Kendujhar Khabar

  • Home
  • Kendujhar Khabar

Kendujhar Khabar ଖବର ଆମ ନଜର

କେନ୍ଦୁଝର ଜିଲ୍ଲାରେ ଏଭଳି ସ୍ଥିତି
29/04/2025

କେନ୍ଦୁଝର ଜିଲ୍ଲାରେ ଏଭଳି ସ୍ଥିତି

ଦୁର୍ଗାପୂଜା ହେଉଥିବା ସ୍ଥାନ କୁ ପଟ୍ଟା ଦେବା ନେଇ ବିବାଦ, ପଟ୍ଟା ଖାରଜ ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ
05/11/2024

ଦୁର୍ଗାପୂଜା ହେଉଥିବା ସ୍ଥାନ କୁ ପଟ୍ଟା ଦେବା ନେଇ ବିବାଦ, ପଟ୍ଟା ଖାରଜ ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ

୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବ ପୁର ମେଡିକାଲ୍ ସାମ୍ନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...!! ଟ୍ରଲର ଧକ୍କା ଦେଲା ସ୍କୁଟି କୁ ଜଣଙ୍କର ମୃତ ହ...
18/10/2024

୫୨୦ ନମ୍ବର ଜାତୀୟ ରାଜପଥ ବାସୁଦେବ ପୁର ମେଡିକାଲ୍ ସାମ୍ନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା...!!
ଟ୍ରଲର ଧକ୍କା ଦେଲା ସ୍କୁଟି କୁ ଜଣଙ୍କର ମୃତ ହେଇଥିବା ଖବର ସୂତ୍ରରୁ ଜଣାପଡିଛି..
କେନ୍ଦୁଝର ଯୋଡା ବଡବିଲ

ସାହାରପଡ଼ା ନକଟ ଚାତରପାଣି ଠାରେ ଏକ କାର ଗାଡି ଦୁର୍ଘଟଣା  ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି  ସାହାରପଡା , କେନ୍ଦୁଝର
10/10/2024

ସାହାରପଡ଼ା ନକଟ ଚାତରପାଣି ଠାରେ ଏକ କାର ଗାଡି ଦୁର୍ଘଟଣା
ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ସାହାରପଡା , କେନ୍ଦୁଝର

ପାଟଣା ଥାନା ଅନ୍ତର୍ଗତ ହନୁମାନ ଛକ ନିକଟରେ ଏକ ବାଇକ୍‌ ଓ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୩ଜଣ ଓ ସ୍କୁଟିରେ ଥ...
10/10/2024

ପାଟଣା ଥାନା ଅନ୍ତର୍ଗତ ହନୁମାନ ଛକ ନିକଟରେ ଏକ ବାଇକ୍‌ ଓ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୩ଜଣ ଓ ସ୍କୁଟିରେ ଥିବା ଜଣେ ଗୁରୁତର ହୋଇଛନ୍ତି।
କେନ୍ଦେଇପଷି କେନ୍ଦୁଝର

09/10/2024
ଭଦ୍ରାସାହି---କୋଇଡା ରାସ୍ତା ବିଆରପିଏଲ ଛକ  ନିକଟରେ  ଏକ ଟଲର ଦୁର୍ଘଟଣାକେନ୍ଦୁଝର
09/10/2024

ଭଦ୍ରାସାହି---କୋଇଡା ରାସ୍ତା ବିଆରପିଏଲ ଛକ ନିକଟରେ
ଏକ ଟଲର ଦୁର୍ଘଟଣା
କେନ୍ଦୁଝର

ଘଟଗାଁ ବଜାର ଅଞ୍ଚଳ ରେ ଦୀର୍ଘଦିନ ଧରି ମାନସିକ ବିକରାଗସ୍ତ ଭାବେ ବୁଲୁଥିବା ଜଣେ ବ୍ୟକ୍ତି ଆଜି ହାଟ ପଡିଆରେ ମୃତ୍ୟୁ ବରଣ କରିଥିବାର ଖବର ପାଇ ସ...
08/10/2024

ଘଟଗାଁ ବଜାର ଅଞ୍ଚଳ ରେ ଦୀର୍ଘଦିନ ଧରି ମାନସିକ ବିକରାଗସ୍ତ ଭାବେ ବୁଲୁଥିବା ଜଣେ ବ୍ୟକ୍ତି ଆଜି ହାଟ ପଡିଆରେ ମୃତ୍ୟୁ ବରଣ କରିଥିବାର ଖବର ପାଇ ସ୍ଥାନୀୟ ସରପଞ୍ଚ #ଅନ୍ନପୂର୍ଣ୍ଣା_ଦେହୁରୀ ଶବ କୁ ଠିକା କର୍ମଚାରୀଙ୍କ ସହଯୋଗ ରେ ଶବ ସତ୍କାର କରାଇଥିଲେ।

ଢେଙ୍କିକୋଟ ନିକଟରେ ଦୁର୍ଘଟଣାରେ ୩ ମୃତ୍ୟୁ ଆଜି ୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ରେ ରାସ୍ତା ଅବରୋଧ । ପୋଲିସ ପହଞ୍ଚି ଅବରୋଧକାରୀଙ୍କୁ ବୁଝ...
08/10/2024

ଢେଙ୍କିକୋଟ ନିକଟରେ ଦୁର୍ଘଟଣାରେ ୩ ମୃତ୍ୟୁ
ଆଜି ୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ରେ ରାସ୍ତା ଅବରୋଧ । ପୋଲିସ ପହଞ୍ଚି ଅବରୋଧକାରୀଙ୍କୁ ବୁଝାମଣା କରିବା ପରେ ନିୟନ୍ତ୍ରଣ ଆୟତ୍ତ ରହିଛି ।
#କେନ୍ଦୁଝର

ଭାଲୁ ଆକ୍ରମଣରେ ଜଣେ ମୃତ ହରିଚନ୍ଦନପୁର ବ୍ଳକ ତୁର୍କିପଡା ଗାଁ ର ପବନା ଜୁଆଙ୍ଗ ନିଜ ଚାଷ ଜମି ବିଲକୁ ସକାଳୁ ସକାଳୁ ବୁଲିଯିବା ସମୟ ରେ ଭାଲୁ ଆକ...
08/10/2024

ଭାଲୁ ଆକ୍ରମଣରେ ଜଣେ ମୃତ
ହରିଚନ୍ଦନପୁର ବ୍ଳକ ତୁର୍କିପଡା ଗାଁ ର ପବନା ଜୁଆଙ୍ଗ ନିଜ ଚାଷ ଜମି ବିଲକୁ ସକାଳୁ ସକାଳୁ ବୁଲିଯିବା ସମୟ ରେ ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଛି ।
#ହରିଚନ୍ଦନପୁର #କେନ୍ଦୁଝର

Address


Website

Alerts

Be the first to know and let us send you an email when Kendujhar Khabar posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share