InfOdisha

InfOdisha Odisha TOP News is the official page of OTN YouTube channel where you get latest news, interesting facts and top updates.

Official page of Odisha TOP News youtube channel.Odisha TOP News is the first youtube channel where you will find both technology and other top news.

27/06/2025

ବଳଭଦ୍ରଙ୍କ ରଥର ନାମ କ'ଣ?
କ) ନନ୍ଦିଘୋଷ
ଖ) ତାଳଧ୍ୱଜ
ଗ) ଦେବଦଳନ

27/06/2025

ଓଡ଼ିଶାବାସୀଙ୍କୁ ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ, ଜୟ ଜଗନ୍ନାଥ ।

26/06/2025

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌.. ଅନଧିକାର ଭାବେ ଉଡୁଥିବା ଗୋଟିଏ ଡ୍ରୋନକୁ ଖସାଇଲା ପୁଲିସ.. ଡ୍ରୋନ ଜବତ, ଦୁଇ ଅଟକ

26/06/2025

ଓଡ଼ିଶା ପାଇଁ ବର୍ଷା ସତର୍କତା (୨୬ ଜୁନ୍ ୨୦୨୫)

🔴 ରେଡ୍‌ ଆଲର୍ଟ:

କେନ୍ଦୁଝର, ମୟୂରଭଞ୍ଜ – ଅତି ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା।

🟠 ଅରେଞ୍ଜ ଆଲର୍ଟ:

ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ –
ପ୍ରବଳ ବର୍ଷା, ବଜ୍ରପାତ ଓ ୩୦-୪୦ କି.ମି. ବେଗରେ ବାତାସ ବହିପାରେ।

🟡 ଯେଲୋ ଆଲର୍ଟ:

ବରଗଡ଼, ସୋନପୁର, ବୌଦ୍ଧ, ଜଗତ୍‌ସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ –
ହାଲୁକା ରୁ ମଧ୍ୟମ ବର୍ଷା ସମ୍ଭାବନା।

☔ ଆସନ୍ତା ୩-୪ ଦିନ ସାରା ରାଜ୍ୟରେ ବର୍ଷା ଜାରି ରହିପାରେ।

📉 ୨୯ ତାରିଖରୁ ବର୍ଷା ରାଶି କମିପାରେ।

⚠️ ବଜ୍ରପାତ ପାଇଁ ସତର୍କ ରୁହନ୍ତୁ।

📌 ତଥ୍ୟ ଉତ୍ସ: ପାଣିପାଗ କେନ୍ଦ୍ର, ଭୁବନେଶ୍ୱର

Address


Website

Alerts

Be the first to know and let us send you an email when InfOdisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to InfOdisha:

  • Want your business to be the top-listed Media Company?

Share