Mo Tv Odia

Mo Tv Odia Contact information, map and directions, contact form, opening hours, services, ratings, photos, videos and announcements from Mo Tv Odia, News & Media Website, .

All types of information and news videos post this page every day....all types of earning related govt scheme and govt jobs related post this page .... please follow our page and share this

01/09/2022

ନୁଆଁଖାଇ ଆଏଲାନେ ....

ଜୁନାଦିନର ଜୁନାରାତିର ପୁରନା ଅଂଧାର ଗଲାନେ
ଗଲାନେ ରେ ଗଲାନେ
ଡଂଗର ତଲେ କୁଆଁ କୁଆଁ ନୁଆଁ ବେଲ୍ ଉଦଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।

ପଂଗ୍‌ପଂଗାନୁ ମାହାଜନ ଦଦା ଧାନ ଡୁଲିକେ ଗଲାନେ
ଗୁରସ୍‌ ରୁକି ନୁଆଁଧାନକେ ଲୋକକେ ବାହାଁଟି ବସଲାନେ
ଧାଡ଼ି ଧାଡ଼ି ଲୋକ ଲମିଛନ
ନୁଆଁଧାନ ମାଂଗି ଆନୁଛନ
ସାଗୁଆ କଛାର ନଂଧିର ପାନି ଝଲ୍‌ମଲ୍‌ ହେଇ ଦିଶଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।

ଗାଧି ଆସମା ମୁଁଡ଼ ଛଡ଼େଇ ହରଡା ବେହେରା ଅଁଲାନେ
ଧାନ ଆନିକରି ରଖିଦେମା ସୁଂଦରା ନୁଆଁ କୁଲାନେ
କେତେ ସରଦା ଗିରଦା ମନେ
ନାଚିଉଠୁଛନ ଛୁଆମନେ
ନୁଆଁ ଅଂଗଛି, ନୁଆଁ କରିଆ, ନୁଆଁ ବସତର ହେଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।

କାଁଥି କାଁଥିନେ କେତେ ଚିତର ଭରତି ହେଲା ଫୁଲେନେ
ବୁଢ଼ିମାଁ ବିଚରି ଫୁଲ ଫୁଟାଲା ସେନ୍‌ହ ସରଦାର ସୁରେନେ
ହଁସି ଉଠଲେ ଦେ'ଦେବତା
ଖୁଲ୍‌ଖୁଲି ଗଲା ଧରତି ମାତା
ଯେନ୍‌ ରହିଥଉ ଯେନ୍‌ଯେନ୍‌ ଠାନେ କୁଟେ ଜମା ଗୁଟେ ହେଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।

କୁରେପତରେ ନୁଆଁ ଅରନର ଥୁରେଗୁରେ କାହିଁନେ
ଚଘେଇଦେମା ଦେପତା ଶାଲେ ଶାଂତି ଶିତଲ ଧିଆନେ
ବଲୁଥିବା ଭକତିର ବତି
ସବକରମନେ ଥିବା ପୀରତି
ନୁଆଁଅରନ ଖେଇ ଯୁହାର ଭେଟ୍ ହେମା ଘରେ ଦୁଆରେ ଖୁଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।

https://youtu.be/ET5YrNjZAcw
15/08/2021

https://youtu.be/ET5YrNjZAcw

life is strange,life is about moments,life is good,what is life about,is,life is strange 3,what is life,what is life about speech,future life is good,life is...

13/08/2021
25/03/2020

କରୋନା ଭୂତାଣୁ କବିତା

24/03/2020

karona bhutanu kabita

02/03/2020

joutuk sambalpuri kabita kabi sunil kumar sahu

23/02/2020

website. https://saraswatahwan.blogspot.com/?m=1

କବିତା.. (ମୁଇଁ ତୋର ଝି)
କବି-ଦୁଃଶାସନ ରଣା
ଗ୍ରା.ଦେଉଳି,ପୋ.ନୁଆପାଲି,ଜି. ବୌଦ୍ଧ

ଜନମ୍ ପରେ ଦେବୁ ମତେ ମୁଇଁ ତର୍ ଝି,
କାଏଁ ହେଲାଯେ ମାଁ ଗୋ ମତେ କରୁଛୁ ତୁଇ ଛି ।
ତୁଇ ପରେ ମତେ ପାଲ୍‌ବୁ ପୁସ୍‌ବୁ ତୁଇ ମୋର୍ ମାଁ,
ତୁଇ ନିକଲେ ଆହା ମତେ କିଏ ହେବା ଆର୍ ସାହା ।
ମୁଇଁ ପରେ ମାଁ ଗୋ ତୋର୍ ରକତ୍‌ ଥି ଗଢା,
ମନ୍‌କେ ଦୁଖ୍ କରି କରି ତୋର୍ ଦୁଖ୍ ନାଇଁ ବଢା ।
ଝି ଜନମ୍ ହେବା ବୋଲି କରୁଛୁ କେତେ ଦୁଖ୍,
ଜନମ୍ ଦେ ଥରେ ମତେ ଆନିଦେମି ସବୁ ସୁଖ୍ ।
ଲୁକର୍ କଥା ଧରିକରି ନାଇଁ ମାର୍‌ଗୋ ମତେ,
ପେଟ୍ ଭିତ୍‌ରେ ଥାଇକରି ମୁଇଁ ଜୁହାର୍ କରୁଛେଁ ତତେ ।

Address


Alerts

Be the first to know and let us send you an email when Mo Tv Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mo Tv Odia:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share