Odishaaah

Odishaaah Contact information, map and directions, contact form, opening hours, services, ratings, photos, videos and announcements from Odishaaah, News & Media Website, .

Welcome to Odishaaah, your ultimate guide to the rich cultural heritage, vibrant festivals, and breathtaking landscapes of Odisha, a state in eastern India known for its timeless traditions, art, history, and natural beauty.

28/06/2025

Rath Yatra 2025 - Bhubaneswar - Jagamara - Lord Jagannath's Ratha Jatra

11/06/2025

Deva Snana Purnima 2025 – 7 Things You Must Know - Jagannath Snana Yatra Facts & Rituals -Gaja Besha

Deva Snana Purnima, also known as Snana Yatra, is a sacred festival of Lord Jagannath held in Puri, Odisha.
In this video, discover 7 essential things every devotee must know about the grand bathing ritual of the Holy Trinity – Lord Jagannath, Balabhadra & Subhadra.

From the significance of Hati Vesha to the secret rituals of Anasara and Pati Dian, we bring you the most important facts, stories, and traditions behind this divine occasion.

11/06/2025

ସେତ ଭକତ ଭାବରେ ବନ୍ଧାରେ, ସେତ ଭକତ ଜୀବନ ଧନ
Deva Snana Purnima 2025

ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମଧ୍ୟାହ୍ନ ଦର୍ଶନ
20/05/2025

ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମଧ୍ୟାହ୍ନ ଦର୍ଶନ

ମା ସମଲେଶ୍ବରୀଙ୍କ ଆଜିର ବେଶ ଦର୍ଶନ
20/05/2025

ମା ସମଲେଶ୍ବରୀଙ୍କ ଆଜିର ବେଶ ଦର୍ଶନ

ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ
20/05/2025

ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ

ମା' ବୁଢ଼ୀ ଜାଗୁଳାଇଙ୍କ ଆଜିର ବେଶ ଦର୍ଶନ
20/05/2025

ମା' ବୁଢ଼ୀ ଜାଗୁଳାଇଙ୍କ ଆଜିର ବେଶ ଦର୍ଶନ

ଜୟ ମା' ହିଙ୍ଗୁଳା
20/05/2025

ଜୟ ମା' ହିଙ୍ଗୁଳା

ଝଙ୍କଡ଼ ବାସିନୀ ମା' ଶାରଳା ଠାକୁରାଣୀଙ୍କ ଆଜିର ସନ୍ଧ୍ୟା ବେଶ ଦର୍ଶନ..
20/05/2025

ଝଙ୍କଡ଼ ବାସିନୀ ମା' ଶାରଳା ଠାକୁରାଣୀଙ୍କ ଆଜିର ସନ୍ଧ୍ୟା ବେଶ ଦର୍ଶନ..

ଦିନେ ଏମିତି ଗୋଟେ ଖରାଦିନିଆ ବାତ୍ୟାରେ ହଜିଯାଇଥିଲେ ମହାପ୍ରଭୁ :-  ଦିନ ଥିଲା ଅକ୍ଷୟ ତୃତୀୟା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯ...
20/05/2025

ଦିନେ ଏମିତି ଗୋଟେ ଖରାଦିନିଆ ବାତ୍ୟାରେ ହଜିଯାଇଥିଲେ ମହାପ୍ରଭୁ :-

ଦିନ ଥିଲା ଅକ୍ଷୟ ତୃତୀୟା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା। ମଧ୍ୟାହ୍ନ ଧୂପ ପରେ ଶ୍ରୀ ଜୀଉଙ୍କ ପ୍ରମୁଖ ଚଳନ୍ତି ବିଗ୍ରହ ମଦନମୋହନଙ୍କୁ ଚାପରେ ବିଜେ କରାଇ ନୌ ବିହାର କରାଯିବ। ଓଡ଼ିଆ ଲୋକେ ମହାପ୍ରଭୁଙ୍କ ଏହି ଗ୍ରୀଷ୍ମକାଳୀନ ଉତ୍ସବକୁ ଚନ୍ଦନ ଯାତ୍ରା କୁହନ୍ତି। ହେଲେ ଆପଣ ଜାଣି ନ ଥିବେ, ମହାପ୍ରଭୁଙ୍କ ଏହି ଚନ୍ଦନଯାତ୍ରା ସହ ବିଗତ ଦିନର ଗୋଟିଏ ଗ୍ରୀଷ୍ମକାଳୀନ ମହାବାତ୍ୟାର ସମ୍ପର୍କ ରହିଛି। ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। କହିବାର କାରଣ ଏ ବର୍ଷ ମଧ୍ୟ ଅପ୍ରତ୍ୟାଶିତ ଭାବେ ଗ୍ରୀଷ୍ମକାଳରେ ଅକସ୍ମାତ ମହାବାତ୍ୟାଟିଏ ସଂଘଟିତ ହୋଇଥିଲା ଆଉ ପୁରୀ ସହର ସମେତ ପାର୍ଶ୍ୱବର୍ତ୍ତୀ ଜିଲାର ପ୍ରଭୂତ କ୍ଷତି ଘଟାଇ ଚାଲିଯାଇଛି। ଦିନେ ଚନ୍ଦନଯାତ୍ରା ସମୟରେ ଏମିତି ବାତ୍ୟାଟିଏ ଆସିଥିଲା। ଓଡ଼ିଆ ଜାତିର ଆଖିରେ ଲୁହ ଦେଇ ଯାଇଥିଲା। କାରଣ ଏହି ମହାବାତ୍ୟା ପାଇଁ ସେଦିନ ଉପାସ ରହିଥିଲେ ବଡ଼ଠାକୁର।

ଘଟଣାଟି ଏମିତି

ପ୍ରାୟ ୧୦୦ ବର୍ଷ ତଳେ ସ୍ୱାଧୀନତା ପୂର୍ବରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥାଏ। ମହାପ୍ରଭୁଙ୍କ ମୁଖ୍ୟ ଚଳନ୍ତି ବିଗ୍ରହ ମଦନ ମୋହନ, ଭୁଦେବୀ ଓ ଶ୍ରୀଦେବୀଙ୍କୁ ମଣିବିମାନରେ ବିଜେ କରାଇ ନରେନ୍ଦ୍ର ଅଭିମୁଖେ ନିଆଗଲା। ସେଠାରେ ଠାକୁରମାନେ ଚକଡ଼ାରେ ବିଜେ କରିବା ପରେ ଘଷା ଜଳ ମଣୋହି କଲେ ଭିତରଚ୍ଛୁ ମହାପାତ୍ର। ବୀଜେ କାହାଳି ବାଜିବା ପରେ ଠାକୁରେ ବିଜେ କଲେ ଚାପକୁ। ଦିନ ଚାପ ଆରମ୍ଭ ହେବା କ୍ଷଣି ଆରମ୍ଭ ହେଲା ବିଭ୍ରାଟ। କୁଆଡେ ଥିଲା କଳାହାଣ୍ଡିଆ ମେଘ ଘୋଟାଇ ଆସିଲା। ପବନର ବେଗ ମଧ୍ୟ ହଠାତ୍‌ ଏତେ ବଢିଗଲା ଯେ, କଳ୍ପନା ବହାରକୁ ଚାଲିଗଲା। ଦିନ ଚାପରେ ଠାକୁର ବୁଲୁଥିବା ବେଳେ ନରେନ୍ଦ୍ରର ଗଭୀର ଜଳରେ ଟଳମଳ ହେଲା ‘ନନ୍ଦା’ ଆଉ ‘ଭଦ୍ରା’(ମହାପ୍ରଭୁଙ୍କ ୨ ଚାପର ନାମ)। ଦେଖୁଦେଖୁ ଚାମର ଆଲଟ କରୁଥିବା ସେବକ, ପାନ ମଣୋହି କରୁଥିବା ହଡ଼ପ ନାୟକ ବୁଡିଗଲେ ପାଣିରେ। ଡଙ୍ଗା ବି ଲେଉଟି ପଡ଼ିଲା। ନରେନ୍ଦ୍ରର ଗଭୀର ଜଳରେ ଅନ୍ତଃଧ୍ୟାନ ହୋଇଗଲେ ଶ୍ରୀ ମଦନମୋହନ। ବାତ୍ୟା ଛାଡିବା ପରେ ଶ୍ରୀକ୍ଷେତ୍ରରେ ହୁରି ପଡିଲା। ଠାକୁରେ ବୁଡିଗଲେ। ଏଣେ ଶ୍ରୀମନ୍ଦିର ପରମ୍ପରା ମୁତାବକ କୌଣସି ଅର୍ଚ୍ଚା ବିଗ୍ରହ ବାହାର ବିଜେ କରି ନ ଫେରିବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ବଢେନି। ଦେଉଳରେ ଉପାସ ବସିଲେ କଳା ଠାକୁର। ତତ୍କାଳୀନ ଗଜପତି ଚିନ୍ତାରେ ପଡିଲେ। ବହୁ ଖୋଜାଖୋଜି ପରେ ଅନ୍ୟ ବିଗ୍ରହ ମିଳିଥିଲେ ମଧ୍ୟ ଫେରିଲେନି ମଦନମୋହନ। ଶେଷରେ ବହୁ ତର୍ଜମା ପରେ ରାଘବଦାସ ମଠରେ ଥିବା ମଦନମୋହନ ବିଗ୍ରହଙ୍କୁ ଶ୍ରୀମନ୍ଦିର ଦକ୍ଷିଣ ଘରେ ସଂସ୍ଥାପନ ପାଇଁ ବ୍ୟବସ୍ଥା ହେଲା ଓ ସେହିଦିନଠାରୁ ଶ୍ରୀମନ୍ଦିର ପରମ୍ପରା ସହ ଓତଃପ୍ରୋତଃ ଭାବେ ଯୋଡ଼ି ହୋଇଗଲା ରାଘବ ଦାସ ମଠ।

ସେବେଠାରୁ ଏହି ମଦନମୋହନ ବିଗ୍ରହ ଶ୍ରୀମନ୍ଦିର ନୀତିରେ ଭାଗ ନେଉଥିଲେ। ହେଲେ ଗତ କିଛି ବର୍ଷ ତଳେ ଏହାଙ୍କୁ କେହି ଦୁବୃର୍ତ୍ତ ଚୋରାଇ ନେଇ ଶ୍ରୀମନ୍ଦିର ଭିତରେ ଥିବା ଏକ କୂଅରେ ଫିଙ୍ଗିଥିଲେ। ଯାହାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେ ଠାକୁର କେବଳ ପୂଜା ପାଉଛନ୍ତି। ମହାପ୍ରଭୁଙ୍କ କୌଣସି ନୀତିରେ ଭାଗ ନିଅନ୍ତି ନାହିଁ। ପରବର୍ତ୍ତି ସମୟରେ ସେହି ରାଘବ ଦାସ ମଠ ଅନ୍ୟ ଏକ ମଦନମୋହନ ବିଗ୍ରହ ଶ୍ରୀମନ୍ଦିରକୁ ନୀତି ସମ୍ପାଦନ ପାଇଁ ସେବାରେ ଲାଗି କରାନ୍ତି। ଆପଣ ଆଜି ଯେଉଁ ବିଗ୍ରହ ଦେଖୁଛନ୍ତି ସେ ହେଉଛନ୍ତି ସେହି ବିଗ୍ରହ।

Maa Charanarayani, Parakarana Sahi, Old Town, Bhubaneswar
20/05/2025

Maa Charanarayani, Parakarana Sahi, Old Town, Bhubaneswar

Address


Website

Alerts

Be the first to know and let us send you an email when Odishaaah posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share