Prava digital

Prava digital ପ୍ରଭା ଡିଜିଟାଲ ଏକ ସଂସ୍କାର ଧର୍ମୀ ସାହିତ୍ୟ ଓ ସମ୍ବାଦ ଭିତ୍ତିକ ପତ୍ରିକା।ପ୍ରତିଷ୍ଠାତା ରାମଚନ୍ଦ୍ର ସିଂ।

27/08/2024

ଜଳେଶ୍ବର ରେ କୌଶଳ ରଥ

12/12/2023

ରାଜ୍ୟସ୍ତରୀୟ ଶୀତ ମହୋତ୍ସବ # winter festival .

26/11/2023

ନାମ୍ପୋ ବଜାର କମିଟି ପକ୍ଷରୁ ଆୟୋଜିତ ସାର୍ବଜନୀନ ଜଗଦ୍ଧାତ୍ରୀ ପୂଜା।

26/06/2023

ଜଳେଶ୍ୱର ରୁ ପୁଣି ୧୧୦ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ।

07/06/2023

କାଳବୈଶାଖୀ ପ୍ରଭାବରେ ଜଳେଶ୍ୱର ବ୍ଲକ ନାମ୍ପୋ ସ୍ଥିତ ପ୍ରାଚୀନ ଶୈବପୀଠ ତ୍ରିଲୋଚନେଶ୍ୱର ମହାଦେବଙ୍କ ମନ୍ଦିରର ଚୁଳି ଭୁଶୁଡି ପଡିଛି।

01/11/2022
31/10/2022

ପ୍ରିୟ ବନ୍ଧୁ ଗଣ! ସମସ୍ତଙ୍କୁ ପ୍ରଣାମ,
ଦିନକୁ ଦିନ ମୁଦ୍ରିତ ପତ୍ର ପତ୍ରିକା ର ଅଭାବ ପରିଲକ୍ଷିତ ହେଉଛି।ପାଠକୀୟ ଆଦୃତି କମିବା କାରଣରୁ ଅନେକ ପତ୍ରିକାର ମୁଦ୍ରଣ ବନ୍ଦ ହୋଇ ଯାଇଛି।କେତେକ ରୁଗ୍ଣ ଅବସ୍ଥାରେ।ଏହାର କାରଣ ଲୋକେ ଅଧିକ ମାତ୍ରାରେ ବୈଦ୍ୟୁତିକ ମାଧ୍ୟମ କୁ ବ୍ୟବହାର କରୁଛନ୍ତି।ଯାହା ଫଳରେ ମୁଦ୍ରିତ ପତ୍ରିକାର ପାଠକୀୟ ଆଦୃତି କମିଛି।ପାଠକଙ୍କ ଆଦୃତି କମିବା କାରଣରୁ ଲେଖକ ମାନେ ମଧ୍ୟ ନିଜର ସ୍ପୃହା ହରାଇଲେଣି।ଯାହା ଫଳରେ ସାହିତ୍ୟ ମରୂ ନଈ ପାଲଟି ଗଲାଣି।ସମାଜ ସଂସ୍କାରର ମୁଖ୍ୟ ମାଧ୍ୟମ ସାହିତ୍ୟ।ସାହିତ୍ୟ ସମାଜର ହିତ ସାଧନ କରେ।ତେଣୁ ପାଠକଙ୍କ ଆବଶ୍ୟକତା କୁ ଦୃଷ୍ଟି ଦେଇ "ପ୍ରଭା"ଆତ୍ମ ପ୍ରକାଶ କରିଛି।ଏଥିରେ କବିତା,ଗଳ୍ପ,ପ୍ରବନ୍ଧ,ଶିଶୁ ସାହିତ୍ୟ ଆଦି ନୂତନ ଓ ପୁରାତନ କବିଙ୍କ ଲେଖା ସ୍ଥାନ ପାଇବ।ଆଶା କରୁଛୁ ଆପଣ ମାନେ ସହଯୋଗ କରିବେ।ମତାମତ ଅପେକ୍ଷାରେ ।
ବନ୍ଦେ ଉତ୍କଳ ଜନନୀ।

21/10/2022

ରାଧା ମାଧବ ମଠ,କଳମା,ବାଲେଶ୍ବର।

04/10/2022

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ JCLTV ପରିବାର ପକ୍ଷରୁ ହାର୍ଦ୍ଧିକ ଶୁଭେଚ୍ଛା ।

Address

Baleswar
Balasore
756001

Website

Alerts

Be the first to know and let us send you an email when Prava digital posts news and promotions. Your email address will not be used for any other purpose, and you can unsubscribe at any time.

Share

Category