Bantala ANGUL News

Bantala ANGUL News Contact information, map and directions, contact form, opening hours, services, ratings, photos, videos and announcements from Bantala ANGUL News, News & Media Website, Anugul.
(1)

The 24x7 Fastest Growing Odia Web News Channel .
ଓଡ଼ିଶାର କଳା,ଐତିହ୍ୟ,ପରମ୍ପରା,ଦର୍ଶନୀୟ ସ୍ଥାନ, ଦେବାଦେବୀ ଏବଂ ପ୍ରତି ଖବର ଉପରେ ଆମର ନଜର ।
For NEWS & Advertisements WhatsApp 9938023191

 #ବନ୍ୟ_ପ୍ରାଣୀ_ସଂରକ୍ଷଣ_ସଚେତନତା_କାର୍ଯ୍ୟକ୍ରମ_ଉଦଯାପିତ ଅନୁଗୁଳ ବନଖଣ୍ଡ ଅଧିନସ୍ଥ କଣିହାଁ ବନାଞ୍ଚଳ ଓ ବିଶ୍ୱ ଯୁବ କେନ୍ଦ୍ର ଅନୁଗୋଳଙ୍କ ସହଯ...
30/05/2026

#ବନ୍ୟ_ପ୍ରାଣୀ_ସଂରକ୍ଷଣ_ସଚେତନତା_କାର୍ଯ୍ୟକ୍ରମ_ଉଦଯାପିତ
ଅନୁଗୁଳ ବନଖଣ୍ଡ ଅଧିନସ୍ଥ କଣିହାଁ ବନାଞ୍ଚଳ ଓ ବିଶ୍ୱ ଯୁବ କେନ୍ଦ୍ର ଅନୁଗୋଳଙ୍କ ସହଯୋଗରେ ୨୮-୨୯ ମେ ଦୁଇ ଦିନ ଧରି ବନ୍ୟ ପ୍ରାଣୀ ସଂରକ୍ଷଣ ସଚେତନତା ବୈଠକ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଣିହାଁ ବନାଞ୍ଚଳ ର ସଂସାମରା, ଲୁହାମୁଣ୍ଡା, ଚିନ୍ତାମଣି ପୁର,ପୋଡାଗଡ, ଲୋଧାଝରି ଗ୍ରାମ ମାନଙ୍କରେ ଆଠମଲ୍ଲିକ ବ୍ଲକ ହରିଡ଼ାକୋଠା ଗ୍ରାମର ବାବା ଭୁବନେଶ୍ୱର ଦଣ୍ଡ ନୃତ୍ୟ ସଂଘ, ସହାୟତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗ୍ରାମ ସଭା ମାଧ୍ୟମରେ ବନ୍ୟ ପ୍ରାଣୀ ମାନଙ୍କର ସୁରକ୍ଷା, ବନାଗ୍ନି ନିରାକରଣ, ବୃକ୍ଷ ରୋପଣ ଓ ଜଙ୍ଗଲ ର ଅଭିବୃଦ୍ଧି ଉପରେ ସଚେତନତା କରାଯାଇଥିଲା। ଜଙ୍ଗଲ ଉପରେ ମନୁଷ୍ୟ ଓ ସମଗ୍ର ଜୀବ ଜଗତର ନିର୍ଭରଶୀଳତା, ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟା ପ୍ରାଣୀମାନେ ପାଉଥିବା କଷ୍ଟ ଓ ଧନ ଜୀବନ ହାନି ଓ ସେଥିପାଇଁ ବ୍ୟବସ୍ଥା ଓ ଲୋକଙ୍କ ଭୂମିକା ଉପରେ ଆଲୋଚନା କରିବା ସହିତ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନା ସମ୍ଭନ୍ଧରେ ସଚେତନ କରାଯାଇଥିଲା।କଣିହାଁ ବନାଞ୍ଚଳ ର ବନପାଳ ପ୍ରଦୀପ କୁମାର ପ୍ରଧାନ ,ପଙ୍କଜ କୁମାର୍ ବେହେରା ,ବନରଖି ସୁପ୍ରଭା ସ୍ବାଇଁ,ଜିତେନ୍ଦ୍ର କୁମାର ସାହୁ,ମନୋଜ କୁମାର ନାୟକ, ନରୋତ୍ତମ ଦେହୁରି, ଉର୍ମିଳା କିଶାନ।ଦଣ୍ଡନୃତ୍ୟ ଦଳପତି ମନ୍ମଥ ଭୁରୁଭୂରୀ, ବିଶ୍ୱ ଯୁବ କେନ୍ଦ୍ର କର୍ମୀ ଅଭୟ ଚରଣ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କଣିହାଁ ବନାଞ୍ଚଳ ଅଧିକାରୀ ଶୁଭ୍ରା ଶୁଚିସ୍ମିତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସହଯୋଗ ରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ "ପରିବେଶ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା" ଉପରେ ଆଲୋଚନା।
30/05/2026

ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ ତରଫରୁ "ପରିବେଶ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା" ଉପରେ ଆଲୋଚନା।

30/05/2026

ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ଜଳ ବଣ୍ଟନ

30/05/2026

ଖରା ଦିନେ ଚୁଆ ପାଣି ଏକ ମାତ୍ର ବିକଳ୍ପ

ଆଜିର ଦର୍ଶନମା ବୁଢୀ ଠାକୁରାଣୀ, ଅନୁଗୁଳ
30/05/2026

ଆଜିର ଦର୍ଶନ
ମା ବୁଢୀ ଠାକୁରାଣୀ, ଅନୁଗୁଳ

କାଳ ବୈଶାଖୀ ପ୍ରଭାବରେ ଭାଙ୍ଗିଲା ବିରାଟ ପୁରୁଣା ଗଛ
29/05/2026

କାଳ ବୈଶାଖୀ ପ୍ରଭାବରେ ଭାଙ୍ଗିଲା ବିରାଟ ପୁରୁଣା ଗଛ

29/05/2026

ସାମ୍ବାଦିକଙ୍କ ପ୍ରଶ୍ନରେ ଘାଇଲା ରେଞ୍ଜର

ଆଜିର ଦର୍ଶନମା ବୁଢୀ ଠାକୁରାଣୀ, ଅନୁଗୁଳ
29/05/2026

ଆଜିର ଦର୍ଶନ
ମା ବୁଢୀ ଠାକୁରାଣୀ, ଅନୁଗୁଳ

29/05/2026

#ଖରା_ଦିନେ_ଚୁଆ_ପାଣି_ହିଁ_ଭରସା
ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଟିକରାପଡ଼ା ପଞ୍ଚାୟତର କରଡାପଡା ଗାଁ ର ଚିତ୍ର। ଧାଡ଼ିରେ ଠିଆ ହୋଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି ଗ୍ରାମର ମହିଳା। ଗାଁ ରେ ଥିବା ସମସ୍ତ ନଳକୂପ ଅଚଳାବସ୍ଥା ରେ ପଡିରହିଥିବା ବେଳେ କୂଅ ମଧ୍ୟ ଶୁଖିଲା ହୋଇ ପଡିଛି।

28/05/2026

ଅନୁଗୁଳ ଜାମୁନାଳି ପଞ୍ଚାୟତ ଘଟଣା ... ପାଣି ପାଇପ୍ ହାଣିଲେ ଅସାମାଜିକ ବ୍ୟକ୍ତି.. ଗ୍ରାମବାସୀ ହନ୍ତସନ୍ତ

Address

Anugul

Alerts

Be the first to know and let us send you an email when Bantala ANGUL News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bantala ANGUL News:

Share