Polasara News ଓଡ଼ିଆ

  • Home
  • Polasara News ଓଡ଼ିଆ

Polasara News ଓଡ଼ିଆ EXPRESS NEWS 24/7

23/07/2025

ରାକେଶ ପ୍ରଧାନ ଓରଫ ଗୁଡୁ ହତ୍ୟା ମାମଲାରେ ୫ ଗିରଫ।

22/07/2025
22/07/2025

#ପୋଲସରା_ରେ_ପୁଣି_ବୁଲିଲା_ଖଣ୍ଡା #
ସ୍ଥାନୀୟ ଏକ ପରିବା ଦୋକାନୀ ଉପରକୁ ମରଣାନ୍ତକ ଆକ୍ରମଣ ଏକ ଧାରୁଆ ଅସ୍ତ୍ର ଦ୍ୱାରା ସଂଘବନ୍ଧ ଆକ୍ରମଣ । ମିଳିଥିବା ସୂଚନା ଅନୁଯାୟୀ କଳମ୍ବ ସାହି ଛକ ନିକଟରେ ଏକ ପରିବା ବ୍ୟବସାୟୀ ଙ୍କୁ ହୋଇଛି ଆକ୍ରମଣ ଶିକାର ଜଣଙ୍କ ହେଲେ ଗୁଡୁ ପ୍ରଧାନ ୨୪ । ଗୁଡୁ ନିଜ ପରିବା ଦୋକାନରେ ବସିଥିବା ବେଳେ ଦୁଇଟି ବାଇକରେ ଛଅ ଜଣ ଦୁର୍ବୁର୍ତ ଆସି ଆକ୍ରମଣ କରିଥିଲେ।

17/07/2025

#
ଆଜି ସାରା ରାଜ୍ୟରେ ବନ୍ଦ ପାଳନ କରିଛି ପ୍ରଦେଶ କଂଗ୍ରେସ ।ପୋଲସରା କହୁଚି କିଛି ଅଲଗା ଦୃଶ୍ୟ କଂଗ୍ରେସ ର ଗୋଟିଏ କର୍ମୀ ଙ୍କ ମିଳିଲାନି ଦେଖା, ତଥାପି ପୋଲସରା ସମ୍ପୂର୍ଣ ବନ୍ଦ, ସ୍ୱତପ୍ରବୃତ ଭାବେ ଲୋକେ ଓଡିଶା ବନ୍ଦ କୁ କଲେ ସମର୍ଥନ ।

ଦୁଇ ସାଇକେଲ ଚୋର ଗିରଫ , ୧୨ ସାଇକେଲ ଉଦ୍ଧାର କରାଯାଇଛି ।
03/07/2025

ଦୁଇ ସାଇକେଲ ଚୋର ଗିରଫ , ୧୨ ସାଇକେଲ ଉଦ୍ଧାର କରାଯାଇଛି ।

28/06/2025
18/06/2025

ବ୍ରହ୍ମପୁରର ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲାରେ ତୁରନ୍ତ ନ୍ୟାୟ ମିଳୁ। ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଉଦବେଗ ପ୍ରକାଶ କରିବା ସହ ବ୍ରହ୍ମପୁର ଏସପିଙ୍କୁ ଏନେଇ ଦାବି ଜଣାଇଛି।

ପୋଲିସ ଅଧିକାରଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ ୪ ଗିରଫ ।
18/06/2025

ପୋଲିସ ଅଧିକାରଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ ୪ ଗିରଫ ।

16/06/2025
16/06/2025

ଯାତ୍ରୀବାହୀ ବସ ଟି ଖୋର୍ଦ୍ଧା ନିକଟରେ ଦୁର୍ଘଟଣା ହୋଇଛି ।ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ରୁ ପୋଲସରା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଷ୍ଟେରିଂ ଟି କୌଣସି ବଶତଃ ଲକ୍ ହୋଇଯାଇଥିବା ଅନୁମାନ କରାଯାଉଛି।

16/05/2024

https://www.facebook.com/share/v/LeKduu3jsuKiQ8XR/?mibextid=w8EBqM

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା । ଗଞ୍ଜାମ ପୋଲସରାର ଫୁଟିଲା ଗୁଳି । ପୋଲସରାର ତୋଟାସାହିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

Address


Opening Hours

Monday 09:00 - 17:00
Tuesday 09:00 - 17:00
Wednesday 09:00 - 17:00
Thursday 09:00 - 17:00
Friday 09:00 - 17:00
Saturday 09:00 - 17:00
Sunday 09:00 - 17:00

Alerts

Be the first to know and let us send you an email when Polasara News ଓଡ଼ିଆ posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share