City Update Bhadrak BDK

  • Home
  • City Update Bhadrak BDK

City Update Bhadrak BDK Contact information, map and directions, contact form, opening hours, services, ratings, photos, videos and announcements from City Update Bhadrak BDK, News & Media Website, .

19/01/2026

ଭଦ୍ରକ ଜିଲ୍ଲା ମହୋତ୍ସବ-ଭଦ୍ରାୟଣୀ ୨୦୨୬ (ଜିଲ୍ଲା ମହୋତ୍ସବ,ଆତ୍ମନିର୍ଭର ସ୍ବଦେଶୀ ମେଳା,ପଲିଶ୍ରୀ ମେଳା ଓ ସୁଭଦ୍ରା ଶକ୍ତି ମେଳା)ର ପ୍ରଥମ ସନ୍ଧ୍ୟାର ଝଲକ। #ଭଦ୍ରାୟଣୀ୨୦୨୬

19/01/2026

ଭଦ୍ରକ ଜିଲ୍ଲା ମହୋତ୍ସବ-ଭଦ୍ରାୟଣୀ ୨୦୨୬।
ଜିଲ୍ଲା ମହୋତ୍ସବ,ଆତ୍ମନିର୍ଭର ସ୍ବଦେଶୀ ମେଳା,ପଲିଶ୍ରୀ ମେଳା ଓ ସୁଭଦ୍ରା ଶକ୍ତି ମେଳା
ଜାନୁୟାରୀ ୧୯ ସନ୍ଧ୍ୟାର ରେ ସଙ୍ଗୀତ ର ମୂର୍ଚ୍ଛନା
କଣ୍ଠ ଶିଳ୍ପୀ କୁମାର ବାପି
ଭୁଲିବେ ନାହିଁ। ନିଶ୍ଚିତ ଆସିବେ
ନେହେରୁ ଷ୍ଟାଡିୟମ୍,ଭଦ୍ରକ

ମାନ୍ୟବର ଅତିଥିମାନେ ବିଭିନ୍ନ ଷ୍ଟଲ ର ଉଦଘାଟନ କରିଥିଲେ।ଏହି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା।
19/01/2026

ମାନ୍ୟବର ଅତିଥିମାନେ ବିଭିନ୍ନ ଷ୍ଟଲ ର ଉଦଘାଟନ କରିଥିଲେ।ଏହି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା।

17/01/2026

ଭଦ୍ରକ ଜିଲ୍ଲା ମହୋତ୍ସବ-ଭଦ୍ରାୟଣୀ ୨୦୨୬।
ଜିଲ୍ଲା ମହୋତ୍ସବ,ଆତ୍ମନିର୍ଭର ସ୍ବଦେଶୀ ମେଳା,ପଲିଶ୍ରୀ ମେଳା ଓ ସୁଭଦ୍ରା ଶକ୍ତି ମେଳା
ଜାନୁୟାରୀ ୧୮
କଣ୍ଠ ଶିଳ୍ପୀ ସ୍ୱୟମ୍ ପ୍ରଭାସ ପାଢ଼ୀ
ଭୁଲିବେ ନାହିଁ। ନିଶ୍ଚିତ ଆସିବେ
ନେହେରୁ ଷ୍ଟାଡିୟମ୍,ଭଦ୍ରକ

17/01/2026

ଭଦ୍ରାୟଣୀ-୨୦୨୬
ଜିଲ୍ଲା ମହୋତ୍ସବ,ଆତ୍ମନିର୍ଭର ସ୍ବଦେଶୀ ମେଳା,ପଲିଶ୍ରୀ ମେଳା ଓ ସୁଭଦ୍ରା ଶକ୍ତି ମେଳା

ନେହେରୁ ଷ୍ଟାଡିୟମ୍ ,ଭଦ୍ରକ ରେ ।

17/01/2026
17/01/2026

ସବୁ ପ୍ରତୀକ୍ଷା ର ଅନ୍ତ ଆଉ ମାତ୍ର ଗୋଟେ ଦିନ ପରେ
ଭଦ୍ରାୟଣୀ୨୦୨୬
ଜିଲ୍ଲା ମହୋତ୍ସବ,ଆତ୍ମନିର୍ଭର ସ୍ବଦେଶୀ ମେଳା,ପଲିଶ୍ରୀ ମେଳା ଓ ସୁଭଦ୍ରା ଶକ୍ତି ମେଳା

ଭଦ୍ରାୟଣୀ୨୦୨୫ ପଲିଶ୍ରୀମେଳାଜିଲ୍ଲା ମହୋତ୍ସବ  ଭଦ୍ରାୟଣୀ୨୦୨୫  ୧୩ ଫେବୃୟାରୀ ୨୦୨୫ ରୁ   ୧୭ ଫେବୃୟାରୀ ୨୦୨୫
12/02/2025

ଭଦ୍ରାୟଣୀ୨୦୨୫ ପଲିଶ୍ରୀମେଳା
ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ୨୦୨୫ ୧୩ ଫେବୃୟାରୀ ୨୦୨୫ ରୁ ୧୭ ଫେବୃୟାରୀ ୨୦୨୫

12/02/2025

ଭଦ୍ରାୟଣୀ୨୦୨୫ ପଲିଶ୍ରୀମେଳା
ଜିଲ୍ଲା ପ୍ରଶାସନ,ଭଦ୍ରକ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ୨୦୨୫ ରେ ଶୀତଲ ଆସୁଛନ୍ତି ଆସନ୍ତା ୧୩ ଫେବୃୟାରୀ ୨୦୨୫ ରେ....

29/01/2024

Join us at Neheru Stadium for the spectacular musical night with Javed Ali ji at Bhadrak District Festival, *
, on January 29th at 7 PM!
Save the date for an unforgettable experience!

ଭଦ୍ରକ ରାମ ନବମୀ ୧୦୮ କଳସ ଯାତ୍ରାଓଡିଶା ପ୍ରସିଦ୍ଧ ଭଦ୍ରକ ରମ ନବମୀ
28/03/2023

ଭଦ୍ରକ ରାମ ନବମୀ ୧୦୮ କଳସ ଯାତ୍ରା
ଓଡିଶା ପ୍ରସିଦ୍ଧ ଭଦ୍ରକ ରମ ନବମୀ

Address


Website

Alerts

Be the first to know and let us send you an email when City Update Bhadrak BDK posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your business to be the top-listed Media Company?

Share