Shree Mandir &Shree Jagannath &Srikhetra

  • Home
  • Shree Mandir &Shree Jagannath &Srikhetra

Shree Mandir &Shree Jagannath &Srikhetra ଜୟ ଶ୍ରୀଜଗନ୍ନାଥ🙏

06/04/2026

ଦର୍ଶନ କରନ୍ତୁ ପତିତପାବନ ବାନା ଶୂନ୍ୟ ଗଣ୍ଠି
ଭକ୍ତି ରେ ଲେଖନ୍ତୁ ଜୟ ଜଗନ୍ନାଥ 🙏

29/03/2026

ଶ୍ରୀକ୍ଷେତ୍ର ସାହିଯାତ...

24/03/2026

ଶ୍ରୀକ୍ଷେତ୍ର ପୁରୀ ର ମା' ଝାଡ଼େଶ୍ୱରୀ ଠାକୁରାଣୀ ଙ୍କ ଦିବ୍ୟ ଦୁର୍ଲଭ ଝାମୁ ଯାତ୍ରା।

10/03/2026

ବିରଗୋବିନ୍ଦପୁର ମା' ଦକ୍ଷିଣକାଳୀ ଙ୍କ ମଙ୍ଗଳ ଆଳତି ଦର୍ଶନ🙏

03/03/2026

ଶ୍ରୀମନ୍ଦିର ରେ ହୋଲି...

23/02/2026

ସିଂହଦ୍ୱାର ଫିଟା ନୀତି ମହାପ୍ରଭୁ ପତିତପାବନ ଙ୍କ ଆଳତି ଦର୍ଶନ..

22/02/2026

#ବେଣ୍ଟ_ବା_ଶିକାର_ବସନ୍ତ_ଭ୍ରମଣ_ନୀତି
ମହାପ୍ରଭୁ ଜଗନ୍ନାଥଙ୍କ ବେଣ୍ଟ ବା ଶିକାର ନୀତି,ଯାହା ମହାପ୍ରଭୁଙ୍କ ବସନ୍ତ ଭ୍ରମଣ ନୀତି ଅଟେ;ଫାଲଗୁନ ଶୁକ୍ଳ ପତିପ୍ରଦ, ଚତୁର୍ଥୀ, ଅଷ୍ଟମୀ, ଦ୍ଵାଦଶୀ ରେ ଅନୁଷ୍ଠିତ ହୁଏ। ଶ୍ରୀରାମ ଯେହେତୁ କ୍ଷତ୍ରିୟ ଥିଲେ ଏବଂ ଶିକାର କ୍ଷତ୍ରିୟର ଏକ କର୍ମ ମଧ୍ୟ,ତେଣୁ ଚଳନ୍ତି ପ୍ରତିମା ଶ୍ରୀରାମ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ବେଣ୍ଟ ନୀତି ପାଇଁ ବିଜେ ହୁଅନ୍ତି। ମଙ୍ଗଳ ଆଳତି ପରେ ରାମ ଏକ ଖଣ୍ଡ ଆଜ୍ଞାମାଳ ପାଇ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀକୁ ବିଜେ ହୁଅନ୍ତି। ସେଠାରେ ୬ ଟି ପଇଡକୁ ମୃଗର ପ୍ରତୀକ ଭାବେ ରଖାଯାଏ। ରାମଙ୍କୁ ସ୍ପର୍ଶ କରି ୫ ଟି ପଇଡ଼ଙ୍କୁ ଶରବିଧ କରାଯାଏ ଓ ଅନ୍ୟ ଗୋଟିଏ ପଇଡ଼ କୁ ଅକ୍ଷତ ଛାଡି ଦିଆଯାଏ। ତା ପରେ ରାମଚନ୍ଦ୍ର ଙ୍କୁ ପଞ୍ଚାମୃତରେ ମହାସ୍ନାନ, ବେଶ, ପଞ୍ଚ ଉପଚାର ରେ ଶୀତଳ ଭୋଗ , ବନ୍ଦାପନା ହୁଏ। ଏହା ପରେ ରାମଚନ୍ଦ୍ର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଆଜି ଚତୁର୍ଥୀ ତିଥି ବେଣ୍ଟ।

16/02/2026

ସୋମବାର ରେ ଦର୍ଶନ କରନ୍ତୁ ବାବା ଲୋକନାଥ ଙ୍କ ମହାଦୀପ 🙏

ବିଷ୍ଣୌ ପ୍ରତିଷ୍ଠିତଂ ବିଶ୍ଵଂ ବିଷ୍ଣୁର୍ବିଶ୍ଵେ ପ୍ରତିଷ୍ଠିତଃ....ବିଶ୍ଵେଶ୍ଵରମଜଂ ବିଷ୍ଣୁଂ କୀର୍ତୟନ୍ନେବ ମୁଚ୍ୟତେ....
14/02/2026

ବିଷ୍ଣୌ ପ୍ରତିଷ୍ଠିତଂ ବିଶ୍ଵଂ ବିଷ୍ଣୁର୍ବିଶ୍ଵେ ପ୍ରତିଷ୍ଠିତଃ....
ବିଶ୍ଵେଶ୍ଵରମଜଂ ବିଷ୍ଣୁଂ କୀର୍ତୟନ୍ନେବ ମୁଚ୍ୟତେ....

ଶନିବାର ରେ ମା' ବାଟମଙ୍ଗଳା ଦର୍ଶନ...
14/02/2026

ଶନିବାର ରେ ମା' ବାଟମଙ୍ଗଳା ଦର୍ଶନ...

13/02/2026

ଶ୍ରୀକ୍ଷେତ୍ର ପୁରୀ ରେ ବାବା ଲୋକନାଥ ଙ୍କ ପାଖରେ ପଙ୍କୋଉଦ୍ଧାର ଏକାଦଶୀ..

Address

Puri

752002

Website

Alerts

Be the first to know and let us send you an email when Shree Mandir &Shree Jagannath &Srikhetra posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your business to be the top-listed Media Company?

Share