M24 news

M24 news Twitter-
WhatsApp-9838490616




This is a news channel. This is a news channel. We

Whatever is happening in your area, make a video of it and send it to our WhatsApp number, .We will post that video in our page.

07/06/2023






ଛୋଟ ବେଳେ ମୁଁ class 6 କି 7 ହେବ ଠିକ ସେ ମନେ ପଡୁନି କୋଉ class କିନ୍ତୁ ସାହିତ୍ୟ ବହିରେ ଗୋଟେ ଗୋଳ୍ପ ପଢ଼ିଥିଲି " ଲୌହ ଦାନବ ର ରକ୍ତ ଭୋଜି ...
03/06/2023

ଛୋଟ ବେଳେ ମୁଁ class 6 କି 7 ହେବ ଠିକ ସେ ମନେ ପଡୁନି କୋଉ class କିନ୍ତୁ ସାହିତ୍ୟ ବହିରେ ଗୋଟେ ଗୋଳ୍ପ ପଢ଼ିଥିଲି " ଲୌହ ଦାନବ ର ରକ୍ତ ଭୋଜି " ଆଜି ସେ ଷ୍ଟୋରୀ କୁ ନିଜ ଆଖିରେ ଦେଖିଲି. ଆଉ ବୁଝିଲି ସତରେ କେତେ ଭୟାନକ ଏହି ଲୌହ ଦାନବ ର ରକ୍ତ ଭୋଜି. ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଏହି ଦୁର୍ଘଟଣା ସମଗ୍ର ବାଲେଶ୍ୱର ଜିଲ୍ଲାର ର ଲୋକଙ୍କ ମୁହଁ ରୁ ହସ ଛଡେଇ ନେଇଯାଇଛି. ସତେ ଯେମିତି ବାଲେଶ୍ୱର ଉପରେ କିଏ ଏକ ଦୁଃଖ ର କଲା ବାଦଲ ଛାଇଦେଇଛି. ଚାରିଆଡେ ନିଶବ୍ଦ, ଖାଲି ଆମ୍ବୁଲାନ୍ସ ର ଶବ୍ଦ, ଲୋକଙ୍କ ମୁହଁ ରେ ସେଇ ଗୋଟିଏ କଥା ଆଉ ବିଷାଦ ର ଛାୟା.କେହି କାହାରି ନିଜର ନୁହଁନ୍ତି କିନ୍ତୁ କାଲିଠୁ ଏ ଘଟଣା ଶୁଣିଲା ପରେ କାହାରି ମନ ଭଲ ନାହିଁ. ହୃଦୟ କୁ କଷ୍ଟ ହେଉଛି. ଆଖି ନ ଚାହିଁବି ମନରୁ କହ ବାହାରି ଆସି ଆଖି ଲୁହ ରେ ଭରି ଯାଉଛି. 😢
ବହୁତ ବହୁତ ଧନ୍ୟବାଦ ଆମ ବାଲେଶ୍ୱର ଜିଲ୍ଲାର ସ୍ବେଛାସେବୀ ସଂଗଠନ ମାନଙ୍କୁ ଆଉ ସାଧାରଣ ଲୋକଙ୍କୁ ଯେଉଁମାନେ ଏହି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭୋକ ରେ ଅନିଦ୍ରା ରହି ଲୋକଙ୍କୁ ସାହାଯ୍ୟ କରିଛନ୍ତି. ରାତିରେ ଲମ୍ବା ଲାଇନ ଦେଇ ରକ୍ତ ଦେବା ପାଇଁ ଛିଡା ହେଇଛନ୍ତି. 🙏
କି ଭୁଲ ଥିଲା ସେମାନଙ୍କର କଣ ପାଇଁ ଏମିତି ଘଟଣା ଘଟିଲା. କଣ ପାଇଁ ଭଗବାନ ଏବେ ଲୋକଙ୍କୁ ଏକା ସାଙ୍ଗରେ ନେଇଗଲେ. ଭଗବାନ କରନ୍ତୁ ଏମିତି ଘଟଣା ଆଉ କେବେ ନ ହେଉ. ଯେଉଁମାନଙ୍କ ପରିବାର ସହ ଏମିତି ଘଟଣା ଘଟିଛି ଭଗବାନ ତାଙ୍କୁ ସହାୟ ହୁଅନ୍ତୁ. ତାଙ୍କୁ ଏ ସବୁ ସହିବାକୁ ସାହସ ଦିଅନ୍ତୁ. 🙏
Hare krishna.

03/06/2023

💐 *ଆକାଶମାର୍ଗରୁ ଏ ଦୃଶ୍ୟ ଦେଖନ୍ତୁ, ଅନୁମାନ କରନ୍ତୁ କେତେ ଭୟଙ୍କର ଥିଲା ଦୁର୍ଘଟଣା।*

29/05/2023

💐ଲଭ୍‌ ଜିହାଦ୍‌ ! ପ୍ରେମିକାକୁ ବିଚ୍‌ ରାସ୍ତାରେ ୨୧ ଥର ଛୁରା ମାଡ଼ ପରେ ପଥରରେ ଛେଚି ହତ୍ୟା


16/04/2023

ଏ କଣ ହିନ୍ଦୁ ବହୁଳ ଦେଶ..?
ଏ କଣ ଆମ ଓଡ଼ିଶା...?
ଆମ ସଂସ୍କୃତି ଆଉ ପରମ୍ପରା କୁ ଆମେ ପାଳନ କଲେ ଆମେ ମରିବୁ ପୁଣି ଆମ ଘରେ...?
୪୨ ପ୍ଲାଟୁନ୍ ପୋଲିସ୍ ଥାଇକି ଯଦି ଦୁଇଟି ହିନ୍ଦୁ ଭାଇ ମରୁଛନ୍ତି ତାହାହେଲେ ସାଧାରଣ ଜନତା କେତେ ସୁରକ୍ଷିତ...?
ଯୋଉ ମାନେ ମୋତେ କାଲି ଭାଇ ପ୍ରେମ କଥା କହି ସୋଦୁଥିଲ ତୁମେ ଭାଇ ଭାଇ କହି କୁଣ୍ଢା କୁଣ୍ଢି ହୁଅ, ନହେଲେ ତାଙ୍କୁ ବାହା ହୋଇକି ହଲାଲ ହୁଅ ମୋର କିଛି କହିବାର ନାହିଁ,


13/04/2023
12/04/2023

Odisha
MMYB : ମଦମୁକ୍ତି ଯୁବବାହିନୀ

Address

Balasore

Opening Hours

Monday 9am - 8pm
Tuesday 9am - 8pm
Wednesday 9am - 8pm
Thursday 9am - 8pm
Friday 9am - 8pm
Saturday 9am - 6pm
Sunday 9am - 6pm

Website

Alerts

Be the first to know and let us send you an email when M24 news posts news and promotions. Your email address will not be used for any other purpose, and you can unsubscribe at any time.

Share