Khabar khulasha

Khabar khulasha ପ୍ରତ୍ୟେକ ଖବର ଉପରେ ଆମ ନଜର।ଯେ କୌଣସି ସମସ୍ୟା ହେଉନା କାହିଁକି ସମାଧାନ ପାଇଁ ଖବର ଖୁଲ୍ଲାଶା ରେ ହେବ ପରିବେଷଣ।

22/03/2026

#୨୮ରେନିର୍ବାଚନ !
ଆଉଥରେ ଆର୍ଶୀବାଦ କରନ୍ତୁ ! #କାମଅନେକ_ସମୟକମ_ମିଳୁଛି !

17/03/2026

ଦୁଇ ଗିରଫ !
#ବିପୁଳ_ଗଞ୍ଜେଇ_ଚାଲାଣ !
ଖୁବ୍ ଶୀଘ୍ର କିଙ୍ଗ ପିନ ହେବ ପୋଲିସ ପଞ୍ଜାରେ !
ଏସ ଡି ପି ଓ ଙ୍କ ସବିଶେଷ ସୂଚନା !

15/03/2026

ପାଉଛ ସହ ବଚସା ଥିଲା ମୁଖ୍ୟକାରଣ !
କାଠ ଫାଳିଆ ରେ ପିଟିପିଟି !
#ନିରବଚନ_ହତ୍ୟାଘଟଣା !
ସାଙ୍ଗ ଥିଲେ ସାଙ୍ଗ ହୋଇ କାମ କରୁଥିଲେ ସାଙ୍ଗ ହେଲା ବଇରୀ !

11/03/2026

#ଲକ୍ଷେରେ_ଡିଲ୍ !
ଟ୍ରାକ୍ଟର ଚୋରୀ ଘଟଣା !

09/03/2026

#ଅକାରଣେ_ଚାଲିଗଲା_ବହୁମୂଲ୍ୟଜୀବନ !ଆୟୁର୍ବେଦ ଛାତ୍ରୀ ମୃତ୍ୟୁ ଘଟଣା !
ଦାବୀ ପୂରଣ ନହେବା ଯାଏଁ ରାସ୍ତା ରୋକ୍ ସୂଚନା !

09/03/2026

#ଏବେଶିକ୍ଷାର_ମାନବଦୁଲୁଛି !
ସବୁ ପଢ଼ା ପରେ ପରୀକ୍ଷା ଦେଉଥିଲୁ !
ଏବେ ସେମିଷ୍ଟାର ଚାଲୁଛି ବାସୁଦେବ ରଥ
ବଢ଼ୁଛି ବେରୋଜଗାରୀ !
ଅବହେଳିତ ଶିକ୍ଷିତ ଯୁବକ ଯୁବତୀ !

08/03/2026

#ସ୍ୱାସ୍ଥ୍ୟମନ୍ତ୍ରୀ
ଡ ମୁକେଶ ମହାଲିଂଙ୍ଗ ଙ୍କ ପ୍ରତିକ୍ରିୟା !

05/03/2026

ମଜଭୁତ୍ ହେବ ଦଳ ! #ଆଗକୁ_ଆହୁରିସଂଘଠିତ_ହେବଦଳ !

02/03/2026

ସାମ୍ବାଦିକ ସମ୍ମିଳନୀରେ ସୂଚନା !
୩୫ ବର୍ଷ ର ସ୍ୱାସ୍ଥ୍ୟ ସେବା ସହ ନର୍ସିଂ ଶିକ୍ଷା ବାଧାପ୍ରାପ୍ତ !
ତାଙ୍କ ତଳେ ଆମେ
ସରକାରଙ୍କୁ ଆମେ କିଛି କହି ପାରିବୁନି ! #ମଣିମା_ଟିକେ_ଶୁଣିମା_ହେବେ !
ଆମେ ନ ଥାଇ ଭାଙ୍ଗି ଦେଲେ ସମୟ ଦେଲେନି !

02/03/2026

#ଦୋଳପୂର୍ଣ୍ଣିମା
ଶ୍ରୀ କୃଷ୍ଣ ରାଧା ଙ୍କ ଚିରନ୍ତନ ପ୍ରେମ ଗାଥା !
ଭାଇ ଚାରାର ପ୍ରତୀକ ଦୋଳ ପୂର୍ଣ୍ଣିମା

02/03/2026

#ଚର୍ଚ୍ଚାରେ_ପାଇନର_କ୍ରିକେଟ୍ଏକାଡେମୀ
ପୁଣି ଫେରିବେ ଯୁବ ପୀଢ଼ି ! #ସମସ୍ତେ_ଖେଳିବେ_ସମସ୍ତେ_ବଢ଼ିବେ ! #ଆଗକୁବଢ଼ିବେ_ଯୁବପୀଢ଼ି !

23/02/2026

ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ !
ଅବସ୍ଥାରେ ପଡ଼ିଥିବା ଗୃହ ଲୋକଙ୍କ ସେବାରେ !ରେଭୁନ୍ୟୁ କୋଠରୀ ଲୋକାର୍ପଣ ! #ଲୋକଙ୍କ_ସେବାରେ_ଜିଳାବାର_ଏସୋସିଏସନ୍ !!
ଆଗକୁ ଲୋକଙ୍କ ସମସ୍ତ ସବ୍ୟବସ୍ଥା ସହ ଆଗେଇବ ବାର ସଂଘ !

Address

Balangir

Website

Alerts

Be the first to know and let us send you an email when Khabar khulasha posts news and promotions. Your email address will not be used for any other purpose, and you can unsubscribe at any time.

Share