Omkar Odia

Omkar Odia This is a odia multi content channel. most of our video conains musical content . we also upload loc

20/10/2025

ବଡ଼ ବଡ଼ିଆ ହୋ..... ଗଙ୍ଗା ଯା ଗୟା ଯା l ଆଜିର ସୁଵିଚାର

19/10/2025

SI ଚାକିରୀ ଗୋଟାକ ୨୫ ଲକ୍ଷ l ଏ ମହା ଦୁର୍ନୀତିରେ କାହାର ହାତ l

16/10/2025

ଫେମସ ହିରୋଇନଙ୍କୁ ହତ୍ୟା l ପାପକେବେ ଲୁଚେନା l ଧରାପଡ଼ିଲା ରକ୍ତପିପାସୁ l

16/10/2025

ସମୟକୁ ନେଇ ସମ୍ପର୍କ ବଦଳି ଯାଏ l ଆଜିର ସୁଵିଚାର l

15/10/2025

ରାସନ କାର୍ଡ ଧାରିଙ୍କପାଇଁ ଖୁସି ଖବର l ଏଥର ମୁଣ୍ଡପିଛା ୧୦ କେଜି ଚାଉଳ ପାଇବେ l

15/10/2025

ହାର୍ଦିକ ପାଣ୍ଡିଆ ଏବେ ପଡିଛନ୍ତି ମହିକାଙ୍କ ପ୍ରେମରେ l ଦୁହିଁଙ୍କ ପ୍ରେମରେ ବନ୍ଧ ବାଡ଼ ଭଂଗିଲାଣି l

14/10/2025

ଚନ୍ଦ୍ରରେ ତିଆରିହେବ ଘର l ଏହା ଆଶ୍ଚର୍ଯ୍ୟ ହେଲେବି ସତ l

14/10/2025

ଆଫଗାନିସ୍ତାନ ମନ୍ତ୍ରୀ ଭାରତରେ ମହିଳାଙ୍କ ପ୍ରତି ତାଲିବାନୀନୀତି ପ୍ରୟୋଗ କଲେ l ତାତିଲେ ଭାରତବାସୀ l

13/10/2025

ଭୋଜି ବାସ୍ନାରେ ବାଘ ମାଡିଆସିଲା l

13/10/2025

ଦୁଇ ନାବାଳକ ଗଣ୍ଡରେ ଧରାଧରି ହେଇ ବୁଡ଼ିଗଲେ l

13/10/2025

ଧର୍ମ କଲେ ଦେବ ଦର୍ଶନର ଫଳ ମିଳେ l

12/10/2025

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ l ମମତା ସରକାରର ରାକ୍ଷସ ଶାସନ l

Address


Website

Alerts

Be the first to know and let us send you an email when Omkar Odia posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share