Area Khabar

Area Khabar Official Page Of Area Khabar is one of leading indian Odia Newspaper By Providing the Latest News .

29/07/2025

ଏମ୍ ସିଏଲ୍ ଗିଫ୍ଟ କାର୍ଡ ଓ ଅନ୍ୟାନ୍ୟ ରାହାଜାନୀ ଡ଼କାୟତି ଗ୍ୟାଙ୍ଗ ଗୋପାଳ ପ୍ରାସାଦ ପୋଲିସ୍ ଦ୍ୱାରା ଗିରଫ । ଏ ନେଇ ତାଳଚେର ଥାନାରେ ଅନୁଗୋଳ ଏସ୍ ପି ଙ୍କ ସାମ୍ବାଦିକ ସମ୍ମିଳନୀ ।

28/07/2025

ନିଆରା ଢଙ୍ଗରେ ତାଳଚେର ଅଟୋନୋମସ କଲେଜ୍ ର ଛାତ୍ରୀ ମାନେ ସୀମାନ୍ତରେ କାର୍ଯ୍ୟରତ ସୈନିକ ମାନଙ୍କ ପାଇଁ ରାକ୍ଷୀ ପଠାଇଲେ ।

28/07/2025

ତାଳଚେର ଓ କୋଲିୟରୀ ପୋଲିସ୍ ହାତରେ ରାହାଜାନୀ କରୁଥିବା ଅଭିଯୁକ୍ତ l ଏସ୍ ଡି.ପି.ଓ ଙ୍କ ତାଳଚେର ଥାନାରେ ସମ୍ବାଦିକ ସମ୍ମିଳନୀ ।

24/07/2025

ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ର ବିଧାନସଭା ୧୩ଜଣିଆ ଷ୍ଟାଡିଂ କମିଟିର ତାଳଚେର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ ।

17/07/2025

ତାଳଚେରରେ କଂଗ୍ରେସ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।

15/07/2025

AIIMS ରୁ ସୌମ୍ୟଶ୍ରୀଙ୍କ ମୃତଶରୀରକୁ ବାହାର କରାଯିବା ବେଳର ଦୃଶ୍ୟ ।

11/07/2025

ଡ଼୍ରାଇଭର ମହାସଂଘର ମାନବିକତା।

04/07/2025

୧୪ଦଫା ଦାବୀ ପୂରଣନେଇ ଅଲ୍ ଓଡିଶା ଟ୍ରକ୍ ମାଲିକ ମହା ସଂଘର ଗଣଧାରଣା ଓ ଦାବୀପତ୍ର ପ୍ରଦାନ l

01/07/2025

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ମାନବିକତା । ରାସ୍ତାଦୁର୍ଘଟଣାରେ ପଡିରହିଥିବା ସୁରକ୍ଷା କର୍ମୀଙ୍କୁ ନିଜ ଗାଡ଼ିରେ ନେଲେ ମେଡିକାଲ ।

30/06/2025

ବିଏମ୍ ସି ଅଧିକାରୀଙ୍କୁ ଗୋଇଠାମାଡ଼।

28/06/2025

ହୃଦୟର ସ୍ନେହ

27/06/2025

କଳାହୀରା ସହର ତାଳଚେରରେ ଶ୍ରୀ ଜୀଉଙ୍କ ଘୋଷଯାତ୍ରା l

Address

At/Dighi , Po/Talcher Thermal , Ps-Talcher
Anugul
759101

Alerts

Be the first to know and let us send you an email when Area Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Area Khabar:

Share