15/08/2025
କି ଭାଷା କହୁଛନ୍ତି ଏ ସରକାରୀ ଅଧିକାରୀ 😱🤬🤬
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଉପରେ ସରକାରୀ ଅଧିକାରୀଙ୍କ ଜୁଲୁମ୍। ଅକଥନୀୟ ଶବ୍ଦ ସହ ଧମକାଇବାକୁ ପଛ ଘୁଞ୍ଚା ଦେଉନାହାନ୍ତି ଅଧିକାରୀ। ଭତ୍ତା ବନ୍ଦ, ଚାଉଳ ବନ୍ଦ କରିବାର ଦେଇଗଲେ ଧମକ।