Vision Balasore TV

Vision Balasore TV Contact information, map and directions, contact form, opening hours, services, ratings, photos, videos and announcements from Vision Balasore TV, Media/News Company, Balasore.
(1)

Balasore dist daily local news available
ବି:ଦ୍ର ; ବାଇଟ, ଭାଷଣ କିମ୍ବା ବକ୍ତବ୍ୟ ରେ କହୁଥିବା କଥା ବକ୍ତାଙ୍କ ନିଜସ୍ୱ ମନ୍ତବ୍ୟ, ଏଥି ପାଇଁ ଚ୍ୟାନେଲ ଦାୟୀ ନୁହେଁ, ଭିଜନ ବାଲେଶ୍ୱର ଟିଭି ଏକ ସାମାଜିକ ଗଣମାଧ୍ୟମ ଅଟେ l

13/08/2026

ବାଲେଶ୍ୱର, ିର୍ବାଚନ_ମଣ୍ଡଳୀର_ପାଣି_ଘେରରେ_ଥିବା ବିଭିନ୍ନ ଗାଁ ବୁଲିବା ସହ ଶୁଖିଲା ଖାଦ୍ୟ ବାଣ୍ଟିଲେ ସଦର ବିଧାୟକ ମାନସ ଦତ୍ତ l

13/08/2026

ବାଲେଶ୍ୱର, #ଦିବଂଗତ_ବିଧାୟକ_ମଦନ_ମୋହନ_ଦତ୍ତ(ମଙ୍ଗୁଭାଇ) ଙ୍କ ୬୯ତମ ଜୟନ୍ତୀ ପାଳିତ l

#ମଙ୍ଗୁଭାଇ_ସ୍ମୃତି_କମିଟି_ପକ୍ଷରୁ_ହେଲା_ସାମୁହିକ_ମାଲ୍ୟାର୍ପଣ, ହସପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ l

13/08/2026

ବାଲେଶ୍ୱର, #ନୀଳଗିରି_ରୁ_ବଉଳଗଡ଼ିଆ_ରାସ୍ତାରେ_ଯଥାଶୀଘ୍ର ଭାରିଯାନ ଚଳାଚଳ ବନ୍ଦ ଦାବୀନେଇ ଏସପିଙ୍କୁ ଦାବିପତ୍ର ପ୍ରଦାନ l

12/08/2026

ବାଲେଶ୍ୱର, #ସ୍ବଦେଶ_ସଂଗ୍ରାମ_ଫାଉଣ୍ଡେସନ_ପକ୍ଷରୁ_ଦେଶାତ୍ମକ ଭିତ୍ତିକ କାର୍ଯ୍ୟକ୍ରମ ବନ୍ଦେମାତରମ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l

11/08/2026

ବାଲେଶ୍ୱର, #ଉଦଘାଟିତ_ହେଲା_ଚିତ୍ରକଳା_ଓ_ଭାସ୍କର୍ଯ୍ୟ କର୍ମଶାଳା-୨୦୨୬ l

11/08/2026

ବାଲେଶ୍ୱର, #ସହଦେଵଖୁଣ୍ଟା_ଥାନା_ହାତରେ_ଧରାପଡ଼ିଲା_ଗାଡି ଚୋରି ଗ୍ୟାଙ୍ଗ, ୯ଗୋଟି ଗାଡି ଜବଦ, ୪ଅଭିଯୁକ୍ତ ଗିରଫ, ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ପରେଶ ରାଉତ l

10/08/2026

ବାଲେଶ୍ୱର, #ବିଟିସିସି_ଟ୍ରକକୁ_ବିରଳା_ଟାୟାର୍ସରେ_ଲୋଡିଂ_ଦେବା_ଦାବିରେ ଜ଼ିଲ୍ଲାପାଳଙ୍କ କାଯ୍ୟଳୟ ସମ୍ମୁଖରେ ପ୍ରତିବାଦ l

09/08/2026

#ବାଲେଶ୍ବର_ଜିଲ୍ଲା_ରକ୍ତଦାତା_ସଂଘର_ବାର୍ଷିକ_ସମ୍ମିଳନୀ_ଅନୁଷ୍ଠିତ l

08/08/2026

ବାଲେଶ୍ୱର, #ଶେରଗଡ_ଟୋଲପ୍ଲାଜା_ଠାରୁ_ରାଜପଥର_ଉଭୟ ପାର୍ଶ୍ଵରେ ଓସାରିଆ ଡ୍ରେନ ନିର୍ମାଣ ପାଇଁ ଜ଼ିଲ୍ଲାପାଳଙ୍କୁ ନିବେଦନ l

07/08/2026

ବାଲେଶ୍ୱର, #ଓଡ଼ିଶା_ସ୍କୁଲ_କଲେଜ_ଶିକ୍ଷକ_କର୍ମଚାରୀ_ସମନ୍ବୟ ସମିତି ବାଲେଶ୍ବର ଜିଲ୍ଲାପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ l

Address

Balasore

Website

Alerts

Be the first to know and let us send you an email when Vision Balasore TV posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share