି ଡଲାରରେ ଅଧିଗ୍ରହଣ ଘୋଷଣା କରିଛି।

ବର୍ତ୍ତମାନ ବିଗ ବଜ଼ାର, ଏଫବିବି, ଇଜିଡେ, ସେଣ୍ଟ୍ରାଲ ଓ ଫୂଡ଼ ହଲ ଭଳି କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧିନ କୁ ଚାଲି ଯାଇଅଛି । ପୂର୍ବରୁ ପାନଟାଲୁନ୍ସ ଭଳି କମ୍ପାନୀ କୁ ଫ୍ୟୁଚରଗ୍ରୁପ ଆଦିତ୍ୟବିର୍ଲା ଗ୍ରୁପ କୁ ବିକି ସାରିଛି ।

ଭାରତ ର 10ଟି ସବୁଠୁ ସ୍ୱଚ୍ଛ ସହର ।
23/08/2020

ଭାରତ ର 10ଟି ସବୁଠୁ ସ୍ୱଚ୍ଛ ସହର ।

କୋଭିଡ୍ ଯୋଦ୍ଧା  େ_ଦାଶ ଙ୍କ ଦେହାନ୍ତ । ସେ ରାଉରକେଲା ର ସରକାରୀ ଚିକିତ୍ସାଳୟ ( RGH OPD ) ରେ ନିୟୋଜିତ ଥିଲେ | ଅପରାହ୍ନରେ ବେଦବ୍ୟାସରେ ତା...
22/08/2020

କୋଭିଡ୍ ଯୋଦ୍ଧା େ_ଦାଶ ଙ୍କ ଦେହାନ୍ତ । ସେ ରାଉରକେଲା ର ସରକାରୀ ଚିକିତ୍ସାଳୟ ( RGH OPD ) ରେ ନିୟୋଜିତ ଥିଲେ | ଅପରାହ୍ନରେ ବେଦବ୍ୟାସରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସୁନ୍ଦରଗଡ କଲେକ୍ଟର, ଆରଏମସି କମିଶନର ଏବଂ ଅନ୍ୟ ଅଧିକାରୀମାନେ ବେଦବ୍ୟାସ ଠାରେ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବଲିଉଡ ପାଇଁ ଆଉ ଏକ ଅପୁରଣୀୟ କ୍ଷତି । ଦୃଶ୍ୟମ ଓ ମଦାରୀ ଭଳି ହିଟ ଫିଲ୍ମ ର ଯୁବ ନିର୍ଦ୍ଦେଶକ  #ନିଷିକାନ୍ତ_କାମତ ଆଉ ନାହାନ୍ତି । ମୃତ୍ୟୁ ବେଳ...
17/08/2020

ବଲିଉଡ ପାଇଁ ଆଉ ଏକ ଅପୁରଣୀୟ କ୍ଷତି । ଦୃଶ୍ୟମ ଓ ମଦାରୀ ଭଳି ହିଟ ଫିଲ୍ମ ର ଯୁବ ନିର୍ଦ୍ଦେଶକ #ନିଷିକାନ୍ତ_କାମତ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 50ବର୍ଷ ହୋଇଥିଲା । ସେ କିଛିଦିନ ହେଲାଣି ଲିଭର ସିରୋସିସ ରୋଗ ରେ ପୀଡିତ ଥିଲେ ।

ଅନ୍ତର୍ଜାତୀୟ କ୍ରିକେଟ କୁ ଅଲବିଦା କହିଲେ  .
15/08/2020

ଅନ୍ତର୍ଜାତୀୟ କ୍ରିକେଟ କୁ ଅଲବିଦା କହିଲେ .

24 ଘଣ୍ଟିଆ ନୂଆ ନିଉଜ ଚ୍ୟାନେଲ  #ବଡ଼ଖବର ର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ, ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ...
15/08/2020

24 ଘଣ୍ଟିଆ ନୂଆ ନିଉଜ ଚ୍ୟାନେଲ #ବଡ଼ଖବର ର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ, ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି ।

ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି 74ତମ ସ୍ୱାଧୀନତା ଦିବସ । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଙ୍କ ଗ...
15/08/2020

ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି 74ତମ ସ୍ୱାଧୀନତା ଦିବସ । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଙ୍କ ଗାଡ଼ି ନିଜେ ଚଳାଇଲେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ।
PC : ( ODIALINKS )

ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ ଙ୍କ କୋଭିଡ୍ ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ଅଡ଼ିଓ ଭାଇରାଲ୍ ଘଟଣାରେ ଗିରଫ ଓ ଜାମିନ । ଜେଲ୍ ରୁ ଆସିଲା ପରେ ଗଣମାଧ...
13/08/2020

ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ ଙ୍କ କୋଭିଡ୍ ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ଅଡ଼ିଓ ଭାଇରାଲ୍ ଘଟଣାରେ ଗିରଫ ଓ ଜାମିନ । ଜେଲ୍ ରୁ ଆସିଲା ପରେ ଗଣମାଧ୍ୟମ ସାମନାରେ ବିଶ୍ୱଜିତ୍ କହିଛନ୍ତି ପୁଲିସ ଯାହାବି କରିଛି ନିୟମ ମୁତାବକ କରିଛି କିନ୍ତୁ ଓଟିଭି ବିରୋଧରେ ବର୍ଷିଛନ୍ତି ଆମ ଦୁଇବନ୍ଧୁଙ୍କର ବ୍ୟକ୍ତିଗତ ଆଳାପକୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଭାଇରାଲ୍ କରିବାକୁ ଓଟିଭିକୁ କିଏ ଅନୁମତି ଦେଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଆହୁରି ସେ କହିଛନ୍ତୁ ମୁ 25 ଜଣଙ୍କୁ ବାଣ୍ଟି ଜେଲ ଗଲି, OTV ଲକ୍ଷ ଲକ୍ଷ ଲୋକଙ୍କ ପାଖକୁ ଏ ଅଡିଓ ପଠାଇଛି, ତା ପାଇଁ ଶାସ୍ତି କଣ କହି ଏକ ପ୍ରକାର ସରକାର ଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

Oh..wah
11/08/2020

Oh..wah

Ingredient : Ingredient : 1. Maida 2 Cup 2. Besan 2-3 Spoon 3. 3-4 Chopped Onion 4. Crushed Ginger 5. 1/2 Spoon Cu**in Seed 6. Coriander Leaf 7. Chopped Gree...

Happy Birthday   Madam !! The Most Brave Girl of Odisha.
05/08/2020

Happy Birthday Madam !! The Most Brave Girl of Odisha.

Address


Telephone

+919861273973

Website

Alerts

Be the first to know and let us send you an email when ODIALINKS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ODIALINKS:

  • Want your business to be the top-listed Media Company?

Share