Suchana Sarat tv

Suchana Sarat tv ସୂଚନା ଶରତ ଟିଭି ଆପଣ ମାନ ଙ୍କ ପାଇଁ

23/08/2025

#କହୁ_କହୁ_ସତ_କହିଦେଲେ_ନନା_ଆଜି_କଣ_ଦର୍ଶକବନ୍ଧୁ # # ାନେ_ଜାଣିଛନ୍ତି ।ବହୁ ମାତ୍ରା ରେ share କରନ୍ତୁ ଏ ଏଭଳି ଲୋକ ଥିଲେ ଶ୍ରମିକ ଆଖିରେ ଲୁହ ଝରି ଲେ ତାଙ୍କ ଆଖିରେ ରକ୍ତ ଝରେ ।ସେ ବହୁତ୍ ସାହସୀ ଥିଲେ ଆସନ୍ତୁ ଶୁଣିବା ବିଜେପି ର ରାଜ୍ୟ ସଭାପତି କଣ କହୁଛନ୍ତି।

23/08/2025

ଗାଁ ସାଥି ଭେଟ୍ ତରଫରୁ ସର୍ବ ଭାରତୀୟ ଶ୍ରମିକ ନେତା ପ୍ରତାପ ପଣ୍ଡା ଙ୍କ 14,ତମ ଶ୍ରାଦ୍ଧ ଉଚ୍ଚବ ରେ ଟାଉନ୍ ହଲ ରେ ସାମ୍ନାରେ ଦାବି ପତ୍ର ନେଇ ଆସିଛନ୍ତି ।ତାଙ୍କ ର ଆସା ଅଛି ଏ ସରକାର ଲୋକଙ୍କ ସରକାର ତାଙ୍କ ଦୁଃଖ ନିଶ୍ଚିନ୍ତ ଶୁଣିବେ ଆସା ପ୍ରକାଶ କରିଛନ୍ତି।

22/08/2025

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଭଦ୍ରକ ସହର ରେ ।

22/08/2025

#ଵାଙ୍କା_ବଜାର_ଛକରେ_ବାହାରୁଛି_ଅଳିଆରୁ_ଦୃଗନ୍ଧ # # # #ବହୁମାତ୍ରା share କରନ୍ତୁ ଏ ଜାଗାରୁ ଅଳିଆ ଗଦା ହଟା ଯାଉ ।ବହୁ ଶୀଘ୍ର ଏ ଠାରୁ ଅଳିଆ ଗଦା ନ ହଟିଲେ ଜନ ଆନ୍ଦୋଳନ ହେବ କହିଲେ ସମାଜ ସେବୀ ଲାଲା ଭାଇ ।

ଏସପି ମନୋଜ ରାଉତ୍ ଙ୍କ ହେଲ୍ପ ଲାଇନ୍ ନମ୍ୱର ଜାରି ହୋଇ ଯାଇଛି ଟିପି କରି ରଖନ୍ତୁ ଦରକାର୍ ଆସିବ ଭଦ୍ରକ ବାସୀ।
22/08/2025

ଏସପି ମନୋଜ ରାଉତ୍ ଙ୍କ ହେଲ୍ପ ଲାଇନ୍ ନମ୍ୱର ଜାରି ହୋଇ ଯାଇଛି ଟିପି କରି ରଖନ୍ତୁ ଦରକାର୍ ଆସିବ ଭଦ୍ରକ ବାସୀ।

22/08/2025

#ରାହୁଲ_କହିଲେ_ନରେନ୍ଦ୍ର_ମୋଦି_ଭୋଟ_ଚୋର_ଅଟନ୍ତି # #ଆପଣଙ୍କ_ମତ_coment_ବକ୍ସରେ_ଦିୟ।।।।

21/08/2025

ଅଗଷ୍ଟ 24 ତାରିଖ ବିଶ୍ଵ ହିନ୍ଦୁ ପରିଷଦ ର ପର୍ତିଷ୍ଟା ଦିବସ ସମସ୍ତ ହିନ୍ଦୁ ଭାଇ ଭଉଣୀ ଙ୍କୁ ଆସିବାକୁ ଅନୁରୋଧ କଲେ ଟାଉନ୍ ହଲ କୁ ଆସିବାକୁ

21/08/2025

ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ୱାରା ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର।

21/08/2025

ଓଡ଼ିଶା ରାଜସ୍ବ ଅମଲା ସଂଘ ଭଦ୍ରକ ଶାଖା ତରଫ ରୁ ଅନିଦିଷ୍ଟ କାଳ ପାଇଁ ,ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ , ମୂଳ ଦରମା ଲେବୁଲ ୯ ମୁଖ୍ୟ ଦାବି ପୂରଣ କରିବା କୁ ସଫଳ କରାନ୍ତୁ । #ଓଡ଼ିଶା_new # news #ଆଜିର_ବଡ଼_ଖବର_ଗାଡ଼ି_ଲାଗିଲା_ଅଗ୍ନି #ମନକୁ_ଛୁଇଁଲା_ପରି_ସୂଚନା_ଶରତ_ଟିଭି_ଆଜିର #ବିଧାୟକ

21/08/2025

#ସମାନ_କାମ_କୁ_ସମାନ_ଦରମା_ଆମର_ଦାବି

21/08/2025

ବହୁ ମାତ୍ରା ରେ share କରନ୍ତୁ ଭଦ୍ରକ ସହର ରେ ଗୋମାତା ଚାଲାଣ ଓ ବେ ଆଇନ କଂସେଇ ବନ୍ଦ୍ ହେଉ # # #ଆଜିର_ବଡ଼_ଖବର_ଗାଡ଼ି_ଲାଗିଲା_ଅଗ୍ନି ।

21/08/2025

#ମନକୁ_ଛୁଇଁଲା_ପରି_ସୂଚନା_ଶରତ_ଟିଭି_ଆଜିର ଅନୁଚିନ୍ତା ଆଜିର ଦିନ ଟି ଆପଣ ଙ୍କ ର ସୁଭମୟ ହେଉ,ରାଗ ଋଷା ମାନ ଅଭିମାନ ଛାଡି ଖୁସି ରେ ରୁହନ୍ତୁ।ଧନ୍ୟବାଦ୍ ସ୍ଵୀଟ morning ଆପଣ ଙ୍କ ର ହେଉ ।

Address

Bhadrak
Bhadrak

Website

Alerts

Be the first to know and let us send you an email when Suchana Sarat tv posts news and promotions. Your email address will not be used for any other purpose, and you can unsubscribe at any time.

Share