03/05/2025
ପ୍ରୀତି ପ୍ରଣତିର ୬୧ ତମ ସସ୍କରଣ ଭେଟି ଦେଉଛୁ । ଡାଉନଲୋଡ କରି ପଢ଼ନ୍ତୁ ଏବଂ ଅନ୍ୟକୁ ପଢିବା ପାଇଁ କୁହନ୍ତୁ ।
ଡାଉନଲୋଡ ଲିଙ୍କ୍ -
ସୃଜନର ଅନ୍ତଃସ୍ୱର
Anandapur
758021
Be the first to know and let us send you an email when ପ୍ରୀତି ପ୍ରଣତି posts news and promotions. Your email address will not be used for any other purpose, and you can unsubscribe at any time.
Send a message to ପ୍ରୀତି ପ୍ରଣତି:
ହେ ସାହିତ୍ୟାନୁରାଗୀ ସ୍ରଷ୍ଟାଗଣ ପ୍ରୀତି ପ୍ରଣତି ମାସିକ ଇ-ପତ୍ରିକା ତରଫରୁ ଆପଣମାନଙ୍କୁ ସାରସ୍ଵତ ଅଭିନନ୍ଦନ । ଓଡ଼ିଆ ଭାଷା ଓ ସାହିତ୍ୟ ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣ ମାନଙ୍କ ସହାୟତା ଆବଶ୍ୟକ କରୁଛୁ। ଆପଣ ଓଡ଼ିଆ ଭାଷାରେ ଗଳ୍ପ କିମ୍ବା କବିତା ଲେଖା ଲେଖି କରୁଛନ୍ତି କି? ଯଦି ହଁ, ତେବେ ଆଜି ହିଁ ଆମ ସହିତ ଯୋଗାଯୋଗ କରନ୍ତୁ। ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା ।