Odisha Local News

  • Home
  • Odisha Local News

Odisha Local News ପେଶା ନୁହେଁ ନିଶା

26/06/2025

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ର ତୃତୀୟ କିସ୍ତି ଟଙ୍କା
ଅଗଷ୍ଟ ୯ ତାରିଖରେ ଟଙ୍କା ପଠାଇବେ ସରକାର
ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ପ୍ରସ୍ତାବ ଗୃହୀତ
ଜିଲ୍ଲାଗୁଡ଼ିକରେ ସୁଭଦ୍ରାର ପ୍ରଭାବ ନେଇ ହେବ ଅଧ୍ୟୟନ
ଅଧ୍ୟୟନ କରିବ ଭାରତୀୟ ସାଧାରଣ ପ୍ରଶାସନ ସଂସ୍ଥାନ
ଜୁଲାଇରୁ କଲେଜ ଝିଅଙ୍କ ଦ୍ବାରା ହେବ କ୍ଷେତ୍ର ସର୍ବେକ୍ଷଣ

25/06/2025

-କରଞ୍ଜିଆ ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
-ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲା ବେଳେ ଗଣଦୁଷ୍କର୍ମ
-ଜଙ୍ଗଲିଆ ରାସ୍ତାରେ ବାଇକ୍‌ରେ ଉଠାଇ ନେଇ ଗଣଦୁଷ୍କର୍ମ
-୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ଅଟକ
-ଅନ୍ୟ ୨ ସହଯୋଗୀ ଶୀଘ୍ର ଧରାପଡ଼ିବେ କହିଲେ ମୟୂରଭଞ୍ଜ SP

20/06/2025

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି

20/06/2025

ମହାପ୍ରଭୁଙ୍କ ପାଇଁ ଓଡ଼ିଶା ଆସିଲି

 #ରାତି_ପାହିଲେ_ସାବିତ୍ରୀ ଫଳ ବଜାରରେ ନିଆଁ
25/05/2025

#ରାତି_ପାହିଲେ_ସାବିତ୍ରୀ
ଫଳ ବଜାରରେ ନିଆଁ

07/04/2025

ପିପିଲି ଠାରେ ଆୟୋଜିତ ହୋଇଯାଇଛି ରାମନବମୀ ଶୋଭାଯାତ୍ରା

Address


Website

Alerts

Be the first to know and let us send you an email when Odisha Local News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Local News:

  • Want your business to be the top-listed Media Company?

Share