KI News .Live

KI News .Live Contact information, map and directions, contact form, opening hours, services, ratings, photos, videos and announcements from KI News .Live, Media/News Company, Balasore.

04/01/2026

#ବାଲେଶ୍ଵରରେ_ନୂତନ_କରି_ଶୁଭାରମ୍ଭ_ହେଲା_ଡ୍ରିମ୍ସ୍_ଚାଇଲ୍ଡଡେ_କେୟାର_ସେଣ୍ଟର୍।
ବାଲେଶ୍ଵର ସହର ରାଣୀ ପାଟଣା ନିକଟରେ ଏହି ଚାଇଲ୍ଡ କେୟାର ସେଣ୍ଟର୍ଟି ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଯୋଗ ଦେଇ ଶୁଭାରମ୍ଭ କରିବା ସହ କହିଛନ୍ତି ।

30/12/2025

#ଯୌନ_ଲାଳସା_ଓ_ଅବୈଧ_ସମ୍ପର୍କକୁ_ନେଇ_ହତ୍ୟାକାଣ୍ଡ__ବନ୍ଧୁ_ସାଜିଲା_ବନ୍ଧୁର_ବଇରୀ
#ହୋଟେଲ_ମୃତ୍ୟୁ_ଘଟଣାର_ପର୍ଦ୍ଧାଫାଶ

30/12/2025

#ସାଉଁ_ଆଞ୍ଚଳିକ_ସରକାରୀ_ଉଚ୍ଚ_ବିଦ୍ୟାଳୟରେ_ସୁବର୍ଣ୍ଣ_ଜୟନ୍ତୀ_ପାଳିତ

30/12/2025

#ବୁଦ୍ଧିଆଙ୍କୁ_ଏନକାଉଣ୍ଟର_ମାମଲାରେ_ପୁଲିସ_ବିରୋଧରେ_ମାଆଙ୍କ_ଅଭିଯୋଗ

29/12/2025
29/12/2025

ଘଣ୍ଟାପଡା ପୋଲିସର ବଡ଼ ସଫଳତା
୧୦ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଂଜେଇ ସହ ଦାମୀ କାର ଜବତ

28/12/2025

#ବାଲେଶ୍ଵରରେ_ଟାଟା_ଟିସକନର_କଞ୍ଜୁମର_ବୋନୋଞ୍ଜା_ଉତ୍ସବ_ଡିଷ୍ଟ୍ରିବ୍ୟୁଟର_ସାଗର_ବିଜନେସ_ପ୍ରାଇଭେଟ୍_ଲିମିଟେଡ_ଆୟୋଜିତ

27/12/2025

#ହୋଟେଲ_ରୁମ୍_ଭିତରେ_ଯୁବକଙ୍କ_ମୃତ_ଶରୀର_ଜଣେ_ଯୁବକ_ଜଣେ_ଯୁବତୀ_ଫେରାର_ହତ୍ୟା_ଅଭିଯୋଗ_ଆଣିଲେ_ପତ୍ନୀ

26/12/2025

#ସେଣ୍ଟ_ଜ୍ୟାଭିୟର୍ସ_ଇଣ୍ଟରନ୍ୟାସନାଲ_ସ୍କୁଲ_ବାର୍ଷିକ_କ୍ରୀଡ଼ା_ଉତ୍ସବ

25/12/2025

#ଟିଆଖିଆ_ସରସ୍ଵତୀ_ଶିଶୁ_ବିଦ୍ୟା_ମନ୍ଦିରର_ବାର୍ଷିକ_ଉତ୍ସବରେ_ବିଧାୟକ
୍ଷ_ଟଙ୍କାର_ଉନ୍ନୟନ_ମୂଳକ_କାର୍ଯ୍ୟର_ଶିଳାନ୍ୟାସ_

21/12/2025

Address

Balasore

Alerts

Be the first to know and let us send you an email when KI News .Live posts news and promotions. Your email address will not be used for any other purpose, and you can unsubscribe at any time.

Share