Khepanastra

Khepanastra news and media service

08/08/2026

ବଡ଼ ଦୁଃଖ ଲାଗୁଛି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ ଆୟୁଷ୍ମାନ କାର୍ଡ ସହ ମିଶେଇଲେ ସରକାର। ଏହାଦ୍ୱାରା ପେପର ଏଡିଟରଙ୍କ ବର୍ଷିକିଆ ରୋଜଗାର ସମ୍ପୂର୍ଣ ବନ୍ଦ ହୋଇଗଲା।

04/12/2026

କଟକ ମହାନଗର ନିଗମ ୨୧ ନଂ ୱାର୍ଡ ଯେଉଁ ୱାର୍ଡରେ ମହାନଗର ନିଗମ ଅବସ୍ତିତ ସେହି ୱାର୍ଡ ସବୁଠୁ ବେଶି ଅବହେଳିତ...
ଏହି ୱାର୍ଡ ରେ କର୍ପୋରେଟର ନାହାନ୍ତି | ବିଗତ ବର୍ଷରୁ ଅନେକ ସମସ୍ୟା ରହିଥିବା ବେଳେ ପଙ୍କ ଉଦ୍ଧାର ସବୁଠାରୁ ବଡ଼ ସମସ୍ୟା | ଉପର ତେଲେଙ୍ଗା ବଜାର ଠାରୁ ଆଇନକ୍ସ ଦେଇ ଝୋଲା ସାହି, ନିମ ସାହି,ରାଉସା ପାଟଣା ବକ୍ସ ଡ୍ରେନ ରେ ପଡ଼ିଥିବା ବଡ଼ ଡ୍ରେନର ପଙ୍କ ଉଦ୍ଧାର କାର୍ଯ୍ୟ ଖାଲି ଉପର ଠାଉରିଆ ଭାବରେ କରାଯାଇ ସମ୍ପୂର୍ଣ ବିଲ କରାଯାଉଛି | ସିଏମସି ଟାଉନ ହଲ ଦେଇ ଯାଇଥିବା ଡ୍ରେନ ରୁ ଦୀର୍ଘ ଦଶ ବର୍ଷ ହେବ ପଙ୍କ ଉଦ୍ଧାର କାର୍ଯ୍ୟ କରାଯାଉନାହିଁ | ଯାହାଦ୍ୱାରା ଏହି ଅଞ୍ଚଳ ଲୋକଙ୍କ ଦୁର୍ଦଶା ବର୍ଷା ହେଲେ ସାଙ୍ଘାତିକ | ଘର ଭିତରେ ପଙ୍କ କାଦୁଅ ସହ ସାପ ପୋକ ଜୋକ ମଧ୍ୟ ଘରେ ପଶୁଛନ୍ତି | ଅନେକ ଆସବାସ ପତ୍ର ସହ ଗାଡି ମଧ୍ୟ ନଷ୍ଟ ହୋଇଯାଇଛି | ବାରମ୍ବାର ଅଭିଯୋଗ କରି ନିରାଶ ହୋଇ ଅଞ୍ଚଳ ବାସୀ ସିଏମସି କାର୍ଯାଳୟ ଘେରାଉ ପାଇଁ ମତ ଦେଉଛନ୍ତି |

Address

Chicago, IL

Telephone

+17735265951

Website

Alerts

Be the first to know and let us send you an email when Khepanastra posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Khepanastra:

Shortcuts

Share