Biswas tv odia

Biswas tv odia Biswas tv odia

27/01/2026

ଖବର ପ୍ରସାରଣ ପରେ ନିଜର ଦୋଷ ଲୁଚାଇବାକୁ ପ୍ରୟାସ କରୁଛନ୍ତି ନାଲକୋ PRO

25/01/2026

ନାଲକୋ ପ୍ରଶାସନ ନାରୀଙ୍କୁ ସମ୍ମାନ ଦେବାରେ ବିଫଳ

24/01/2026

ନାଲକୋ କମ୍ପାନୀର କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତି ପୁରଣ ଦେବା ବଦଳରେ ଶାସନ କରୁଛି

23/01/2026

ପାଞ୍ଚଟି ପଞ୍ଚାୟତର ହଜାର ହଜାର ଲୋକଙ୍କ ଯିବା ଆସିବା ରାସ୍ତାରେ ମରଣ ଜନ୍ତା ବସାଇଛି ନାଲକୋ କମ୍ପାନୀ

16/01/2026

ଛେଳିଆପଡା ଗ୍ରାମରେ ଗୋଚର ଜାଗାରୁ ଗଛ କାଟି ଥିବା ଅଭିଯୋଗରେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ନେଇ ଜିଲ୍ଲାପାଳଙ୍କୁ ଗୁହାରି କଲେ ଗ୍ରାମବାସୀ

15/01/2026

ଏକ ତରଫା ପ୍ରେମ ଆବେଦନ କରି ବିଫଳ ହେଲା ପରେ ମହିଳାଙ୍କୁ ମାରି ଦେଲା :ନାଲକୋ

07/01/2026

ଛେଳିଆପଡା ଗ୍ରାମରେ ଗୋଚର ଜାଗାରୁ ଗଛ କାଟି ୧୪ଲକ୍ଷ୍ୟ ଟଙ୍କା ଖାଇଗଲେ ସଭାପତି ଓ ସେକ୍ରେଟେରୀ, ଅଭିଯୋଗ କଲେ ସରପଞ୍ଚ

06/01/2026

କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ହେଉ ଥିବା ପ୍ରଜାଙ୍କ ଉପରେ ପ୍ରଶାସନ ଦେଖାଉଛି ନାଲି ଆଖି

03/01/2026

ଜିନ୍ଦଲ କମ୍ପାନୀର ଦାଦାଗିରି ସଠିକ ପ୍ରମାଣ ପତ୍ର ନ କରି ଜବର ଦସ୍ତି କରୁଛି କାମ
ସଠିକ କାଗଜ ପତ୍ର ନ ରଖି,କ୍ଷତିଗ୍ରସ୍ତ ପ୍ରଜାଙ୍କ ଉପରେ କରୁଛି ଗୁଣ୍ଡା ଗିରି, ଜିନ୍ଦଲ କମ୍ପାନୀର ହାତବାରିଶି ସାଜିଛି ପ୍ରଶାସନ
ଜାଗା ମାଲିକଙ୍କୁ ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ନ ପାରି, ମୋଇଦାନରୁ ଶିଶୁପାଳ ହୋଇ ଫେରିଲେ ପ୍ରଶାସନ ସହିତ କମ୍ପାନୀ କର୍ତ୍ତୃପକ୍ଷ

01/01/2026

ଜିନ୍ଦଲ କମ୍ପାନୀର ମନଇଛା ଦାଦାଗିରି

01/01/2026

ନବ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ :ଅଜିତ କୁମାର ଧର

Address

Angul
Anugul
759122

Telephone

+917978882657

Website

Alerts

Be the first to know and let us send you an email when Biswas tv odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Biswas tv odia:

Share

Category