Imagine - Prashanta

  • Home
  • Imagine - Prashanta

Imagine - Prashanta 🌹ଆଶା କରୁଛି ମୋ ଭିଡ଼ିଓ ଆପଣ ମାନଙ୍କୁ ପସନ୍ଦ ଆସୁଥିବ 🌹
🙏 🙏JAI JAGNNATH 🙏
LIKE FOLLOW SOPPORT PLZ..🙏CONTACT - 7735367231

15/09/2025

ମୋ ଲେଖା ଆପଣ ମାନଙ୍କୁ ପସନ୍ଦ ଆସିଲେ 🌹🌹
Like, follow and comment 🌹🌹କରନ୍ତୁ.........plz..🌹🌹

Send a message to learn more

14/09/2025

ମୋ ଲେଖା ଆପଣ ମାନଙ୍କୁ ପସନ୍ଦ ଆସିଲେ 🌹🌹
Like, follow and comment 🌹🌹କରନ୍ତୁ.........plz..🌹🌹

14/09/2025

ଆଲୋକ ବିନା ଦିନ ଅଧୁରା,🌹
ଅନ୍ଧାର ବିନା ରାତି ଅଧୁରା..🌹
ଉତ୍ତାପ ବିନା ଅଗ୍ନି ଅଧୁରା,🌹
ଚାନ୍ଦ ବିନା ଚାନ୍ଦିନୀ ଅଧୁରା..🌹
ହୃଦୟ ବିନା ପ୍ରେମ ଅଧୁରା,🌹
ବନ୍ଧୁ ବିନା ଜୀବନ ଅଧୁରା..🌹
ଲୈଲା ବିନା ମଜନୁ ଅଧୁରା,🌹
କେଦାର ବିନା ଗୌରୀ ଅଧୁରା..🌹
ଆଉ ତୁମ ବିନା ମୁଁ ଅଧୁରା.._🌹
ତୁମର......🌹
IMAGINE...ପ୍ରଶାନ୍ତ......🌹

13/09/2025

ଜୀବନରେ ଲୁହ ନ ଥିଲେ.......!!
ଆଖି ଏତେ ସୁନ୍ଦର ହୋଇନଥାନ୍ତା........!!
ସେପରି କଷ୍ଟ ନଥିଲେ.......!!
ଖୁସିର ମୂଲ୍ୟ କିଛି ନଥାନ୍ତା..........!!
ଯଦି ଚାହିଁବା ମୁତାବକ..........!!
ସବୁକିଛି ମିଳିଯାଉଥାନ୍ତା.........!!
ତେବେ ଦୁନିଆରେ........!!
"ଭଗବାନ"ଙ୍କ ଆବଶ୍ୟକ‌ତା ହିଁ ନଥାନ୍ତା.........!!
🙏🙏🙏🙏🙏🙏🙏

JAY JAGANNATH 🙏🙏🙏🙏

23/01/2025

ଓଡ଼ିଆ

22/01/2025

Only odia shyre🌹

Address


Website

Alerts

Be the first to know and let us send you an email when Imagine - Prashanta posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Imagine - Prashanta:

  • Want your business to be the top-listed Media Company?

Share