odisha samachar

  • Home
  • odisha samachar

odisha samachar Odisha samachar is a growing digital channel for voice of people's in Odisha
ଓଡ଼ିଶାବାସୀ ଙ୍କ ସ୍ବର

*ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଏଆଇଡିଏସଓ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ* ନିର୍ଯାତନାର ଶୀକାର ହୋଇ ଆତ୍ମାହୁତି ଦେଇଥିବା ଫକ...
15/07/2025

*ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଏଆଇଡିଏସଓ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ*
ନିର୍ଯାତନାର ଶୀକାର ହୋଇ ଆତ୍ମାହୁତି ଦେଇଥିବା ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଜୀବନ ମୃତ୍ୟୁର ସଂଘର୍ଷ କରି ଶେଷରେ ଆଖିବୁଜି ଦେଇଛନ୍ତି। ଏହି ଘଟଣାରେ ଏଆଇଡିଏସଓ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହିତ ଆଜି ରାଜ୍ୟବ୍ୟାପୀ ଶୋକ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଏଆଇଡିଏସଓ ଭୁବନେଶ୍ୱର କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂପାଦକ ସିଦ୍ଧାର୍ଥ ରଥ, ଭୁବନେଶ୍ୱର ସଭାପତି ନସିମ ସରକାର, ଉପସଭାପତି ଶପ୍ତର୍ଷିନୀ ରାଉଳ, ରୂପାଲି ଦିଗଲ, ଶୁଭଶ୍ରୀ ପ୍ରମୁଖଙ୍କ ସହିତ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ବହୁ ଛାତ୍ରୀ ଓ ଅଭିଭାବକ ଅଂଶଗ୍ରହଣ କରି ସୋମ୍ୟାଶ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଛାତ୍ରୀ ଓ ମହିଳାମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ ଦାବୀ କରାଯାଇଛି।

16/06/2025

ଝିଅ ମାନେ କେମିତି କରିବେ ନିଜର ରକ୍ଷା।

15/06/2025

ବଳଦ ଦଉଡିଲେ ଘୋଡ଼ା ପରି।

 େ_ଆସିଛି_ରଜ ଓଡ଼ିଶା ସମାଚାର ତରଫରୁ ଓଡ଼ିଶା ର କୃଷିଭିତ୍ତିକ ଗଣପର୍ବ ରଜ ର ସମସ୍ତ ଓଡ଼ିଶାବାସୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଏବଂ ଅଭିନନ୍ଦନ।
14/06/2025

େ_ଆସିଛି_ରଜ
ଓଡ଼ିଶା ସମାଚାର ତରଫରୁ ଓଡ଼ିଶା ର କୃଷିଭିତ୍ତିକ ଗଣପର୍ବ ରଜ ର ସମସ୍ତ ଓଡ଼ିଶାବାସୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଏବଂ ଅଭିନନ୍ଦନ।

 #ଏଭଳି_ହୋଇଥିଲା_ଦୁର୍ଘଟଣା  #ଭୟଙ୍କର_ଦୃଶ୍ୟ ଗୁଜରାଟ ଅହମଦାବାଦ ର ଏକ ମେଡିକାଲ କଲେଜ ଭିତରେ ପଶି ଯାଇଥିଲା ଅହମଦାବାଦ ରୁ ଲଣ୍ଡନ ଯାଉଥିବା ଏୟା...
12/06/2025

#ଏଭଳି_ହୋଇଥିଲା_ଦୁର୍ଘଟଣା #ଭୟଙ୍କର_ଦୃଶ୍ୟ
ଗୁଜରାଟ ଅହମଦାବାଦ ର ଏକ ମେଡିକାଲ କଲେଜ ଭିତରେ ପଶି ଯାଇଥିଲା ଅହମଦାବାଦ ରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ର ଏଆଇ171 ବିମାନ।

12/06/2025

#ଜଳିଗଲା_ଉଡାଜାହାଜ
ଏୟାର ଇଣ୍ଡିଆର ଏଆଇ171 (ଆହମଦାବାଦ-ଲଣ୍ଡନ) ବିମାନ ଅହମଦାବାଦ ବିମାନବନ୍ଦର ପାଖରେ ଦୁର୍ଘଟଣାଗ୍ରସ୍ତ

ବିମାନରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଙ୍କ ସହ ପ୍ରାୟ ୨୪୨ ଯାତ୍ରୀ ଏବଂ ୨ ଜଣ ପାଇଲଟ ଙ୍କ ସହ ୧୦ ଜଣ କ୍ୟବିନ କ୍ରିୟୁ ମେମ୍ବର ଥିଲେ ସୂଚନା ମିଳୁଛି।

12/06/2025

ମାଙ୍କଡ 🐒 ଦେଉଛି ଶ୍ରଦ୍ଧାଞ୍ଜଳି। ଏଭଳି ଦୃଶ୍ୟ କେବେ ଦେଖିଛନ୍ତି।

22/05/2025

ଏହି ଭିଡିଓ ଟି ଦେଖନ୍ତୁ ଏବଂ ଏ ଭିଡିଓ ରୁ କଣ ଶିଖିଲେ କମେଣ୍ଟ ରେ ଆମକୁ ଜଣାନ୍ତୁ।

07/04/2025

#ମର୍ଯ୍ୟାଦା_ପୁରୁଷୋତ୍ତମ_ଶ୍ରୀରାମଙ୍କ_ରାମନବମୀରେ_ପ୍ରତିଷ୍ଠାହେଲା_ରଘୁନାଥ_ମନ୍ଦିର।
କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଅନ୍ତର୍ଗତ ସୁନ୍ଦରିଆ ଗ୍ରାମରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି। ଏଥିରେ ଗ୍ରାମର ସମସ୍ତ ନରନାରୀ ମାନଙ୍କ ସହଯୋଗ ରହିଛି। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମଧ୍ୟ ଏହି ପ୍ରତିଷ୍ଠା ଉତ୍ସବ ରେ ସାମିଲ୍ ହୋଇ ଶ୍ରଦ୍ଧାଳୁ ମାନଙ୍କ ପ୍ରତି ମନ୍ତବ୍ୟ ରଖିଥିଲେ।

30/03/2025

ଆଗାମୀ ଅପ୍ରେଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ୨ ସପ୍ତାହ ଧରି ଓଡ଼ିଶା ପକ୍ଷ ପାଳନ କରିବେ ରାଜ୍ୟ ସରକାର। ଏଥିପାଇଁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

 #ବରବେଶ_ରେ_ବାହାରିଲେ_ଅନୁଭବ_ମହାନ୍ତି।ଓଡ଼ିଶା ର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ବୈବାହିକ ଜୀବନର ଦିତୀୟ ଇନିସ ଆରମ୍ଭ ହେବାକୁ ଯାଉଛି।     ...
11/03/2025

#ବରବେଶ_ରେ_ବାହାରିଲେ_ଅନୁଭବ_ମହାନ୍ତି।
ଓଡ଼ିଶା ର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ବୈବାହିକ ଜୀବନର ଦିତୀୟ ଇନିସ ଆରମ୍ଭ ହେବାକୁ ଯାଉଛି।

ଶୁଭେଚ୍ଛା ଜଣେଇବେ କି ଆପଣ ମାନେ।

06/03/2025

WOMEN'S CELEBRATING 19TH FOUNDATION DAY! 4TH MARCH 2025
ଓମେନସ୍ ର ୧୯ ତମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ। ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

Address


Alerts

Be the first to know and let us send you an email when odisha samachar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to odisha samachar:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share