Dreams RIDER News&entertainment

Dreams RIDER News&entertainment Dreams Rider(www.dreamsrider.com)is Odisha's fastest growing Odia Digital News&Entertainment Channel

24/07/2025

ବାନେର ଠାରୁ ଲଡୁ ଗାଁ ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣ ଯନ୍ତା

23/07/2025

ବିଧାନସଭା ଷ୍ଟାଣ୍ଡିଂ କମିଟି ର ଖମାର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

23/07/2025

ଭାରତୀୟ ମଜଦୂର ସଙ୍ଘ ର ୭୧ତମ ପ୍ରତିଷ୍ଠା ଦିବସ ନାଲକୋ ବିଦ୍ୟୁତ୍ ମଜଦୂର ସଂଘ ଦ୍ଵାରା ପାଳିତ

23/07/2025

ପ୍ଲାଷ୍ଟିକ ବୋତଲ ରେ ପେଟ୍ରୋଲ ବନ୍ଦ ହେବା ପରେ ବାଇକ ରେ ପେଟ୍ରୋଲ ପକାଇବା ପାଇଁ ପିକ୍ଅପ ରେ ବାଇକ୍ ଆଣି ଟାଙ୍କି ରୁ ପେଟ୍ରୋଲ ନେଉଛନ୍ତି!!

23/07/2025

ମ୍ୟାଗି ଆଣିବାକୁ ଯାଇଥିବା ୨ ନାବାଳିକା ଙ୍କୁ ଅପହରଣ ଅଭିଯୋଗ
କରଞ୍ଜିଆ ଥାନା ଅନ୍ତର୍ଗତ ବଡଦେଉଳି ଗ୍ରାମ ପଞ୍ଚାୟତ ର ଶରଧା ଗ୍ରାମର ୨ ନାବାଳିକା ଗ୍ରାମର ଏକ ଦୋକାନ କୁ ମ୍ୟାଗି ଆଣିବାକୁ ଯାଇଥିବା ବେଳେ ତାଙ୍କୁ ଦୁର୍ବୁର୍ତ୍ତ ଅପହରଣ କରିଥିବା ନେଇ ଅଭିଯୋଗ

-ବଳଙ୍ଗା ପୀଡ଼ିତାଙ୍କୁ ଏମ୍ସ ଦିଲ୍ଲୀରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ପ୍ରଭାତୀ ପରିଡ଼ା-ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତର...
23/07/2025

-ବଳଙ୍ଗା ପୀଡ଼ିତାଙ୍କୁ ଏମ୍ସ ଦିଲ୍ଲୀରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ପ୍ରଭାତୀ ପରିଡ଼ା
-ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତରୀ ଟିମ୍‌ ଓ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି

23/07/2025

ତାଳଚେର ବସ୍ ମାଲିକ ସଂଘ ତରଫରୁ ଉପଜ଼ିଲ୍ଲାପାଳଙ୍କୁ ଦାବିପତ୍ର

23/07/2025

କ୍ରେଡିଟ କାର୍ଡ ରୁଣ ଟଙ୍କା ମାଗିବାରୁ ୩ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ମାଡ

23/07/2025

ଅନୁଗୋଳ କଲେଜର ଚାରି ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀ ନିର୍ଯାତନା ଅଭିଯୋଗ

22/07/2025

ପୁଅ ଝିଅଙ୍କ ପ୍ରେମକୁ ନେଇ ତୁମୁଳ କାଣ୍ଡ । ପୁଅର ମାଁ ଙ୍କୁ ଘରୁ ଉଠାଇ ନେଲେ ଝିଅର ଘର ଲୋକେ

22/07/2025

ପୋଖରୀକୁ ଗୋଧୋଇବାକୁ ଯାଇ ପାଣିରେ ବୁଡି ମୃତ

22/07/2025

ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ସାମାଜିକ ସଂଗଠନ ପକ୍ଷ୍ୟରୁ ଶ୍ରାବଣ ମାସ ଦ୍ୱିତୀୟ ସୋମବାର ରେ ବୋଲବମ୍ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ,ପାନୀୟ ଜଳ ଓ ବୃକ୍ଷ୍ୟରୋପଣ,ସଫେଇ କାଯ୍ୟକ୍ରମ

Address

Bhubaneswar

Alerts

Be the first to know and let us send you an email when Dreams RIDER News&entertainment posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Dreams RIDER News&entertainment:

Share