Biswal kshirod

  • Home
  • Biswal kshirod

Biswal kshirod Youth congress

26/09/2025

ସ୍ୱାଧୀନ ଭାରତ ର ୧୪ତମ ପ୍ରଧାନମନ୍ତ୍ରୀ, ଚର୍ଚିତ ଅର୍ଥଶାସ୍ତ୍ରି, ଉଦାରୀକରଣ ର ଜନକ, RTI, MNREGA, ରାଷ୍ଟ୍ରୀୟ ଖାଦ୍ୟ ଆୟୋଗ ର ଦାତା ମାନନୀୟ ଶ୍ରୀ ଡ଼ ମନମୋହନ ସିଂହ ଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
ଅମ୍ଳାନ ଆତ୍ମା ର ଗୌରବମୟୀ କୃତି ନିମିତ୍ତ ଆମେ ଚିରୋପକୃତ।

26/09/2025

#ଚାଉଳ_ନେଉନି_FCI.
#ବାକି_ଚାଉଳ_ପଇସା_8_ହଜାର_କୋଟି_ଦେଉନି।
ମିଲର ରିସାଇକ୍ଲିଙ୍ଗ କରି କାହାକୁ ବଟି ଦେଉଛନ୍ତି, କହିବେ କି ମନ୍ତ୍ରୀ ମହୋଦୟ???
କେନ୍ଦ୍ର ମୋହନ ସରକାରକୁ ବାସି ରେ ପଚାରୁ ନଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କେଉଁ ଉଦ୍ଦେଶ୍ୟରେ???

23/09/2025

କହ୍ନେୟା କୁମାରଙ୍କ ଏହି ଭାଷଣ ବହୁତ ଜୋରରେ ଭାଇରାଲ ହେଉଚି

22/09/2025

୨୮% ଜିଏସଟି ରୁ ୧୮% ଜିଏସଟି ର ପୁରା ହିସାବ ଦେଖନ୍ତୁ ଏହି ଭିଡିଓରେ

22/09/2025

ମୋଦୀ ଙ୍କ ସାଧାରଣ ସଭା ପୁର୍ବରୁ କିପରି ଲୋକଙ୍କୁ ପ୍ରସ୍ତୁତ କରାଯାଏ ଦେଖନ୍ତୁ ଭିଡିଓ

21/09/2025

ବିଜେପି ଦଳ କାହାର ନୁହଁ ଦେଖନ୍ତୁ ଭିଡିଓ

19/09/2025

ଅମିତ ଶାହ ପଚାରିଥିଲେ ରାହୁଲ ଗାନ୍ଧୀଙ୍କ ଗସ୍ତ କ'ଣ ପାଇଁ।

ଜନତା ଉତ୍ତର ଦେଇଥିଲେ: ଭୋଟ ଚୋରି, ଭୋଟ ଚୋରି ! 🔥

🤡 🤡

18/09/2025

ରାଜ୍ୟସ୍ବାର୍ଥ ପାଇଁ ଦିନେ ହେଲେ ପାଟି ଖୋଲିନଥୁବା ୨୦ସାଂସଦ ଗଣଙ୍କୁ ଛୋଟିଆ ପରାମର୍ଶ... ଯଦି ଔକାତ ନାହିଁ ଗାଦି ଛାଡିଦିଅ।

17/09/2025

ଇଂଲିଶ ଶୁଣି ମୁଣ୍ଡ ଟାଣ 🤣🤣🤣

15/09/2025

ଦେଖରେ ଅନ୍ଧ ଭକ୍ତ ୬୦ ବର୍ଷର ହିସାବ

15/09/2025

ଦେଖରେ ଅନ୍ଧ ଭକ୍ତ ତମ ଚାଚା ପଲଟୁରାମ କଣ କହିଲାଣି

14/09/2025

କଣ ଅନ୍ଧ ଭକ୍ତ ପାକିସ୍ତାନ ରୁ ସବୁ ଆତଙ୍କବାଦି ମରିଗଲେ ନା ତୁମ କଥାର ମୁଲ୍ୟ ନାହିଁ

Address


Website

Alerts

Be the first to know and let us send you an email when Biswal kshirod posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share