Cninews

Cninews Contact information, map and directions, contact form, opening hours, services, ratings, photos, videos and announcements from Cninews, Media, bhadrak, .

06/01/2026

ଜିଲ୍ଲା ମହୋତ୍ସବ ନେହେରୁ ଷ୍ଟାଡିୟମ୍ ରେ ଅନୁଷ୍ଟିତ ହେବ "ଭଦ୍ରାୟଣୀ" 2026
#ଭଦ୍ରକ Bhadrak Police

02/01/2026

Bhadrak ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ପାଇଁ ଜିଲ୍ଲାପାଳ,ଭଦ୍ରକ ଙ୍କ ବାର୍ତ୍ତା।

#ଭଦ୍ରକ Bhadrak Police District Administration,Bhadrak

28/12/2025

ଭଦ୍ରକ - SBD INTERNATIONAL SCHOOL ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି !!!

#ଭଦ୍ରକ

27/12/2025

ଭଦ୍ରକ ରେ ଗର୍ଜିଲା ରାଜ୍ୟ କଂଗ୍ରେସ ଟିମ
ଭଦ୍ରକ ଚାନ୍ଦବାଲି - କୁନି ଝିଅ ପରିବାର କୁ ଭେଟିଲେ ରାଜ୍ୟ କଂଗ୍ରେସ ଟିମ ଏହା ସହ ଭଦ୍ରକ ଏସପି କୁ ଭେଟି ଆଲୋଚନା କଲେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ଓ ସରକାର ଙ୍କ କତି ଦାବୀ ରଖିଲେ କୁନି ଝିଅ ପରିବାର କୁ ପଚାଶ ଲକ୍ଷ ଟଙ୍କା ଦିଆଯାଉ !


#ଭଦ୍ରକ Bhadrak Police

24/12/2025

#ଦୋଷୀ #ଙ୍କୁ #ଫାଶୀ #ଦିଆଯାଉ #ଭଦ୍ରକ #ପୌରପାଳିକା #ଅଧକ୍ଷ #ଗୁଲମୁକ୍କୀ #ହବିବ !
ପୁଣି ନରପିଶାଚ ପଞ୍ଝାରେ ବଳି ପଡ଼ିଲା ନାବାଳିକା, ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଭଦ୍ରକ ଚାନ୍ଦବାଲିରେ ଉତ୍ତେଜନା ପରେ ଭଦ୍ରକ ପୌରପାଳିକା ଅଧକ୍ଷ ଗୁଲ ମୁକ୍କୀ ହବିବ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ ଦୋଷୀ ଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନହଲେ ଆଗାମୀ ଦିନରେ ରାଜ ରାସ୍ତାରେ ନିଆଁ ଜଳିବ ସହ ରାଜରାସ୍ତ ଅବରୋଧ ହବ
Bhadrak Police

21/12/2025

Press Meet -ଭଦ୍ରକ ଜିଲ୍ଲା କଂଗ୍ରେସ ନେତା ଅସିତ୍ ପଟ୍ଟନାୟକ (ବୁଲୁ)

19/12/2025

ଜ୍ୟୋସ୍ନାରାଣୀ ପାଢ଼ୀ ଙ୍କର ୪୬ତମ୍

ଶୁଭ ଜନ୍ମଦିନ ଉତ୍ସବ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ

18/12/2025

ଏଥର ଜମିବ ବାଣିଜ୍ୟ ମେଳା ଭଦ୍ରକ ବାଣିଜ୍ୟ ମେଳା-୨୦୨୫

ତା -୨୪.୧୨.୨୦୨୫ ଠାରୁ ୩୦.୧୨.୨୦୨୫ ପର୍ଯ୍ୟନ୍ତ
ସାମରାଇପୁର ( ନାୟାର୍ ପେଟ୍ରୋଲ ପମ୍ପ ସମ୍ମୁଖ), ଆରଡ଼ି ରୋଡ଼, ଭଦ୍ରକ,

18/12/2025

ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ଜିଲ୍ଲା କଂଗ୍ରେସ କମିଟି l

🚨 In any emergency, don’t panic — just dial!📞 ERSS (All-in-One Emergency): 112👩‍🦰 Women’s Safety Helpline: 181🚦 Traffic ...
17/12/2025

🚨 In any emergency, don’t panic — just dial!

📞 ERSS (All-in-One Emergency): 112
👩‍🦰 Women’s Safety Helpline: 181
🚦 Traffic Helpline: 1095
💻 Cyber Crime & Fraud: 1930
👶 Child Helpline: 1098
👴 Senior Citizen Helpline: 14567

These aren’t just helplines — they’re lifelines.
Odisha Police — Always by your side. 💙

17/12/2025

Bhadrak -ଜିଲ୍ଲାପାଳ କାର୍ଯ୍ୟାଳୟ ଆସିଲେ ସାଇକେଲ ରେ
Bhadrak Police District Administration,Bhadrak

14/12/2025

ST. XAVIER'S HIGH SCHOOL
30th Annual Day Celebration
District Administration,Bhadrak Bhadrak Police

Address

Bhadrak

756100

Alerts

Be the first to know and let us send you an email when Cninews posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Cninews:

  • Want your business to be the top-listed Media Company?

Share