Balasore Local News

Balasore Local News Welcome to our BALASORE LOCAL NEWS
Follow for latest news update from
BALASORE

ଯାହା ଦେଖେ ତାହା ଦେଖାଏ
(2)

 #ଓଁ_ନମଃ_ଶିବାୟ🙏🙏🙏
13/07/2026

#ଓଁ_ନମଃ_ଶିବାୟ🙏🙏🙏

 ା_ତାରିଣୀ🙏🙏🙏
12/07/2026

ା_ତାରିଣୀ🙏🙏🙏

11/07/2026

ୁଟ_କଲେ
#ମେସିନ_ରାସ୍ତାରେ_ଫିଙ୍ଗିଦେଲେ
ATM ଲୁଟ କଲେ। ଉପାଡି ନେଇ ରାସ୍ତାରେ ଫିଙ୍ଗିଦେଲେ। ବାଲେଶ୍ବର ଜିଲ୍ଲା ଖଇରା ଥାନା ତୁଡ଼ିଗଡ଼ିଆ ଛକରେ ଥିବା ଇଣ୍ଡିଆ ଓ୍ବାନ ATM ଲୁକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୫ ଦୁର୍ବୃତ୍ତ ଏକ ଥାର ଗାଡିରେ ଆସି ATM ଲୁଟ କରିବା ସହ ATM ମେସିନକୁ ଗାଡି ପଛପଟେ ଦୌଡିରେ ବାନ୍ଧି ଉପାଡିଥିଲେ। ପରେ ୨୦୦ ମିଟର ଦୂରରେ ରାସ୍ତା ମଝିରେ ଫୋପାଡି ଦେଇଥିଲେ। ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ୟ।

11/07/2026

#ସାଇକେଲ_ଆରୋହୀଙ୍କୁ_ଭାଲୁ_ଆକ୍ରମଣ
ରାସ୍ତାରେ ସାଇକେଲରେ ଯାଉଥିଲେ ଦୁଇ ଯୁବକ। ଆକ୍ରମଣ କଲା ଭାଲୁ। ଡ୍ରେନରେ ପଡି ଦୁଇ ଯୁବକ ଆହତ ହୋଇ ଅଳ୍ପକେ ବର୍ତ୍ତିଛନ୍ତି। ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବାଲେଶ୍ଵର ନୀଳଗିରି ଅଞ୍ଚଳରେ ଏହି ଘଟଣା ଘଟିଛି।

11/07/2026

#କାନ୍ଦୁଛି_ପରିବାର
#ମତ୍ସଜୀବୀଙ୍କ_ମିଳୁନି_ପତ୍ତା
ସମୁଦ୍ରରେ ମାଛ ମାରିବାକୁ ଯାଇ ୧୫ ମତ୍ସ୍ୟଜୀବୀ ନିଖୋଜ। ମତ୍ସ୍ୟଜୀବୀଙ୍କ ଏଯାଏଁ ମିଳିନି ପତ୍ତା। ଘଟଣାକୁ ୧୦ ଦିନ ବିତିଥିଲେ ବି କୌଣସି ଯୋଗାଯୋଗ ହୋଇପାରୁନି। ଏନେଇ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ। ନିଖୋଜ ୧୫ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ବାଲେଶ୍ୱର ଭୋଗରାଇ ବ୍ଲକ କମର୍ଦା ଅଞ୍ଚଳର ତିନି ଜଣ ଥିବାବେଳେ ଅନ୍ୟମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାର ସନ୍ଧାନ କାର୍ଯ୍ୟ ଜାରି ରଖିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କାହାରି ପତ୍ତା ମିଳିନି। ସୂଚନା ଅନୁଯାୟୀ ଗତ ଜୁଲାଇ ୨ ତାରିଖରେ ପଶ୍ଚିମବଙ୍ଗ ଦୀଘା ନିକଟ ଶଙ୍କରପୁର ବେଳାଭୂମିରୁ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ ୧୫ ମତ୍ସ୍ୟଜୀବୀ।

 ୍ରୀରାମ_🙏🙏🙏 ୁମାନ🙏🙏🙏
11/07/2026

୍ରୀରାମ_🙏🙏🙏
ୁମାନ🙏🙏🙏

10/07/2026

୍ଷ_ପୂରି_୬_ବର୍ଷ_ହେଲାଣି_ସରୁନି_ନର୍ସିଂ_କୋର୍ସ
ିଲେ_ଉଚ୍ଚଶିକ୍ଷା_ମନ୍ତ୍ରୀ_ଶୁଣନ୍ତୁ
୪ ବର୍ଷ କୋର୍ସ। କିନ୍ତୁ ୬ ବର୍ଷ ପୂରିବାକୁ ବସିଲାଣି। ତଥାବି କୋର୍ସ ସରୁନି। ପ୍ରତିବାଦ କରି ବାଲେଶ୍ଵର ଫକୀରମୋହନ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଗତକାଲି ଧାରଣା ଦେଇଥିଲେ BSC ନର୍ସିଂ ବିଭାଗ ଶତାଧିକ ଛାତ୍ରୀ। ଏନେଇ ଆଜି ନର୍ସିଂ ଛାତ୍ରୀମାନଙ୍କ ସମସ୍ୟା ବୁଝିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସମସ୍ୟା ବୁଝିବା ପରେ ଶୁଣନ୍ତୁ ମନ୍ତ୍ରୀଙ୍କ ପ୍ରତିକ୍ରିୟା।

10/07/2026

#ବାଘ_ଜୀବନ_ବଞ୍ଚାଇଲା_ହାତୀ
ପାଣିରେ ଭାସି ଯାଉଥିବାବେଳେ ବାଘର ଜୀବନ ବଞ୍ଚାଇଛି ହାତୀ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଇଣ୍ଡୋନେସିଆରୁ ଆସିଥିବା କୁହାଯାଉଛି। ମାତ୍ର ଅନେକ ଏହାକୁ AI ଭିଡିଓ ବୋଲି କହୁଛନ୍ତି।

 ା_ଲକ୍ଷ୍ମୀ🙏🙏🙏
10/07/2026

ା_ଲକ୍ଷ୍ମୀ🙏🙏🙏

09/07/2026

#ଜାଲରେ_ପଡିବ_ଇଲିସି_ଟୁନା_ତେଲିଆ
#ଗଭିର_ସମୁଦ୍ରରେ_ମାଛ_ଧରିବେ_ମତ୍ସ୍ୟଜୀବୀ
ମତ୍ସ୍ୟଜୀବୀ ପାଇଁ ଖୁସି ଖବର। ସମୁଦ୍ରରେ ମାଛ ମାରୁଥିବା ମତ୍ସ୍ୟଜୀବୀ ଏବେ ଗଭିର ସମୁଦ୍ରରେ ମାଛ ଧରିପାରିବେ। ପୂର୍ବରୁ ଗଭିର ସମୁଦ୍ରରେ ମାଛ ଧରିବା ପାଇଁ ଅନୁମତି ନଥିଲା। ମତ୍ସ୍ୟଜୀବୀମାନେ ସମୁଦ୍ର କୂଳଠାରୁ ପ୍ରାୟ ୮୦ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ମାଛ ଧରି ପାରୁଥିଲେ। ଏବେ କିନ୍ତୁ ଗଭିର ସମୁଦ୍ରରେ ମାଛ ଧରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଏହାଦ୍ବାରା ମତ୍ସ୍ୟଜୀବୀମାନେ ଇଲିସି, ଟୁନା, ତେଲିଆ ଭଳି ଦାମି ମାଛ ଧରିପାରିବେ। ମତ୍ସ୍ୟଜୀବୀମାନେ ଲାଭବାନ ହେବାସହ ଆର୍ଥିକ ସ୍ୱଚ୍ଛଳ ହେବେ।

Address

Balasore

Website

Alerts

Be the first to know and let us send you an email when Balasore Local News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share