Udaya Labanya News

Udaya Labanya News Udaya Labanya is a leading news channel that strives to provide accurate,unbiased, and timely news coverage to a global audience 24x7 streaming on OTT
(2)

12/08/2026

ଡାକ୍ତରଙ୍କ ପରଲୋକରେ ସାହିତ୍ୟ ସମାଜର ଶୋକସଭା ଆଠଗଡ( ଉଲ୍ଲାପ୍ର )ଆଠଗଡ ଅଞ୍ଚଳର ଜଣାଶୁଣା ଡାକ୍ତର ଲଷ୍ମୀପ୍ରସାଦ ମହାପାତ୍ର ଙ୍କ ପରଲୋକରେ ଆଠଗଡ ସାହିତ୍ୟ ସମାଜ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି | ସାହିତ୍ୟ ସମାଜ ଉପଦେଷ୍ଟା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଅନୁଷ୍ଠିତ ଏହି ଶୋକସଭା ରେ ସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶୋକସଭା ରେ ସମ୍ପାଦକ ଲଲାଟେନ୍ଦୁ ସେନାପତି, ଉପସଭାପତି ବିଷ୍ଣୁପ୍ରସାଦ ସାହୁ, ସଭ୍ୟ ସଦାନନ୍ଦ ପଟ୍ଟନାୟକ,ତ୍ରିଲୋଚନ ବେହେରା, ଅଶୋକ ଦାଶ, ପ୍ରମୋଦ ବିଶୋଇ, ଗଣେଶ ପ୍ରସାଦ ରାଉତ, ବିଷ୍ଣୁ ପ୍ରସାଦ ଦାସ, ସୁବାସଚନ୍ଦ୍ର ରାଉତ, ଦୀପାଳି ଦାଶ ପ୍ରମୁଖ ଡାକ୍ତର ଲଷ୍ମୀପ୍ରସାଦ ମହାପାତ୍ରଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ | ସ୍ବର୍ଗତ ମହାପାତ୍ର ଙ୍କ ପାଇଁ ଆଠଗଡ ସାହିତ୍ୟ ସମାଜ ତରଫରୁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |

12/08/2026

ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ରେ ଅଧ୍ୟାପକ, କର୍ମଚାରୀ ଦୁଇଫାଳ, ଏମାନେ ସବୁ ପୁରୁଣା ସରକାରୀ ଦଳ ସହିତ ଜଡିତ,ନୂତନ ଅଧ୍ୟକ୍ଷଙ୍କ ଚାମ୍ବରରେ ପଶି ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିବାରୁ ଥାନାରେ ଅଧ୍ୟକ୍ଷ ଦେଲେ ଲିଖିତ ଅଭିଯୋଗ, ଚାରିଦିନ ହେଲାଣି ଆଠଗଡ ଥାନା ପୋଲିସ କାହିଁକି ଚୁପ ବସିଛି, ଆଗାମୀ ଦିନରେ ଆଠଗଡ କଂଗ୍ରେସ ମହାବିଦ୍ୟାଳୟ ରେ ଧାରଣା ଦେବ ମହାବିଦ୍ୟାଳୟ ବାତାବରଣ କୁ ଶୃଙ୍ଖଳିତ କରିବାପାଇଁ, ଆଠଗଡ ଉପଜିଲ୍ଲାପାଳ ଚୁପ କାହିଁକି

11/08/2026
10/08/2026

ଶ୍ରାବଣ ମାସର ଦ୍ୱିତୀୟ ସୋମବାର ରେ ଧବଳେଶ୍ୱର ଙ୍କ ମହାକାଳ ବେଶ ଦେଖିବାର ସୁଯୋଗ ନିଅନ୍ତୁ

10/08/2026

ଆଠଗଡ ର ଜଣେ ସୁନାମଧନ୍ୟ ଡାକ୍ତର ଲଷ୍ମୀପ୍ରସାଦ ମହାପାତ୍ର ଙ୍କ ଦେହାନ୍ତ, ଦେଢବର୍ଷ ହେଲା ଅସୁସ୍ଥ ଥିଲେ, ତାଙ୍କ ପରଲୋକରେ ଆଠଗଡ ରେ ଶୋକର ଛାୟା

Address

AT/GADASAHI , PO/PS-ATHGARH
Athagarh
754295

Alerts

Be the first to know and let us send you an email when Udaya Labanya News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share