Jamankira Tv

Jamankira Tv ଜମନକିରା ବ୍ଲକ ଅଞ୍ଚଳ ର ଖବର ଆପଣ ମାନେ ଇ page ରେ ପାଇ ପାର୍ବେ ..

ଆଏଜ୍ ମାଁ ତୋର୍ ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନ୍ ଜମନକିରା ତରଫନୁ କୁଚିଣ୍ଡା ଉପ ଜିଲ୍ପାପାଲ୍ ଶ୍ରୀ ହେମସାଗର ଭୋଇ ଙ୍କୁ ଆସୁଥିବାର ନୂଆ...
11/09/2024

ଆଏଜ୍ ମାଁ ତୋର୍ ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନ୍ ଜମନକିରା ତରଫନୁ କୁଚିଣ୍ଡା ଉପ ଜିଲ୍ପାପାଲ୍ ଶ୍ରୀ ହେମସାଗର ଭୋଇ ଙ୍କୁ ଆସୁଥିବାର ନୂଆଁଖାଇ ଭେଟ୍ ସେପ୍ଟେମ୍ବର ୧୪ ଆର୍ ୧୫ ,୨୦୨୪ ଲାଗି ନିୟୁତା ଦିଆଗଲା 💐💐💐🥰🥰🥰🎉🎉

ମାଁ ତୋର୍ ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନ ଜମନକିରା ତରଫନୁ ଓଡିଶା ରାଜସ୍ବ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୁ...
11/09/2024

ମାଁ ତୋର୍ ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନ ଜମନକିରା ତରଫନୁ ଓଡିଶା ରାଜସ୍ବ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଙ୍କୁ ଆସୁଥିବାର୍ ସେପ୍ଟେମ୍ବର ୧୪ ଆର୍ ୧୫ ,୨୦୨୪ ଲାଗି ନିୟୁତା ଦିଆଗଲା 💐💐💐🥰🥰🥰🎉🎉

ମାଁ ତୋର୍ ସାହାରା ପରିବାର (ସାଂସ୍କୃତିକ ଅନୁଷ୍ଠାନ) ନୂଆଁଖାଇ ଭେଟ୍ ଘାଟ୍ ଜମନକିରା ତରଫନୁ ଓଡିଶା ସାମ୍ୱାଦିକ ୟୁନିଅନ୍ (OUJ) ରାଜ୍ୟ କାର୍ଯ୍ୟ...
11/09/2024

ମାଁ ତୋର୍ ସାହାରା ପରିବାର (ସାଂସ୍କୃତିକ ଅନୁଷ୍ଠାନ) ନୂଆଁଖାଇ ଭେଟ୍ ଘାଟ୍ ଜମନକିରା ତରଫନୁ ଓଡିଶା ସାମ୍ୱାଦିକ ୟୁନିଅନ୍ (OUJ) ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ସଚିକାନ୍ତ ସାହୁ ଆଉ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଅମୂଲ୍ୟ ରଞ୍ଜନ ସ୍ବାଇଁ ସାଙ୍ଗେ ଜମନକିରା ଶାଖା ର ସଭାପତି ଶ୍ରୀ ରାଜେନ୍ଦ୍ର ନାୟକ ସାଙ୍ଗେ ସମସ୍ତ ସଦସ୍ୟ ଙ୍କୁ ନିୟୁତା ଦିଆଗଲା 💐💐💐🥰🥰🥰🎉🎉

ଆସିଗଲା ସେ ସାମୀୟା.... ସବୁ ବରସ ଲେଖେ ଇ ବରସ ବି ଦୁଲ୍ କିଯିବା ଆମର୍ ଜମନକିରା... ଫେର୍ ଘାଏ ଥରେ... ଦେଖୁ ଦେଖି ପାଞ୍ଚ ନମର୍ ବରସ ହେଇଗଲା.....
28/08/2024

ଆସିଗଲା ସେ ସାମୀୟା.... ସବୁ ବରସ ଲେଖେ ଇ ବରସ ବି ଦୁଲ୍ କିଯିବା ଆମର୍ ଜମନକିରା... ଫେର୍ ଘାଏ ଥରେ... ଦେଖୁ ଦେଖି ପାଞ୍ଚ ନମର୍ ବରସ ହେଇଗଲା.. ମାଁ ର ଆଶୀର୍ବାଦ ସାଙ୍ଗେ..ଆସୁନ ସଭେ ମିସିକରି ଆମର ନୂଆଁଖାଇ ଭେଟ ଘାଟ ଜମନକିରା ୨୦୨୪ କେ ଜୋରଦାର ମନାମା.. ସେପ୍ଟେମ୍ବର୍ ୧୪ ଆର୍ ୧୫... ଶନିବାର ଆର୍ ରଏବାର୍.. ବେଲବୁଡେ ଠିକ୍ ୭ ବକେ... ଦୁଇ ଦିନିଆ ହେବା ... ସଭେ ଗାମଛା ଭିଡିଥ 🥰🥰🥰🙏🙏🙏🙏💐💐💐 ନିୟୁତା ରହେଲା.. ଆଏବ ସଭେ.. ଟାକିଥିମୁ.. ଆପଣଙ୍କର ନିଜର ପରିବାର ମା ତୋର ସାହାରା ପରିବାର୍ 🙏🙏🙏🙏🙏🙏💐💐💐💐💐💐💐

ମାଁ ଙ୍କର୍ ଆଶୀର୍ବାଦ୍ ଆର୍ ଆପଣ ମାନକର୍ ଭଲ୍ ପାଏବାର୍ ମତେ ଗୁଟେ ନୁଆ ଜନମ୍ ଦେଇଛେ, ମୁଇ ଆପଣ ମାନ୍ କର୍ ରୁଣି ରହେମି ଜୀବନ ଭର୍ ଲାଗି 🙏🙏🙏🙏.....
11/07/2024

ମାଁ ଙ୍କର୍ ଆଶୀର୍ବାଦ୍ ଆର୍ ଆପଣ ମାନକର୍ ଭଲ୍ ପାଏବାର୍ ମତେ ଗୁଟେ ନୁଆ ଜନମ୍ ଦେଇଛେ, ମୁଇ ଆପଣ ମାନ୍ କର୍ ରୁଣି ରହେମି ଜୀବନ ଭର୍ ଲାଗି 🙏🙏🙏🙏.. ଆଉ ମୋର୍ ଆଉ ଆପଣ ମାନ୍ କର୍ ନିଜର୍ ମେଲୋଡି ଗ୍ରୁପ୍ MAA TOR SAHARA MELODY ଫେର୍ ଘାଏ ଆପଣଙ୍କର୍ ପାକ୍କେ ଦମ୍ ଦାର୍ ଯୋସ୍ ସାଙ୍ଗେ ଫେର୍ ଘାଏ ଇ ବରସ୍ ଆସୁଛେ.. ସେଇ ଯୋସ୍ ସେଇ ଯୁନୁନ୍ କେ ସାଙ୍ଗେ ନେଇକରି...ତ ସଭେ READY ତ?????

02/10/2023

ରାସ୍ତା ହେଲା ଜାମ... ପଥର ମାରିଦେଲେ ଅଯାନତ୍ ଲୋକ୍ ମାନେ... ଆମେ ନାଇ ଛାଡ଼ୁ ରାସ୍ତା କହେଲେ ଡ୍ରାଇଭର ମାନେ.. କୁରେଇବାହାଲ.. ଜମନକିରା।

24/06/2023

ଯଦି ଏନ୍ତା ସବୁ ସବୁ ଦିନ ଜମନକିରା ଲାଇନ୍ କଟା ଯିବା ତ ଆଗ୍ କେ ଆମେ ଭାବି ନେଉ ଯେ ବର୍ଷା ଦୁଇ ମାସ ପୁରା ସବୁଦିନ କଟବା...ଜମନକିରା ଗ୍ରିଡ ରେ ଇ ତାର ଉତ୍ତର ମାଗିକେ ପଡବା???

20/05/2023

ଷ୍ଟକ ସରିଯାଇଛେ, ୭ ଦିନ ଭିତରେ ଫେର ପେଟ୍ରୋଲ, ଡିଜେଲ ମିଲବାର ଆରମ୍ଭ ହେଇଜିବା, ଜମନକିରା ପେଟ୍ରୋଲ ପମ୍ପ, SAGAR FUEL..

Plse Follow our Channel 🙏🙏😊😊

16/03/2023

ଆଜିର ପିଢ଼ି କେ ଭାବିକରି ଇ T-SHIRT PRINTING ଦୁକାନ ଖୁଲିଛେ . ଯେନ୍ତା ଭବିଷ୍ୟତ ରେ କାହାକେ ଅସୁବିଧା ନି ହେବା. ଲୁମେଷ ବେହେରା.. ଜମନକିରା

16/03/2023

ଦୁଇ ଦିନ ହେଇଗଲା, ଯଦି ନି ସୁନଲେ ସରକାର ଆମର କଥା, ଆମର ମାଏଝି ମାନଙ୍କୁ ଡାକମୁ ଇ ନେ ରାନ୍ଧମୁ, ଖାଏମୁ ଆଉ ଯାଯାବର ମାନଙ୍କର ଲେଖେ ପଡିଥିମୁ ଅନିର୍ଦ୍ଧିଷ୍ଟ କାଳ ଲାଗି

15/03/2023

ମତେ ତ ଛାଡ଼ି ଦିଅ, ସରକାର କେ କହ ମୁଇଁ କାଣା କଲି ତମର
ଜମନକିରା

Address


Alerts

Be the first to know and let us send you an email when Jamankira Tv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jamankira Tv:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share