MM News Odisha

MM News Odisha Voice of Public

Social Awareness about latest News and Important Information.

17/01/2024

ସୌଭାଗ୍ୟ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ।

03/01/2024
https://youtu.be/ZiYCxqCTK50MMNewsOdisha- Voice of all OdishaDhenkanal News
28/01/2022

https://youtu.be/ZiYCxqCTK50

MMNewsOdisha- Voice of all Odisha
Dhenkanal News

ସହୀଦ କୋ ସତ ସତ ନମନ କାର୍ଯ୍ୟକ୍ରମ ।। ସହୀଦ ଗୋପବନ୍ଧୁ ରାଉତଙ୍କୁ ସହୀଦ ସ୍ମାରକୀ ।। MM News Odisha

15/08/2021

କଟକ ଜିଲ୍ଲା ଆଠଗଡ଼ରେ ନିଆରା ଢଙ୍ଗରେ ପାଳନ ହେଲା ୭୫ ସ୍ୱାଧୀନତା ଦିବସ । ରାସ୍ତାରେ ୮୦୦ ମିଟରର ଜାତୀୟ ପତକା ଶୋଭା ଯାତ୍ରା ।

ପାଣିଆପଟ୍ଟ ସେବକମାନେ ସିଂହଦ୍ବାର ଛାଉଣୀ ମଠ ସମ୍ମୁଖ କୂଅର ଜଳ ରଥ ଉପରକୁ ନେବାପରେ ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରୁଛନ୍ତି ସେବକମାନ...
22/07/2021

ପାଣିଆପଟ୍ଟ ସେବକମାନେ ସିଂହଦ୍ବାର ଛାଉଣୀ ମଠ ସମ୍ମୁଖ କୂଅର ଜଳ ରଥ ଉପରକୁ ନେବାପରେ ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରୁଛନ୍ତି ସେବକମାନେ। #ରଥଯାତ୍ରା୨୦୨୧

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ ହେଉଅଛି। ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଧରପଣା ନୀତି ଲାଗି ଜଳ, ମାଟିହାଣ...
22/07/2021

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ ହେଉଅଛି। ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଧରପଣା ନୀତି ଲାଗି ଜଳ, ମାଟିହାଣ୍ଡି ଏବଂ ପଣା ଭୋଗ ପାଇଁ ଆବଶ୍ୟକ ଛେନା, କର୍ପୁର, ଗୋଲମରିଚ, କଦଳୀ ଆଦି ନାନାବିଧ ସାମଗ୍ରୀ ରଥ ଉପରକୁ ନିଆଯାଉଛି। #ରଥଯାତ୍ରା୨୦୨୧

ଜାତୀୟ ଆମ୍ବ ଦିବସ
22/07/2021

ଜାତୀୟ ଆମ୍ବ ଦିବସ



ଶରଧାବାଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ପହଣ୍ଡି।  #ରଥଯାତ୍ରା୨୦୨୧  #ଜୟଜଗନ୍ନାଥ
20/07/2021

ଶରଧାବାଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ପହଣ୍ଡି।

#ରଥଯାତ୍ରା୨୦୨୧ #ଜୟଜଗନ୍ନାଥ

ପବିତ୍ର ଆଜ୍ଞାମାଳ ପାଇବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ଵାରରେ ଲାଗିଛି ।      ...
17/07/2021

ପବିତ୍ର ଆଜ୍ଞାମାଳ ପାଇବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ଵାରରେ ଲାଗିଛି ।



Address

Athagarh

Alerts

Be the first to know and let us send you an email when MM News Odisha posts news and promotions. Your email address will not be used for any other purpose, and you can unsubscribe at any time.

Share