YSN News Balangir

YSN News Balangir HEALTH ODISHA NEWS, BALANGIR

ବଲାଙ୍ଗୀରଜିଲ୍ଲା ଆଗଲପୁର ବ୍ଲକ ଫଟାମୁଣ୍ଡା ରେ ବାବାଧବଲେଶ୍ଵର ଙ୍କର ପ୍ରତିଷ୍ଠା ଦିବସ
05/05/2023

ବଲାଙ୍ଗୀରଜିଲ୍ଲା ଆଗଲପୁର ବ୍ଲକ ଫଟାମୁଣ୍ଡା ରେ ବାବାଧବଲେଶ୍ଵର ଙ୍କର ପ୍ରତିଷ୍ଠା ଦିବସ

17/04/2023
17/04/2023

ବଲାଙ୍ଗୀର ଜିଲ୍ଲା ର ଭରସୁଜା ଠାରେ ୧୬ପ୍ରହରୀ ର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

15/04/2023

ବଲାଙ୍ଗୀର ଜିଲ୍ଲା ର ଭରସୁଜା ଗାଁ ଠାରେ ଛେଳିଆପାଟ ସେବା ସଂଗଠନ ପ୍ରତିଷ୍ଠାତା ଦିବସ ପାଳନ କରାଯାଇଥିଲା,ଗ୍ରାମଦେବୀ ବୁଢାରଜା,ଛେଳିଆପାଟ ଗୁଢି ରୁ ଗାଁ ଅଭିମୁଖେ ବିରାଟ ମଶାଳ୍ ଯାତ୍ର ର ଆଯୋଜନ କରାଯାଇଥିଲା ଏବଂ ବିଷୁବ ପଣାସଂକ୍ରାନ୍ତି ଉପଲକ୍ଷ୍ଯେ ଭଗବାନ ଶ୍ରୀ ରାମଚନ୍ଦ୍ର ଏବଂ ବୀର ହନୁମାନ ଙ୍କର ଧ୍ୱନି ରେ ଏକ ଶୋଭାଯାତ୍ରାକରାଯାଇଥିଲା _

Address

Balangir
767061

Website

Alerts

Be the first to know and let us send you an email when YSN News Balangir posts news and promotions. Your email address will not be used for any other purpose, and you can unsubscribe at any time.

Share