Suryakanta barik

  • Home
  • Suryakanta barik

Suryakanta barik ପୁରା ଜଗତସିଂହପୁରିୟା

ଗାଁକୁ ଭଲ ପାଉଥିବା ମଣିଷ ମୁ ,ଆମ ଜଗତସିଂହପୁର ଜିଲ୍ଲାର ସବୁ ଜାଗା ଭିଡ଼ିଓ ମାଧ୍ଯମରେ ଦେଖେଇବାକୁ ବହୁତ ଇଛା, ବିଶେଷ କରି ସବୁ ମନ୍ଦିର ଲୋକମାନକ ପାଖକୁ ପହଞ୍ଚାଇବି ଏଇଟା ମୋ ଇଚ୍ଛା । ଜୟ ମା ଶାରଳା,ଜୟ ବାବା ଗୋରେଖନାଥ,

18/08/2025

ମା ଭଗବତୀ, ପରାହାଟ,
08/08/2025

ମା ଭଗବତୀ, ପରାହାଟ,

କଣକେଶ୍ୱର ମହାଦେବ🙏
05/08/2025

କଣକେଶ୍ୱର ମହାଦେବ🙏

ପଞ୍ଚୁପାଣ୍ଡବ ମନ୍ଦିର, ଧନୀଷ ବାଲିକୁଦା, ଜଗତସିଂହପୁର.. ରାଜା ବିଶ୍ୱମ୍ବର ମନ୍ଦିର ନିର୍ମାଣ କରଥିଲେ ବୋଲି ଜଣାଯାଏ..। ମନ୍ଦିରଟି ଜଗତସିଂହପୁର ...
04/08/2025

ପଞ୍ଚୁପାଣ୍ଡବ ମନ୍ଦିର, ଧନୀଷ ବାଲିକୁଦା, ଜଗତସିଂହପୁର.. ରାଜା ବିଶ୍ୱମ୍ବର ମନ୍ଦିର ନିର୍ମାଣ କରଥିଲେ ବୋଲି ଜଣାଯାଏ..। ମନ୍ଦିରଟି ଜଗତସିଂହପୁର ଜିଲ୍ଲାର ପ୍ରାଚୀନ ମନ୍ଦିର ଭିତରେ ଅନ୍ୟତମ। ଜଗତସିଂହପୁର ପଟେ ଆସୁଛନ୍ତି, ଡ଼େଙ୍ଗାପୋଲ ପାଖରୁ ବାମକୁ 5 କିମି ଗଲେ ମନ୍ଦିରଟି ପଡିବ।

ମା ବିଲ ଶାରଳା ମନ୍ଦିର, ଜଗତସିଂହପୁର ତେନ୍ତୁଳିପଦା ଗ୍ରାମରେ ମାଙ୍କ ମନ୍ଦିର ଅବସ୍ଥିତ..ଲୋକମାନେ ମାନଂକୁ ସାରଳା ମାଙ୍କ ବଡ଼ ଭଉଣୀ ମଧ୍ୟ କୁହନ୍...
01/08/2025

ମା ବିଲ ଶାରଳା ମନ୍ଦିର, ଜଗତସିଂହପୁର ତେନ୍ତୁଳିପଦା ଗ୍ରାମରେ ମାଙ୍କ ମନ୍ଦିର ଅବସ୍ଥିତ..ଲୋକମାନେ ମାନଂକୁ ସାରଳା ମାଙ୍କ ବଡ଼ ଭଉଣୀ ମଧ୍ୟ କୁହନ୍ତି 🙏

ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓ...
30/07/2025

ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

29/07/2025

23/07/2025

ଜଗତସିଂହପୁର କୁ କାହିଁକି ବାଣିକ୍ଷେତ୍ର ବୋଲି କୁହନ୍ତି??? ଯଦି କିଏ ଜାଣିଛନ୍ତି କମେଣ୍ଟ କରନ୍ତୁ ଯେମିତି ସମସ୍ତେ ବୁଝିପାରିବେ ??

22/07/2025

 #କେନ୍ଦ୍ରାପଡ଼ା
04/07/2025

#କେନ୍ଦ୍ରାପଡ଼ା

ଶ୍ରୀ ବଳଦେବଜୀଉ, କେନ୍ଦ୍ରାପଡ଼ା..
02/07/2025

ଶ୍ରୀ ବଳଦେବଜୀଉ, କେନ୍ଦ୍ରାପଡ଼ା..

ରଥଯାତ୍ରା ର କିଛି ସୁନ୍ଦର ଚିତ୍ର.. ଜୟ ଜଗନ୍ନାଥ
29/06/2025

ରଥଯାତ୍ରା ର କିଛି ସୁନ୍ଦର ଚିତ୍ର.. ଜୟ ଜଗନ୍ନାଥ

Address

Jagatsinghpur

Website

Alerts

Be the first to know and let us send you an email when Suryakanta barik posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share