Kamyab TV

Kamyab TV Kamyab Television Pvt Ltd.,The 24 hours Odia Satellite-News, Current Affairs and entertainment channel was started /on air on 04/04/2009.The channel being

Kamyab Television Pvt Ltd.,The 24 hours Odia Satellite-News, Current Affairs and entertainment channel was started /on air on 04/04/2009.The channel being equipped with latest and best technology has initiated adding value to tv viewing in Odisha.Its substantial & innovative planning,excellent ex*****on and uncompromising editorial policy are the prime attributes ,which as on date made Kamyab as p

rime viewed Odia channel in the state. Having gateway through its own teleport(which bears accommodation for another four channel feeds)is operational with 17000 sq.feet at plot no.159,Alaka Building,Unit-II,Ashok Nagar,Bhubaneswar-751009,Odisha,
As on date Kamyab has made congregation to the best of people in media providing unique independence in operation to them for making Kamyab Tv as a common man's channel "the ideology developed with promoters while starting."

19/02/2015

Breaking News:
ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍୍ ଅଧିବେଶନର ଦଶମ ଦିନ । ବିଧାନସଭା ସମ୍ମୁଖରେ ଡିପ୍ଲୋମା ଇଂଜିନିୟର ସଂଘର ଆନେ୍ଦାଳନ ଅବ୍ୟାହତ । ରାଜଧାନୀରେ ବ୍ୟାପିଲା ଜଂଡିସ୍୍ । ୮୦ଜଣ ପୋଲିସ ଜଂଡିସ୍୍ରେ ଆକ୍ରାନ୍ତ । ୪ଆଇପିଏସ୍୍ଂକୁ ପଦନ୍ନୋତି । ଅସିତ୍୍ ପାଣିଗ୍ରାହୀ , ଡି.ଏସ କୁର୍ଟେ,ସଞ୍ଜୟ କୁମାର ଏବଂ ରେଖା ଲାହୋନୀ ଆଇ.ଜି ପାହ୍ୟାକୁ ଉନ୍ନୀତ । ଏସ୍୍.ସାଇନି ଡି.ଆଇଜି ହେଲେ । କଟକ: କବି ସୀତାକାନ୍ତ ମହାପାତ୍ର ପାଇଲେ ସାର୍କ ସାହିତ୍ୟ ପୁରସ୍କାର । । ବାରିପଦା: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନବମ ସମାବର୍ତନ ଉତ୍ସବ ଅନୁଷ୍ଠିତ । । ଚମ୍ପୁଆ: ଗାଁକୁ ପଶିଲେ ୨୫ଟି ହାତୀ । ଲୋକେ ଆତଂକିତ । । ବାଲେଶ୍ୱର: ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ । ଚାନ୍ଦିପୁର ୪ନଂ ଲଂଚପ୍ୟାଡରୁ ହେଲା ପରୀକ୍ଷଣ । ସକାଳ ୯.୨୪ ମିନିଟ୍୍ରେହେଲା ପରୀକ୍ଷା । । ହାଇଦ୍ରାବାଦ: ଦାଦା ସାହେବ ଫାଲକେ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଡି,ରାମାନାଇଡୁଂକ ପରଲୋକ ।
visit : http://kamyabtv.com/

ଏନସିଆରଏମପି ବାବଦରେ ଅର୍ଥ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନସିଆରଏମପି ବା ନେସନାଲ ସାଇକ୍ଲୋନ ରିସ୍କ ମିଟିଗେସନ ପ୍ରୋଜେକ୍ଟ ବାବଦରେ କେନ୍ଦ୍ର ...

http://kamyabtv.com/Top-Stories/?id=1117
22/01/2015

http://kamyabtv.com/Top-Stories/?id=1117

ଫେବୃଆରୀ ୬ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଫେବୃଆରୀ ୧୬ରେ ବଜେଟ ଆଗତ କରାଯିବ । ଦୁଇଟି ପର୍ଯ୍ୟାୟରେ ୩୦ଦିନ ଧରି ଚାଲିବ ଅଧିବେଶନ ।ଫେବୃଆରୀ ୬ରୁ ୨୨ ତାରିଖ ପ୍ରଥମ ପର୍ଯ୍ୟାୟ ଚାଲିବାକୁ ଥିବାବେଳେ ମାର୍ଚ୍ଚ ୧୧ରୁ ଏପ୍ରିଲ ୪ତାରିଖ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।ସେହିପରି ମାର୍ଚ୍ଚ ୩୧ରେ ଆଗତ କରାଯିବ ବ୍ୟୟ ମଂଜୁରି ବିଲ । ।

http://kamyabtv.com/Latest-Stories/?id=964
22/12/2014

http://kamyabtv.com/Latest-Stories/?id=964

ଧର୍ମାନ୍ତରୀକରଣକୁ ନେଇ ସଂସଦରେ ଆଜି ହଟ୍ଟଗୋଳ ଦେଖାଦେଇଛି । ଏଥିପାଇଁ ସଂସଦରେ ଗୃହ ବାରଂବାର ମୁଲତବୀ ରହୁଛି । ଗୁଜୁରାଟରେ ୨୨୫ ଜଣ ଓ କେରଳରେ ୮ଟି ପରିବାରର ୩୦ ଜଣ ଖ୍ରୀଷ୍ଟିୟାନ ଲୋକ ହିନ୍ଦୁ ଧର୍ମକୁ ଧର୍ମାନ୍ତର ନେଇ ସଂସଦରେ ଆଜି ହଟ୍ଟଗୋଳ ଦେଖାଦେଇଥିଲା । ଆରଏସଏସ ଓ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଘର ବାହୁଡା କାର୍ୟ୍ୟକ୍ରମ ମାଧ୍ୟମରେ ଏହି ଖ୍ରୀଷ୍ଟିୟାନଂକୁ ନ…

http://kamyabtv.com/Latest-Stories/?id=965
22/12/2014

http://kamyabtv.com/Latest-Stories/?id=965

ମୋଦି ସରକାର ବିରୋଧରେ ବର୍ଷିଛନ୍ତି ନିତିଶ କୁମାର । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୋଦି ସରକାରର ବିଫଳତାକୁ ନେଇ ଜନ୍ତରମନ୍ତରରେ ଆୟୋଜିତ ଧାରଣାରେ ମୋଦି ସରକାର ମିଛ ପ୍ରତିଶୃତି ଦେଇ ସରକାର ଗଠନ କରିଥିବା କହିଛନ୍ତି । ଜନତା ପରିବାର ପକ୍ଷରୁ ନୂଆ ଦିଲ୍ଲୀରେ ଜନ୍ତରମନ୍ତର ପଡି୍ରଆରେ ଏହି ମହାଧାରଣାରେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯ…

http://kamyabtv.com/Top-Stories/?id=960
22/12/2014

http://kamyabtv.com/Top-Stories/?id=960

ପୂର୍ବତନ ଓଡିଶା ଡିଜିପି ପ୍ରକାଶ ମିଶ୍ର ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ୍ର ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ନୂଆଦିଲ୍ଲୀର ସିଆରପିଏଫ୍ ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ଆଇପିଏସ୍ ଅଫିସର ପ୍ରକାଶ ମିଶ୍ରଂକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ମାଓବାଦୀ ଦମନ କାର୍ଯ୍ୟରେ ପ୍ରକାଶଂକ ଅଭିଜ୍ଞତା ଥିବାରୁ ଆଗାମୀ ଦିନରେ ତାଂକ ପ୍ରାଥମି…

http://kamyabtv.com/Top-Stories/?id=961
22/12/2014

http://kamyabtv.com/Top-Stories/?id=961

ସିବିଆଇ ପ ଂଝାରେ କ୍ରାଇମବ୍ରାଂଚ ପୂର୍ବତନ ଡିଏସପି ପ୍ରମୋଦ ପ ଂଡା । ସିବିଆଇ ଏଟି ଲିଂକ ନେଇ ପ୍ରମୋଦଂକୁ ଗିରଫ କରି ୫ ଦିନିଆ ରିମାଂଡରେ ନେଇ ଜେରା କରୁଛି । ଏଟିର ଦୁଇ ନିଦେ୍ର୍ଧଶକଂକ ସହ ପ୍ରମୋଦ ପ ଂଡାଂକୁ ୫ ଦିନ ପାଇଁ ରିମାଂଡ ପରେ ଚର୍ଚ୍ଚା ହେଉଛି କେଉଁ ବଡମୁଂଡ ଏବେ ଗଡିବ । ରାଜନେତା ନାଁ ବୁ୍ୟରୋକ୍ରାଟସ ଏହାକୁ ନେଇ ଚାଲିଛି ସରଗରମ ଆଲୋଚନା । ସେପଟେ ଗତକାଲି…

http://kamyabtv.com/Latest-Stories/?id=578
17/11/2014

http://kamyabtv.com/Latest-Stories/?id=578

ବିଧାନସଭା ଶୀତକାଳୀନବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସବୁ ଦଳର ପ୍ରସ୍ତୁତି ଜୋରଦାର । ଟିଟଫଣ୍ଡ ମହାଦୁର୍ନୀତିକୁ ନେଇ ସରକାରଙ୍କ ଘେରିବେ ବିରୋଧି । ସେପଟେ ବିରୋଧିଙ୍କୁ ସାମ୍ନା କରିବାକୁ ଶାସକ ବିଜେଡି ବି ପ୍ରସ୍ତୁତ । ଗୃହରେ ନିଜନିଜର ପ୍ରସଙ୍ଗ ଉଠାଇବା ସହ ପ୍ରତିପକ୍ଷଙ୍କୁ ମାଡ ଦେବାକୁ ସବୁଦଳ ଆରମ୍ଭ କରିଛନ୍ତି ପୁରା ଦମରେ ସଜବାଜ ।

http://kamyabtv.com/Latest-Stories/?id=579
17/11/2014

http://kamyabtv.com/Latest-Stories/?id=579

ଯୋଗେନ୍ଦ୍ର ବେହେରାମାଫିଆଙ୍କ ପରେ ବଲାଙ୍ଗୀର ଜମି ଦୁର୍ନୀତିରେ ଛନ୍ଦି ହୋଇ ପଡିଛନ୍ତି ରାଜନେତା । ଖୋଦ୍୍ ଶାସକ ଦଳର କ୍ଷୁଦ୍ରଶିଳ୍ପ ଓ ପେନସନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ନାଁରେ ରହିଛି ସରକାରୀ ଜମି । ସ୍କୁଲ, ଖେଳପଡିଆ ପାଇଁ ଉଦ୍ଧିଷ୍ଟ ସରକାରୀ ଜମି ସହ ଜଙ୍ଗଲ ଜମିକୁ ଜବତ ଦଖଲ କରିଛନ୍ତି ମନ୍ତ୍ରୀ ମହାଶୟ । ଖାଲି ସେତିକି ନୁହେଁ, ଏହି ଜମିରେ ସେ ଘର କରିଛନ୍…

http://kamyabtv.com/Top-Stories/?id=576
17/11/2014

http://kamyabtv.com/Top-Stories/?id=576

ଜଟିଳ ହେଉଛି ବଲାଂଗୀର ଆରଆଇ ଅମିନ ମହାଦୁର୍ନୀତି ମାମଲା । ଭିଜିଲାନସ ଦୁର୍ନୀତିର ମାଷ୍ଟରମାଇଂଡ ପୂର୍ବତନ ଜିଲ୍ଲାପାଳ ଦେବରାଜମିଶ୍ରଂକୁ ଗିରଫ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ଆଇନର ଲମ୍ବାହାତଠାରୁ ଦୂରରେ । କାର୍ଯ୍ୟାନୁଷ୍ଠାନ ନେବାରେ ପ୍ରଶାସନର ଉଦାସୀନତା ନେଇ ସାଧାରଣରେ ଦେଖାଦେଇଛି ଅସୋନ୍ତଷ । ।

http://kamyabtv.com/Top-Stories/?id=575
17/11/2014

http://kamyabtv.com/Top-Stories/?id=575

ଈୁବଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଓସିଏ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ପୁଣି ଥରେ ଜେରା କରିଛି ସିବିଆଇ । ଗତକାଲି ଆଶୀର୍ବାଦଙ୍କୁ ଦୁଇ ଥର ଜେରା କରାଯାଇଥିଲା । ଗତକାଲି ସକାଳ ୧୦ଟାରେ ଆଶୀର୍ବାଦ ହାଜର ହୋଇଥିଲେ । ଏହି ସମୟରେ ଓସିଏ ସଂମ୍ପାଦକ ଆଶୀର୍ବାଦ ବେହେରା ଓ ବିଲଡର ସାଗର ବେହେରାଙ୍କୁ ସିବିଆଇ ଏକାଠି ମାରାଥନ ଜେରା କରିଥିଲା । ତିନି ଘଣ୍ଟା ଜେରା ପ…

http://kamyabtv.com/Latest-Stories/?id=559
15/11/2014

http://kamyabtv.com/Latest-Stories/?id=559

ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତ ିଶରତ ପାବାର । ମହାରାଷ୍ଟ୍ର ବିଧାନସଭାରେ ବିଜେପିକୁ ସମର୍ଥନ ଦେବାପରେ ଏବେ ସେ ମୋଦିଂକ ପ୍ରଶଂସକ ହୋଇଛନ୍ତି । ହାତରେ ଝାଡୁ ଧରି ଅଳିଆ ସଫା କରିଛନ୍ତି । ବାରମତି ସହରରେ ଝାଡୁ କରୁଥିବା ବେଳେ ତାଂକ ଝିଅ ସୁପ୍ରିୟା ମଧ୍ୟ ଝାଡୁଧରି ଅଳିଆ ସଫା କରିଛନ୍ତି । ବାରମତି ସହରରେ ଝାଡୁ କରୁଥିବା ଦେଖି ତାଂକର ବହୁ ପ୍ରଶଂସକ ମଧ୍ୟ ସଫ…

Address


Website

Alerts

Be the first to know and let us send you an email when Kamyab TV posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share