Paschim Odisha News

  • Home
  • Paschim Odisha News

Paschim Odisha News Paschim odisha News is a leading and first web channel .
(1)

ଆଜିର ଦର୍ଶନ🙏🙏
19/09/2025

ଆଜିର ଦର୍ଶନ🙏🙏

17/09/2025

ସୁବର୍ଣ୍ଣପୁର ବୀରମହାରାଜପୁର ଠାରେ ଜେସିବି ମେସିନ ଦ୍ୱାରା ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି

17/09/2025

ସୁବର୍ଣ୍ଣପୁର ଉଲୁଣ୍ଡା ଡାକ୍ତରଖାନା ପରିସରରେ ବିଜେପି ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

17/09/2025

ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ | ରେଙ୍ଗାଲି ବ୍ଲକ ଏଜୁକେସନ ଅଫିସରେ କାର୍ଯ୍ଯରତ ଜୁନିୟର ଆସିଷ୍ଟାଣ୍ଟ ଦୁଷ୍ମନ୍ତ ସାହୁ ଲାଂଚ ନେବାବେଳେ ମାଡି ବସିଛି ଭିଜିଲାନ୍ସ | ସେହିପରି ପିଅନ ଗୋପବନ୍ଧୁ ସାହୁଙ୍କୁ ମଧ୍ଯ ଧରିଛି ଭିଜିଲାନ୍ସ | ଏରିୟର ପଇସା ରିଲିଜ କରିବା ପାଇଁ ୭୦୦୦ ହଜାର ଟଂକା ଲାଂଚ ନେଉଥିବାବେଳେ ଧରପଡିଲେ ଉଭୟେ |

17/09/2025

ବିନିକା ସହର ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ଠାରେ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସହ ଅନ୍ୟ କର୍ତ୍ତା ମାନଙ୍କୁ ନିମନ୍ତ୍ରଣ କରାଯାଇଛି

17/09/2025

ବିନିକା ଥାନା ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

17/09/2025

ବିନିକା ସହର ଟେକ୍ସି ଷ୍ଟାଣ୍ଡ ଠାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି

16/09/2025

ରେଙ୍ଗାଲି ପୋଲିସ ଦ୍ୱାରା ଏନକାଉଣ୍ଟର
କୁଖ୍ୟାତ ଅପରାଧୀ ଦୀପକ ମଣ୍ଡଳ ଆହତ

16/09/2025

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ,120 ଲିଟର ମଦ ଜବତ ସହ ତିନିଜଣ ଗିରଫ

16/09/2025

ସୁବର୍ଣ୍ଣପୁର ମହାନଦୀ ପୋଲ ଉପରେ ସ୍କୁଟିକୁ ପିଟିଲା କାର, ସ୍କୁଟି ଚାଲକ ଗୁରୁତର ଥିବାବେଲେ କାର ଡ୍ରାଇଭର ଗାଡି ଛାଡି ଫେରାର

Address


Website

Alerts

Be the first to know and let us send you an email when Paschim Odisha News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Paschim Odisha News:

  • Want your business to be the top-listed Media Company?

Share