Rourkela One

Rourkela One ଗଠନ ମୂଳକ ଆଲୋଚନା କରି ରାଉରକେଲା ଉନ୍ନତି ରେ ସହଭାଗିତା କରିବା ହେଉଛି ଆମର ମୂଳ ଲକ୍ଷ୍ୟ ।

Celebrate Freedom & Divinity with Mattress Gallerie! ✨🛏️ This 15th August & Janmashtami, enjoy: 🎉 Flat 50% OFF on all ma...
15/08/2025

Celebrate Freedom & Divinity with Mattress Gallerie! ✨🛏️ This 15th August & Janmashtami, enjoy: 🎉 Flat 50% OFF on all mattresses 🎁 FREE 2 Pillows with every mattress
🌟 On purchases above ₹28,000 MRP:
2 Pillows
1 Foot Mat
1 Mattress Protector — ALL FREE!
Sleep like royalty this festive season. Offer valid for a limited time—don’t miss out!

୭୯ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଅଲୋକମାଳାରେ ସୁସଜ୍ଜିତ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ।
14/08/2025

୭୯ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଅଲୋକମାଳାରେ ସୁସଜ୍ଜିତ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ।

13/08/2025

ପୂର୍ବ ଶତ୍ରୁତାକୁ ନେଇ ଆମ୍ବାଗାନ ନିକଟସ୍ଥ ରାସ୍ତାରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଓ ପରେ ମାଡପିଟ। ଜଣେ ଆହତ ଏବଂ ଜଣେ ମୃତ ।

ଏହି ଝଗଡ଼ାରେ ଟେଲିଫୋନ୍ ଭବନ ସେକ୍ଟର 6 ନିକଟସ୍ଥ ବିବେକାନନ୍ଦ ପାଲି ବସ୍ତିର ଜଣେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ପରେ ତାଙ୍କୁ ତୁରନ୍ତ IGH ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ସେଖ ଲାଲ୍ଟୁ l ମୁଣ୍ଡରେ ଗଭୀର ଆଘାତ ଓ ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ମୃଟ୍ୟୁ ଘଟିଥିବାର ସୂଚନା ।

ମୃତ୍ୟୁ ଖବର ପାଇ, ଉତ୍ତେଜିତ ଲୋକ ମାନଙ୍କ ଦ୍ଵାରା ବହୁ ଗାଡ଼ି ଭଙ୍ଗା ରୁଜା । ବସ୍ତିରେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଉତ୍ତେଜନା କୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ।
NC: Surjeet Nanda


Share & Stay Updated

ରାଉରକେଲା ର ଅଗ୍ରଣୀ ସଂଗଠନ ସ୍ୱାଭିମାନୀ ଓଡ଼ିଆ ଆନୁକୁଲ୍ୟରେ "ମୁଁ ବି ନେତା ହେବି ନାମକ" ଏକ ଡିବେଟ ବା ବିତର୍କ ପ୍ରତିଯୋଗିତାର ପ୍ରାଥମିକ ରାଉ...
12/08/2025

ରାଉରକେଲା ର ଅଗ୍ରଣୀ ସଂଗଠନ ସ୍ୱାଭିମାନୀ ଓଡ଼ିଆ ଆନୁକୁଲ୍ୟରେ "ମୁଁ ବି ନେତା ହେବି ନାମକ" ଏକ ଡିବେଟ ବା ବିତର୍କ ପ୍ରତିଯୋଗିତାର ପ୍ରାଥମିକ ରାଉଣ୍ଡ ଆୟୋଜିତ ହୋଇ ଯାଇଛି, ଯାହାର ବିଷୟବସ୍ତୁ ଥିଲା "ମୋ ସ୍ବପ୍ନ ର ରାଉରକେଲା" l ଏହି ପ୍ରତିଯୋଗିତାରେ ୬୦ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଭାଗନେଇ, ନିଜର ପ୍ରିୟ ସହର ରାଉରକେଲାର ଭବିଷ୍ୟତ ପାଇଁ ସେମାନଙ୍କର ସ୍ୱପ୍ନ, ଧାରଣା ଏବଂ ଆକାଂକ୍ଷା ପ୍ରକାଶ କରି କାର୍ଯ୍ୟକ୍ରମଟିକୁ ସଫଳ ମଣ୍ଡିତ କରିଥିଲେ l ବିଚାରକ ମଣ୍ଡଳୀଙ୍କ ଦ୍ୱାରା ସର୍ବଶ୍ରେଷ୍ଠ ୧୪ ଛାତ୍ର ଛାତ୍ରୀ ଙ୍କୁ ମନୋନୟନ କରାଯାଇଛି l ଏହି ଛାତ୍ରଛାତ୍ରୀ ମାନେ ଆସନ୍ତା ଅଗସ୍ତ ୧୭ ତାରିଖ, ରବିବାର ଦିନ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ଭାଗ ନେଇ ନିଜ ଦକ୍ଷତାକୁ ପ୍ରତିପାଦନ କରିବେ l ବିଜୟୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପୁରସ୍କାର ୧୦,୦୦୦, ଦ୍ଵିତୀୟ ପୁରସ୍କାର ୫୦୦୦, ତୃତୀୟ ପୁରସ୍କାର ୨୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ସ୍ୱାଭିମାନୀ ଓଡ଼ିଆର ସଦସ୍ୟ ବୃନ୍ଦ ସୂଚନା ଦେଇଛନ୍ତି l ସ୍ୱାଭିମାନୀ ଓଡ଼ିଆ ତରଫରୁ ଅଶେଷ ମହାନ୍ତି, ରାଜୀବ ପ୍ରତିହାରୀ, ଆଶିଷ ଦାସ , ପ୍ରଣୟ ନାୟକ, ବାବୁ ଭୂତିଆ, ସୁଶାନ୍ତ ରାଉତ, ରଞ୍ଜନ ମହାନ୍ତି, ବିକନ ବଳ, ସଂଜିତ ଛୋଟରାୟ, ବିଶ୍ୱରଂଜନ ଦାସ, ଦୁଷ୍ମନ୍ତ ରାଉତରାୟ, ଦେବବ୍ରତ ନାୟକ ଓ ଅଭିଜିତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ବେଆଇନ ବନ୍ଧୁକ ଚୋରା ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତ ରାଜେଶ ସାହୁ (ଘର-ବିହାର)ଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ପୋଲିସ ତାଙ୍କ ନିକଟରୁ 1...
08/08/2025

ବେଆଇନ ବନ୍ଧୁକ ଚୋରା ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତ ରାଜେଶ ସାହୁ (ଘର-ବିହାର)ଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ପୋଲିସ ତାଙ୍କ ନିକଟରୁ 10ଟି ପିସ୍ତଲ, 7ଟି ମାଗାଜିନ୍ ଏବଂ 6ଟି ଜୀବନ୍ତ ଗୁଳି ଜବତ କରିବା ସହ ମାମଲାର ତଦନ୍ତ ଜାରି ରଖିଛି। ଗତ ବର୍ଷ ଅକ୍ଟୋବର ମାସ ଠାରୁ ବେଆଇନ ବନ୍ଧୁକ ଚୋରା ଚାଲାଣ କରୁଥିବା ଅପରାଧୀଙ୍କ ବିରୁଦ୍ଧରେ ରାଉରକେଲା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭିନ୍ନ ଥାନାରେ ଅଦ୍ୟାବଧି 13 ମାମଲାଟି ମାମଲା ରୁଜୁ ହୋଇଥିବାବେଳେ 52 ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ 27ଟି ବନ୍ଧୁକ ଜବତ କରାଯାଇଛି।

Share & Stay Updated

07/08/2025

ରାଉରକେଲା ରେଳ ଷ୍ଟେସନରେ ଦାଦାଗିରି । ଅଫିସ ଭିତରେ ପଶି ଷ୍ଟେସନ ମାଷ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଲେ ଅଣ ସିକୃତି ପ୍ରାପ୍ତ ରେଳ ବ୍ୟବସାୟୀ । ରେଳ ଷ୍ଟେସନ ରେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ । ରାଉରକେଲା ରେଳ ଷ୍ଟେସନ ରେ ଘଟିଛି ଏହି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାଉରକେଲା ରେଳ ଷ୍ଟେସନ ରେ କିଛି ଅଣ ଶିକୃତିପ୍ରାପ୍ତ ବ୍ୟବସାୟୀ ଙ୍କୁ ଷ୍ଟେସନ ମାଷ୍ଟର ବାରଣ କରିବା ସଂଗେ ସଂଗେ ଚେତାବନୀ ଦେଇ ତାଙ୍କ ଠାରୁ ନିମ୍ନ ମାନର ଖାଦ୍ୟ ପଦାର୍ଥ ଜବତ କରି ରଖି ଦେଇଥିଲେ । ଆଜି ସେମାନେ ସଂଗବଦ୍ଧ ହୋଇ ଷ୍ଟେସନ ମାଷ୍ଟରଙ୍କ ଅଫିସ ଭିତରେ ପଶି ଅତର୍କିତ ଆକ୍ରମଣ କରିଥିଲେ । ଷ୍ଟେସନ ମାଷ୍ଟର ଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଛାଡି ଦେଇଛନ୍ତି । ଖବର ମୁତାବକ ନବ ନିଯୁକ୍ତ ଷ୍ଟେସନ ମାଷ୍ଟର ଲକ୍ଷ୍ମୀଧର ତ୍ରିପାଠୀ ଆସିବା ପାର ଠାରୁ ଅଣ ସିକୃତିପ୍ରପ୍ତ ଭେଣ୍ଡର ମାନଙ୍କୁ ଷ୍ଟେସନରୁ ବାହାର କରିବା ସହିତ କଡାକଡି ଚେକିଂ ଜାରି ରଖିଛନ୍ତି । ତେବେ ଏହି ଘଟଣା ଙ୍କୁ କେନ୍ଦ୍ର କରି କିଛି ଅବୈଧ ଭେଣ୍ଡର ଆଜି ଷ୍ଟେସନ ମାଷ୍ଟରଙ୍କ ଅଫିସ ଭିତରକୁ ପଶି ତାଙ୍କୁ ମାଡ଼ ମାରିଛନ୍ତି । ତେବେ RPF ର ଉପସ୍ଥିତିରେ ରାଉରକେଲା ରେଳ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ଯଦି ଏଭଳି ମାଡ ମାରିବାକୁ ସାହାସ କରାଯାଉଛି ତେବେ ଏହି ଭଳି ସାଧାରଣ ଯାତ୍ରୀ ଓ ଅଞ୍ଚଳବାସୀ କେତେ ସୁରକ୍ଷିତ ତାହା ଏବେ ବଡ଼ ପ୍ରଶ୍ନ । ଏହା ଏବେ ସମସ୍ତଙ୍କୁ ଭୟଭୀତ କରିଛି । ତେବେ ରାଉରକେଲା RPF ର ଅଣ ଶିକୃତି ପ୍ରାପ୍ତ ଭେଣ୍ଡର ମାନଙ୍କ ପ୍ରତି କୋହଳ ମନୋଭାବ ପାଇଁ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ଏନେଇ ରାଉରକେଲା GRP ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି । ଏବେ ସୁଦ୍ଧା ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି GRP ପୋଲିସ ।

Share & Stay Updated

* ଟିମ୍ ଇଣ୍ଡିଆର ବଡ଼ ବିଜୟ* ଶେଷ ଟେଷ୍ଟରେ ଭାରତର ୬ ରନରେ ବିଜୟ* ୨-୨ରେ ସିରିଜ୍ ଡ୍ର
04/08/2025

* ଟିମ୍ ଇଣ୍ଡିଆର ବଡ଼ ବିଜୟ
* ଶେଷ ଟେଷ୍ଟରେ ଭାରତର ୬ ରନରେ ବିଜୟ
* ୨-୨ରେ ସିରିଜ୍ ଡ୍ର

ପ୍ଲାଣ୍ଟସାଇଟ୍ ଥାନା ପୋଲିସ ତିନିଟି ମୋଟରସାଇକେଲ ଚୋରି ଘଟଣାରେ  ସଫଳତା ପାଇବା ସହିତ ଅଭିଯୁକ୍ତ ଟିଙ୍କୁ ସାହୁଙ୍କୁ ମଧୁସୂଦନପଲ୍ଲୀରୁ ଗିରଫ କରି...
03/08/2025

ପ୍ଲାଣ୍ଟସାଇଟ୍ ଥାନା ପୋଲିସ ତିନିଟି ମୋଟରସାଇକେଲ ଚୋରି ଘଟଣାରେ ସଫଳତା ପାଇବା ସହିତ ଅଭିଯୁକ୍ତ ଟିଙ୍କୁ ସାହୁଙ୍କୁ ମଧୁସୂଦନପଲ୍ଲୀରୁ ଗିରଫ କରିଛି । ଟିଙ୍କୁ ନିକଟରୁ ତିନିଟି ମୋଟରସାଇକେଲ ଜବତ କରାଯାଇଛି ।

Plantsite PS has successfully detected three nos. of motorcycle theft cases and apprehended accused Tinku Sahoo at Madhusudanpalli near Talab and also seized three nos. of motorcycle from him.


Share & Stay Updated

Where heritage meets celebration – Cuttack Station Shines this Ganesh Puja at Rourkela by Akhandalamani Ganesh Puja Comm...
03/08/2025

Where heritage meets celebration – Cuttack Station Shines this Ganesh Puja at Rourkela by Akhandalamani Ganesh Puja Committee, DAV Chowk, Basanti Colony, Rourkela.


Share & Stay Updated

ରାଉରକେଲାର ଅଗ୍ରମୀ ସଂଗଠନ  #ସ୍ୱାଭିମାନୀ_ଓଡ଼ିଆ ପକ୍ଷରୁ ଏକ ଆନ୍ତଃକଲେଜ ଡିବେଟ ବା ବିତର୍କ ପ୍ରତିଯୋଗିତା ଆସନ୍ତା ୧୭ ଅଗଷ୍ଟରେ ହେବାକୁ ଯାଉଛି...
02/08/2025

ରାଉରକେଲାର ଅଗ୍ରମୀ ସଂଗଠନ #ସ୍ୱାଭିମାନୀ_ଓଡ଼ିଆ ପକ୍ଷରୁ ଏକ ଆନ୍ତଃକଲେଜ ଡିବେଟ ବା ବିତର୍କ ପ୍ରତିଯୋଗିତା ଆସନ୍ତା ୧୭ ଅଗଷ୍ଟରେ ହେବାକୁ ଯାଉଛି, ଯାହାର ବିଷୟବସ୍ତୁ ବା ଟପିକ ହେଲା #ମୋ_ସ୍ବପ୍ନର_ରାଉରକେଲା l ଇଛୁକ ଛାତ୍ର ଛାତ୍ରୀ ମାନେ ଏହି ପ୍ରତିଯୋଗୀତାରେ ଭାଗନେଇ ଜଣେ ଭଲ ବକ୍ତା ଭାବେ ନିଜକୁ ପ୍ରମାଣ କରିବା ସହ ୧୦ହଜାର ୫ ହଜାର ଅବା ୨୦୦୦ ଟଙ୍କା ସହ 🏆ଟ୍ରଫି ଜିତିବାର ସୁଯୋଗ ଲାଭ କରନ୍ତୁ l ଦିଆଯାଇଥିବା ନମ୍ବର ରେ କଲ କରି ଅଗଷ୍ଟ ୮ତାରିଖ ପୂର୍ବରୁ ନିଜ ନାଁ କୁ ରେଜିଷ୍ଟର କରିବାକୁ ଭୁଲିବେନି, ରେଜିଷ୍ଟ୍ରେସନ ସମ୍ପୂର୍ଣ ମାଗଣା l

An inter-college debate competition is going to be held on August 17th, organized by Rourkela-based Organization "𝐒𝐰𝐚𝐛𝐡𝐢𝐦𝐚𝐧𝐢 𝐎𝐝𝐢𝐚." The topic of the debate is "𝐌𝐨 𝐒𝐰𝐚𝐩𝐧𝐚 𝐑𝐚 𝐑𝐨𝐮𝐫𝐤𝐞𝐥𝐚." Interested students can participate in the competition, prove themselves as excellent speakers, and stand a chance to win ₹10,000, ₹5,000, or ₹2,000 along with a trophy 🏆.

Don’t forget to register your name by calling the provided number before August 8th. Registration is completely free !

Contact : 9861267687, 9861273973, 7735589877


Share & Stay Updated

Rourkela’s most spectacular Ganesh Puja Pandal of this year is yet to be ready to dazzle.
31/07/2025

Rourkela’s most spectacular Ganesh Puja Pandal of this year is yet to be ready to dazzle.

30/07/2025

ରେଲୱେ ପାର୍କିଂ ଟେଣ୍ଡର ପାଇଥିବା ଠିକାଦାର ଙ୍କୁ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସିଧା ସିଧା ଚେତାବନୀ "ରାଉରକେଲା ରେ ଚଳିବନି ଦାଦାଗିରି" l ରେଲୱେ ପାର୍କିଂ ଫି ର ବର୍ଦ୍ଧିତ ରାଶି ଏବଂ ଫି ଆଦାୟ ବେଳେ ରାଉରକେଲା ରେଲୱେ ଷ୍ଟେସନରେ ଦାଦାଗିରି ଚାଲିଥିବାର ଅଭିଯୋଗ ପାଇବା ପରେ ଷ୍ଟେସନ ମ୍ୟାନେଜର ଓ ଆରପିଏଫ ଅଧିକାରୀ ଙ୍କୁ ଭେଟିଛନ୍ତି ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ । ସିସିଟିଭି ନଲାଗିବା ପର୍ଯ୍ୟନ୍ତ ନିୟମ ବାହାରକୁ ଯାଇ ଆଦାୟ ହେଇ ପାରିବନି କୌଣସି ପେନାଲଟି କିମ୍ବା ପିକ ଆଣ୍ଡ ଡ୍ରପ ଟ୍ରାକ ରେ ପାର୍କିଂ ଫି ।


Share & Stay Updated

Address


Website

Alerts

Be the first to know and let us send you an email when Rourkela One posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rourkela One:

  • Want your business to be the top-listed Media Company?

Share