
21/07/2025
ଅସ୍ତରଙ୍ଗ ଗ୍ରାମର ଶ୍ରୀଯୁକ୍ତ #ପ୍ରକାଶ_ଚନ୍ଦ୍ର_ବେହେରା (ବାବୁଲି ଭାଇ) ଙ୍କ ମାତା ସ୍ୱର୍ଗତ ✓ଦ୍ରୌପଦୀ ବେହେରା ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଆମର ପ୍ରିୟ ନେତା ତଥା #ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ #ଦିବାକର_ଛାଟୋଇ, ଅସ୍ତରଙ୍ଗ ବ୍ଲକ୍ #ଅଧ୍ୟକ୍ଷା ଶ୍ରୀମତୀ #ଆରତୀ_ନାଏକ, ବିଜେପି ନେତା ଶ୍ରୀଯୁକ୍ତ #ପ୍ରଦେଶ_କୁମାର_ପ୍ରଧାନ, ଅସ୍ତରଙ୍ଗ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ #ରାମଚନ୍ଦ୍ର_କାଣ୍ଡି, ନଇଙ୍ଗୁଆ ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ #ପ୍ରତାପ_ଖୁଣ୍ଟିଆ , ବିଜେପି ନେତା ଶ୍ରୀଯୁକ୍ତ #ଅଧିକାରୀ_ବେହେରା, ନୂଆଗଡ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ #ଜିତେନ୍ଦ୍ର_ସ୍ୱାଇଁ , ଆଳଙ୍ଗପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ #ପ୍ରସାନ୍ତ_କୁମାର_ଭୋଳ,ଆଳସାହି ଗ୍ରାମପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ #ପ୍ରଦେଶ_ବରାଳ ଓ #ବିଜେପି ଦଳର ବରିଷ୍ଠ କର୍ମୀ ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଅମର ଆତ୍ମାର ସଦଗତି କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।।
#ଅଶ୍ରୁଳଶ୍ରଦ୍ଧାଞ୍ଜଳି 🙏
#ଓଁଶାନ୍ତି 🙏